ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ସହିତ ଏମିତି ରମେଡି ବିଷୟ ରେ କହିବାକୁ ଚାହିଁବୁ ଜାହା ଆପଣ ମାନଙ୍କ ଫେସ୍ କୁ ସଂମ୍ପର୍ଣ୍ଣ ଭାବେ ବେଦାଗ ବନେଇ ଦେବ ,ତେବେ ଆପଣ ମାନେ ନେଚୁରାଲି ୱେ ରେ ଆପଣ ମାନଙ୍କ ଫେସ୍ କୁ ବ୍ରାଇଟ୍ କରିବାକୁ ଚାହୁଁଛନ୍ତି ତେବେ ଆମର ଏହି ଟିପ୍ସ କୁ ଫୋଲ୍ଲ କରନ୍ତୁ , ଆପଣ ମାନେ ଯଦି ଏମିତି କିଛି ଭାବୁ ଥାନ୍ତି ତେବେ ଆମେ ଆପଣ ମାନଙ୍କୁ ଆଜି ଏମିତି ଫେସ୍ ପ୍ୟକ୍ ସେୟାର କରିବୁ ଜାହା ଆପଣ ମାନଙ୍କୁ ଗୋରା ଏବଂ ଆପଣ ମାନଙ୍କ ମୁହଁ ରେ ଆସୁ ଥିବା ସିଥିଳତା କୁ ସଂମ୍ପର୍ଣ୍ଣ ଭାବେ ଦୂରେଇ ଦେଇ ଥାଏ ।
ଏହା ପାଇଁ ଆପଣ ମାନଙ୍କୁ କେବଳ 2 ଟା ଜିନିଷ ଦରକାର ପଡିବ ,ତେବେ ଆସନ୍ତୁ ଏହାକୁ ପ୍ରସ୍ତିତି କରିବାର ପ୍ରଣାଳୀ ସବୁ କୁ ଜାଣି ନେବା ,ପ୍ରଥମେ ଆପଣ ମାନଙ୍କୁ ବେଶନ ଏବଂ ହଳଦୀ ଦରକାର ପଡିବ ,ଆପଣ ମାନଙ୍କୁ ପ୍ରଥମେ ଗୋଟିଏ ପାତ୍ର ରେ କିଛି ପରିମାଣ ବେଶନ ନେବାକୁ ପଡିବ ଏବଂ ଦୁଇ ରୁ ତନି ଚାମଚ ହଳଦୀ ନେବାକୁ ପଡିବ ,
ଏହା ପରେ ଆପଣ ମାନଙ୍କୁ ଗୋଟିଏ ଭଲ ପେଷ୍ଟ କରନ୍ତୁ । ଏହି ଥିରେ ଅଳ୍ପ ପାଣି ଦିଅନ୍ତୁ , ଏହା ପରେ ଆପଣ ମାନେ ଗୋଳେଇ ନିଅନ୍ତୁ ଆପଣ ମାନଙ୍କର ଫେସ ପ୍ୟକ୍ ରେଡୀ ହୋଇ ଗଲା ଆପଣ ମାନେ ଯେମିତି ଅନ୍ୟ ଫେସ୍ ପ୍ୟକ୍ କୁ ବ୍ୟବହାର କରୁଛନ୍ତି ସେହି ପରି ହିଁ ଏହାକୁ ବି ବ୍ୟବହାର କରନ୍ତୁ ।
ଏହାକୁ ଆପଣ ମାନେ ନିଜର ସଂମ୍ପର୍ଣ୍ଣ ବର୍ଡି ରେ ବ୍ୟବହାର କରି ପାରିବେ ,ଏମିତି କରିଲେ ଆପଣ ମାନଙ୍କ ଶରୀର ଉର୍ଜା ପୁଣି ଥରେ ଫରି ଆସିବ ,ଏହା ଆମେ ଆପଣ ମାନଙ୍କୁ ଗ୍ୟରେଣ୍ଟୀ ର ସହିତ ଆପଣ ମାନଙ୍କୁ କହିବୁ,ଏହାକୁ ଆପଣ ମାନେ ରେଗୁଲାର ଲି ବ୍ୟବହାର କରିବେ ତେବେ ଏହା ଆପଣ ମାନଙ୍କୁ ବହୁତ କିଛି ଫାଇଦା ଦେବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।