ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନଙ୍କ ପାଖରେ ରାସନ କାର୍ଡ ନାହିଁ ଏବଂ ଆପ୍ଲାୟ କରିବା ପାଇଁ ବାରମ୍ବାର ଦୈଡୁଛନ୍ତି । ତେବେ ଆପଣ ମାନଙ୍କ ପାଇଁ ଆସିଛି ଏକ ଖୁସୀର ଖବର ଏବେ ଆପଣ ମାନେ ନିଜର ଘରେ ବସି ବନେଇ ପାରିବେ ରାସନ୍ କାର୍ଡ । ରାସନ୍ କାର୍ଡ କୁ ଆବେଦନ କରିବା ପାଇଁ ପ୍ରଥମେ ଆପଣ ମାନେ ନିଜର ରାଜ୍ୟର ଫୁଡ୍ ପୋର୍ଟଲ କୁ ଜାଇ ରାସନ୍ କାର୍ଡ ଫର୍ମ କୁ ଡାଉନଲୋର୍ଡ କରନ୍ତୁ ।
ନିଜର ଆଧାର କାକର୍ଡ , ଭୋଟର ଆଇଡି କାର୍ଡ , ଅବେଦକଙ୍କ ଫଟୋ, ବ୍ୟାଙ୍କ୍ ଖାତା ଆଦି ଦସ୍ତାବିଜ ହେବାକୁ ହେବ। ଏହା ପାଇଁ ଆପଣ ମାନଙ୍କୁ 5 ରୁ 45 ଟଙ୍କା ଜମା କରିବା ପାଇଁ ପଡିବ । ପରେ ପୂରଣ କରିଥିବା ଫର୍ମ କୁ ଆପଣ ମାନେ ସବମିଟ୍ କରିବା ପରେ ଫିଲ୍ଡ ଅଫିସର ମାନେ ଜାଇ ଆପଣ ନିକଟରେ ପହଁଚି ଭେରିଫିକେସନ କରିବେ । ଫର୍ମ ଜାଞ୍ଚ ପରେ ସବୁ କିଛି ଠିକ୍ ଥିଲେ ଆବେଦନ କାରୀ ଙ୍କ ନାମ 30 ଦିନ ମଧ୍ୟ ରେ ଜାରି ହୋଇଯିବ । ତେବେ 18 ବର୍ଷ ରୁ ଅଧିକ ବୟସ ର ଲୋକ ମାନେ ହିଁ ରେସନ କାର୍ଡ ପାଇପାରିବେ ।
ଜଣେ ବ୍ୟକ୍ତିଙ୍କ ପାଖରେ ଗୋଟିଏ ରାଜ୍ୟର ରାସନ୍ କାର୍ଡ ରହିପାରିବ। ଯଦି ଆପଣଙ୍କର ରାସନ୍ କାର୍ଡ ଅଛି ଏବଂ ଆପଣ ନୂତନ ସଦସ୍ୟଙ୍କୁ ଯୋଡିବାକୁ ଚାହୁଁଛନ୍ତି ତେବେ ରାଜ୍ୟର ଫୁଡ୍ ପୋର୍ଟାଲ୍ କୁ ଯାଇ କରିପାରିବେ। ଯଦି ଆପଣଙ୍କର ଏପର୍ଯ୍ୟନ୍ତ ଏକ ରାସନ କାର୍ଡ ନାହିଁ, ତେବେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଘରେ ବସି ଆପଣଙ୍କ ସ୍ମାର୍ଟଫୋନରୁ ରେସନ କାର୍ଡ ପାଇଁ ଅନଲାଇନରେ ଆବେଦନ କରି ଏହାକୁ ପ୍ରସ୍ତୁତ କରିପାରିବେ। ଏଥିପାଇଁ ସମସ୍ତ ରାଜ୍ୟ ସେମାନଙ୍କ ତରଫରୁ ଏକ ୱେବସାଇଟ୍ ତିଆରି କରିଛନ୍ତି। ଆପଣ ଥିବା ରାଜ୍ୟର ୱେବସାଇଟକୁ ଯାଆନ୍ତୁ ଏବଂ ରେସନ କାର୍ଡ ପାଇଁ ଆବେଦନ କରନ୍ତୁ।
3 ପ୍ରକାର ରାସନ କାର୍ଡ ରହିଛି । ଦରିଦ୍ର ରେଖା ଉପରେ APL । ଦରିଦ୍ର ରେଖା ତଳେ BPL ଏବଂ ଅନ୍ତର୍ଦୋୟ ପରିବାର ବର୍ଗରେ ରଖା ଜାଇଥାଏ । ବ୍ୟକ୍ତିର ବାର୍ଷିକ ଆୟ ଅନୁସାରେ ଏହି ବର୍ଗ ନିର୍ଦ୍ଧାରିତ ହୋଇଥାଏ । ଏହା ବ୍ୟତୀତ, ଶସ୍ତା ମୂଲ୍ୟରେ ବିଭିନ୍ନ ରାସନ କାର୍ଡରେ ଉପଲବ୍ଧ ଜିନିଷଗୁଡ଼ିକ, ସେମାନଙ୍କର ପରିମାଣ ଅଲଗା ରହିଥାଏ। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଆଧାରରେ ଏହା ମଧ୍ୟ ଭିନ୍ନ ହୋଇପାରେ।
ତେବେ ଏହାର ସର୍ତାବଳୀ କିଛି ଅଲଗା ପ୍ରକାରର ରହିଛି ରାସନ କାର୍ଡ ପାଇବା ପାଇଁ ଆପଣ ମାନେ ଭାରତୀୟ ନାଗରିକ ହେବା ଆବଶ୍ୟକ ଅଟେ । ଅନ୍ୟ କୈଣସି ରାଜ୍ୟର ରାସନ ନିଜ ନିଜ ନାମରେ ନରହିବା ଆବଶ୍ୟକ ଅଟେ । ଗୋଟିଏ ପରିବାରରେ, ପରିବାରର ମୁଖ୍ୟଙ୍କ ନାମରେ ଏକ ରାସନ କାର୍ଡ ରହିପାରିବ।ଯାହାର ନାମରେ ରାସନ କାର୍ଡ ତିଆରି ହେଉଛି, ତାଙ୍କ ବୟସ 18 ବର୍ଷରୁ ଅଧିକ ହେବା ଉଚିତ୍ ଏମିତି କିଛି ନିୟମ ମାନ ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।