ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କ୍ରିକେଟ ର ଭଗବାନ କୁହା ଜାଉ ଥିବା ମହାନ୍ କ୍ରିକେଟର ସଚିନ୍ ତେନ୍ଦୁଲ କର ଝିଅ ସାରା ତେନ୍ଦୁଲ କର ଏହି ଦିନ ରେ ବହୁତ ଚର୍ଚ୍ଚା ରେ ରହିଛନ୍ତି । ତାଙ୍କର ଚର୍ଚ୍ଚା ରେ ରହିବାର କାରଣ ହେଲା ତାଙ୍କର ସୁନ୍ଦରତା ସହିତ ତାଙ୍କର ଲଭ ଷ୍ଟୋରୀ ବି ଅଟେ ।
ଏମିତି ରେ 18 ବର୍ଷ ରେ ପାଦ ଦେଇ ଥିବା ସାରା ଙ୍କ ପାଇଁ ବହୁତ ଯୁବକ ମାନେ ଏବେ ପ୍ରେମ ର ହାତ ବଢାଉଛନ୍ତି । ଏବଂ ଖବର ମିଳିଛି କି ସାରା ତେନ୍ଦୁଲକର ବି କାହାକୁ ନିଜର ହୃଦୟ ଦେଇ ସାରିଛନ୍ତି । ତେବେ ଆପଣଙ୍କୁ କହି ରଖୁଛୁ କି ସାରା ତେନ୍ଦୁଲ କର ବି ନିଜର ବାପାଙ୍କ ଭଳି ବହୁତ ଶାନ୍ତ ସ୍ୱଭାବର ଏବଂ ବହୁତ ସୁନ୍ଦର ଅଟନ୍ତି ।
ସେମିତି ରେ ସାରା ଲାଇମ୍ ଲାଇଟ୍ ରୁ ଦୂରେଇ ରହିବା ହିଁ ପସନ୍ଦ କରନ୍ତି । ହେଲେ ସଚିନ୍ ଙ୍କ ପାଇଁ ସେ ନ ଚାହିଁ ବି ଲାଇମ୍ ଲାଇଟ୍ କୁ ଆସି ଜାଇ ଥାନ୍ତି । ସେମିତି ରେ ମିଳି ଥିବା ଖବର ଅନୁସାରେ ସଚିନ୍ ଚେନ୍ଦୁଲକର ଙ୍କ ଝିଅ ସାରା ଙ୍କ ନାମ ଜାହା ନାମ ରେ ଯୋଡା ଯାଉଛି ସେ ଆଉ କେହି ନୁହଁନ୍ତି ବରଂ ଆମ ଦେଶ ର ସବୁଠୁ ଧନୀ ବ୍ୟକ୍ତି ମୁକେସ ଆମ୍ବାନୀ ଙ୍କ ପୁଅ ଅନନ୍ତ ଆମ୍ବାନୀ ଅଟନ୍ତି ।
ଏବଂ ସାରା ଏବଂ ଅନନ୍ତ ଙ୍କୁ ବହୁତ ଥର ଏକା ସହିତ ପାର୍ଟଟି ରେ ବୁଲୁ ଥିବାର ଦେଖିବା ପାଇଁ ମିଳିଛନ୍ତି । ଏବଂ ଜାହା ପରେ ପରେ ସେମାନଙ୍କ ଆଫାୟାର ର ଖବର ଆସୁଛି । ହେଲେ ଏହି ବିଷୟ ର ସଂମ୍ପର୍ଣ୍ଣ ସତ୍ୟାତା ରହିଛି କି ନାହିଁ ସେହି ବିଷୟ ରେ ଜଣା ନାହିଁ ।
ହେଲେ ଆପଣ ମାନେ କଣ ସେମାନଙ୍କ ସଂମ୍ପର୍କ କୁ ନେଇ ଭାୁଛନ୍ତି ସେହି ବିଷୟ ରେ ଆପଣ ମାନେ ଆମକୁ କମେଣ୍ଟ କରି ଜଣାଇ ଦିଅନ୍ତୁ । ଏବଂ ଏହା ସହିତ ଆପଣ ମାନେ ଏହି ପୋଷ୍ଟ କୁ ସାଙ୍ଗ ମାନଙ୍କ ସହିତ ସେୟାର କରନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।