ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ଯବପୀଢି ଏମିତି ସ୍ଥିତି କୁ ଯାଉଛନ୍ତି ଜାହା ପାଇଁ ସେମାନଙ୍କ ବଭିଷ୍ୟତ ଅନ୍ଧାର ବୋଲି ଜଣା ପଡୁଛି । ଏବେକାର ସୋସିଆଲ ମିଡିଆ ରେ ଯେଉଁ ପରି ଭିଡ଼ିଓ ସବୁ ଭାଇରଲ ହେବାରେ ଲାଗିଛି ତାହା ଆପଣ ମାନେ ନିଶ୍ଚିତ ଭାବେ ଦେଖୁଥିବେ । ବର୍ତମାନ ସମୟ ରେ ବିବାହ ସଂମ୍ମନ୍ଧ ଏବଂ ପ୍ରେମ ସଂମ୍ପର୍କ ରେ ହତ୍ୟାକାଣ୍ଡ ଆଦି ଦେଖିବା ପାଇଁ ମିଳୁଛି ।
ଏମିତି କିଛି ବିଭିନ୍ନ କଥା ଆପଣ ମାନଙ୍କୁ ଭିଡ଼ିଓ ମାଧ୍ୟମ ରେ ସୋସିଆଲ ମିଡିଆ ରେ ଦେଖିବା ପାଇଁ ମିଳିବ ଜାହାକୁ ଦେଖିବା ପରେ ଆପଣ ମାନଙ୍କ ରୁମ ଟାଙ୍କିରୀ ଉଠିବ । ତେବେ ଏମିତି କୁହାଯାଏ କି ପ୍ରେମ ଏକ ପବିତ୍ର ସଂମ୍ପର୍କ ଅଟେ । ହେଲେ ଆଜିର ସମୟ ର ଘଟଣା ପ୍ରେମ ସଂମ୍ପର୍କ କୁ ଅପବିତ୍ର କରିସାରିଛି । ବର୍ତମାନ ମାନ ସମୟ ରେ ପ୍ରେମ ମାତ୍ର ଶାରୀରିକ ସଂମ୍ପର୍କ ଛଡା ଆଉ କିଛି ନୁହେଁ ।
ତେବେ ଏବେକା ସମୟ ରେ ଯୁବକ ଯୁବତୀ ମାନେ ରାସଲୀଳା କରିବା ଏକ ସାଧାରଣ କଥା ହୋଇଗଲାଣୀ । ତେବେ ଆଜି ସୋସିଆଲ ମିଡିଆ ରେ ଏମିତି କଥା ସାମ୍ନା କୁ ଆସିଛି ଜାହାକୁ ଜାଣିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଏଠାରେ ଜଣେ ପ୍ରେମିକା ରାସଲୀଳା କରୁଥିବା ସମୟ ରେ ଧରା ପଡିଛନ୍ତି । ଆସନ୍ତୁ ଜାଣିନେବା ସଂମ୍ପର୍ଣ୍ଣ ଖବର ବିଷୟ ରେ ।
ତେବେ ପ୍ରେମିକ କୁ ନିଜର ଘରକୁ ଡାକି ପ୍ରେମିକା ରାସଲୀଳା କରୁଥିଲେ । ହେଲେ ତାଙ୍କୁ ଦୁଇ ଶିକ୍ଷକ ସଂନ୍ଧେହ କରିଥିଲେ ଏବଂ ପରେ ଶେଷ ରେ ଦୁଇଜଣ ଧରା ପଡିଛନ୍ତି । ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ସମାଜରେ ଏମିତି କିଛି ଘଟଣା ମାନ ଘଟୁଛି ଜାହା ଆଗାମୀ ଯୁବପୀଢି ମାନଙ୍କ ପାଇଁ ଅସୁବିଧାର କାରଣ ବନିବ । ତେବେ ଏହାକୁ ନେଇ ଆପଣ ମାନଙ୍କର କଣ ମତ ରହିଛି କମେଣ୍ଟ କରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।