ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନେ ବିନା ବିପଦ ରେ ଭଲ ଲାଭ ଚାହୁଁଛନ୍ତି ତେବେ ଆପଣ ମାନଙ୍କ ପାଇଁ ପୋଷ୍ଟ ଅଫିସ୍ ସ୍କିମ୍ ହିଁ ଭଲ ତେବେ ବନ୍ଧୁଗଣ ଡାକଘର MIS ହେଉଛି ଏକ ଭଲ ସ୍କିମ୍ ଏହିଥିରେ ଆପଣ ମାନେ ପ୍ରତି ମାସରେ ଥରେ ଆପଣ ମାନେ ଏହିଥିରେ ବିନିଯୋଗ କରି ଏହିଥିରୁ ଲାଭ ଉଠେଇ ପାରିବେ । ଏହି ଏକାଉଣ୍ଟ ରେ ଅନେକ ସୁବିଧା ଉପଲବ୍ଧ ଅଛି । ଏହି ଏକାଉଣ୍ଟ 10 ବର୍ଷ ରୁ ଉର୍ଦ୍ଧ ପିଲା ମାନଙ୍କ ନାମରେ ଖୋଲାଜାଇ ପାରିବ ।
ଯଦି ଆପଣ ମାନେ ଆପଣ ମାନଙ୍କ ପିଲର ନାମରେ ଏହି ଏକାଉଣ୍ଟ ଖୋଲିବା ପାଇଁ ଚାହଁଛନ୍ତି ତେବେ ପ୍ରତି ମାସରେ ପାଇଥିବା ସୁଧରେ ଟ୍ୟୁସନ ଫି ଦେଇ ପାରିବେ । ଆପଣମାନେ ଯୈକଣସି ଡାକଘରକୁ ଜାଇ ଏହି ପୋଷ୍ଟ ଅଫିସ୍ ଏକାଉଣ୍ଟ ଖୋଲିପାରିବେ। ଏହା ସହିତ ଏହିଥିରେ ସର୍ବନିମ୍ନ 1000 ଟଙ୍କା ରଖି ପାରିବେ । ଏବଂ ସର୍ବାଧିକ 4.5 ଲକ୍ଷ ଟଙ୍କା ଜମା କରି ପାରିବେ ।
ବର୍ତମାନ ଏହି ଯୋଜନାରେ ଅନ୍ତର୍ଗତ ସୁଧର ହାର ହେଲା 6.6 ପ୍ରତିଶତ ଅଟେ । ଯଦି ଶିଶୁର ବୟସ 10 ବର୍ଷରୁ ଅଧିକ ହୋଇଥାଏ ତେବେ ଆପଣ ମାନଙ୍କ ନାମରେ ଏକାଉଣ୍ଟ ଖୋଲି ପାରିବେ । ଏହା ସହିତ ଆପଣଙ୍କ ବୟସ କମ୍ ହୋଇଥିଲେ ଆପଣ ମାନେ ନିଜର ପିତା ମାତା ଙ୍କ ନାମରେ ଏହି ଏକାଉଣ୍ଟ ଖୋଲି ପାରିବେ । ତେବେ ଏମିତି କ୍ଷେତ୍ରରେ ଯଦି ଆପଣ ମାନେ ଏହି ଏକାଉଣ୍ଟରେ 2 ଲକ୍ଷ ଟଙ୍କା ଜମା କରନ୍ତି ତେବେ 6.6 ପ୍ରତିଶତ ସୁଧର ହାର ମିଳିବ ଅର୍ଥାତ 1100 ଶହ ଟଙ୍କା ମିଳିବ ।
5 ବର୍ଷରେ ଏହି ସୁଧ ସମୁଦାୟ 66 ସମୁଦାୟ ଟଙ୍କା ହେବ ଶେଷ ରେ ଆପଣ ମାନେ 2 ଲକ୍ଷ ଟଙ୍କା ଫେରସ୍ତ ପାଇବେ । ଏହିପରି ଏକ ଛୋଟ ପିଲା ପାଇଁ, ଆପଣ 1100 ଟଙ୍କା ପାଇବେ ଯାହାକୁ ଆପଣ ତାଙ୍କ ଶିକ୍ଷା ପାଇଁ ବ୍ୟବହାର କରିପାରିବେ । ଏହି ପରିମାଣ ପିତାମାତାଙ୍କ ପାଇଁ ଏକ ଭଲ ସାହାଯ୍ୟ ହୋଇପାରେ ।
ଏହି ଖାତାର ବିଶେଷତ୍ୱ ହେଲା ଏହା ଏକ କିମ୍ବା ତିନି ଜଣ ବୟସ୍କଙ୍କ ସହିତ ମିଳିତ ଏକାଉଣ୍ଟ ଖୋଲାଜାଇପାରିବେ । ଯଦି ଆପଣ ମାନେ ଏହି ଏକାଉଣ୍ଟ ରେ 3.50 ଲକ୍ଷ ଜମା କରନ୍ତି ତେବେ ଆପଣ ମାନେ ପ୍ରତିମାସରେ 1925 ଟଙ୍କା ପାଇବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।