ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଏକ ବଡ ଖବର ସାମ୍ନା କୁ ଆସିଛି । ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ମୃତ୍ୟୁରେ ଅନେକ କଳାକାର ମାନେ ଦୁଖଃ ପ୍ରକାଶ କରିଛନ୍ତି । ଏବଂ ଶୋକର ଲହରୀ ଖେଳିଜାଇଛି । ଆମ ଦେଶ ହେଲା କଳାକାର ଏବଂ ସସ୍କୃିତି ର ଦେଶ ଏଠାରେ ଅନେକ କଳାକାର ମାନେ ରହିଛନ୍ତି ନାଚ ଗୀତ ଭାରତ ସବୁଠାରୁ ଆଗରେ ।
ସେମିତି ରେ ଗୋଟିଏ ସାଧାରଣ ଲୋକର ମୃତ୍ୟୁ ହେଲେ ତା ପାଇଁ କେହିବି ଲୁହ ଗଡି ନଥାନ୍ତି । ହେଲେ ଗୋଟିଏ ସେଲିବ୍ରେଟି ମୃତ୍ୟୁ ହୁଏ ତେବେ ତାଙ୍କ ପାଇଁ ଅନେକ ଲୋକ ମାନେ ଲୁହ ଗଡେଇଥାନ୍ତି । କାରଣ ସେ ନିଜର କଳାକୁ ଲୋକଙ୍କ ଆଗରେ ପଦର୍ଶିତ କରି ଲୋକପ୍ରିୟ ହୋଇଥାନ୍ତି ।
ସେମିତି ରେ ଏହି ପ୍ରସିଦ୍ଧ କଣ୍ଠଶୀଳ୍ପି ଙ୍କ ଝିଅଙ୍କର ଗତ ବର୍ଷ ଦେହାନ୍ତ ହୋଇଥିଲା । ଏବଂ ସେବେ ଠାରୁ ତାଙ୍କର ଦେହ ଅସୁସ୍ଥ ଥିଲା ସେ ନିଜର ଝିଅର ମୃତ୍ୟୁରେ ଚୁପ୍ ଚାପ୍ ଜୀବନ ଜାପନ କରୁଥିଲେ । ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା । କିଛି ଦିନ ପୂର୍ବରୁ ତାଙ୍କର ଅବସ୍ଥା ହଠାତ ଖରାପ ହେବା ପରେ ତାଙ୍କୁ ବିମାନ ବନ୍ଦର ରୋଡ ରେ ଥିବା ଏକ ଘୋରଇ ଡାକ୍ତର ଖାନା ରେ ଭର୍ତ୍ତି କରାଜାଇଥିଲା ଏବଂ ସେହିଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ଏବେ ଫିଲ୍ମ ଇଣ୍ଡଷ୍ଟ୍ରୀ ଏବଂ ସଂଙ୍ଗୀତ ଜଗତରେ ଶୋକର ଛାୟା ଖେଳିଜାଇଛି । 77 ବୟସିଆ ଲୋକପ୍ରିୟ ଗାୟିକା ବିମାନ ବନ୍ଦର ରୋଡ ରେ ଥିବା ଏକ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କଣ୍ଠଶିଳ୍ପି ଗୁରୁମିତ କହିଥିଲେ ସେ ଯେତେ ଦିନ ଗୀତ ଶିଖୁଥିଲେ ଆଜି ଯାଏ ସେ ନିଜର ସଂସ୍କୃତି କୁ ବଞ୍ଚେଇ ରଖିବା ପାଇଁ ଏମିତି କରିଛନ୍ତି । ତେବେ ଲୋକପ୍ରିୟ କଣ୍ଠଶିଳ୍ପୀ ଗୁରମିତ ବା ଙ୍କ ଗତ କାଲି ମୃତ୍ୟୁ ହୋଇଜାଇଛି । ଜାହା ବର୍ତମାନ ସମୟ ରେ ବହୁତ ବଡ ଦୁଖଃର ଖବର ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।