ଶାଳୀ ଭିଣେଇ ପ୍ରେମ | ଭଲପାଇ କରି ବସିଲେ ଏମିତି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ କରୁଛୁ । ବନ୍ଧୁଗଣ ତେବେ ଶାଳୀ ଙ୍କୁ ଧରି ପଳେଇଗଲେ ଯୁବକ ଏହି ପରି ଏକ ଖବର ସାମ୍ନା ରେ ରହିଛି ଜାହା ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ବନ୍ଧୁଗଣ ଉତ୍ତର ପ୍ରଦେଶ ରେ ଏମିତି ଏକ ଅଭାବନିୟ ଘଟଣା ଘଟିଛି । ଯେଉଁଠାରେ ଶାଳୀ ଭେଣେଇ ପଳାଇ ଜାଉଥିଲେ । ଏବଂ ପରେ ଗ୍ରାମ ର ଯୁବକ ମାନେ କିଛି ଧରି ନେଇଥିଲେ ।

bhani

ତେବେ ସେମାନଙ୍କୁ ଧରିବା ପରେ ଜହା ହୋଇଥିଲା ଏହି ଠାରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ । ତେବେ ଉତ୍ତର ପ୍ରଦେଶ ର ଏହି ଘଟଣାରେ ଶାଳୀ ଭେଣେଇ ଙ୍କ ଏକା ସହିତ ପ୍ରେମ ସଂମ୍ପର୍କ ଚାଲିଥିଲା । ଏହି ଠାରେ ଶାଳୀ ଙ୍କୁ ଚାଲାଖୀ କରି ନେବା ପାଇଁ ଜ୍ୱାୟିଁ ସଶୁର ଘରକୁ ଆସିଥିଲେ । ଏବଂ ସେମାନଙ୍କ ପ୍ରେମ ସଂମ୍ପର୍କ ବଢିବା ପରେ ସେମାନେ ପଳେଇବା ପାଇଁ ଯୋଜନା କରିଥିଲେ ।

ଏବଂ ଗ୍ରାମରୁ ରାତି ଅଧରେ ଶାଳୀ ଭେଣେଇ ଜାଉଥିବା ବେଳେ ଗ୍ରାମର କିଛି ଯୁବକ ମାନେ ଧରି ଦେଇଥିଲେ । ଏବଂ ପରେ ଯେମିତି କି ଆପଣ ମାନେ ଦେଖିବା ପାଇଁ ପାଇଥିବେ କି ଏଠାରେ ଶାଳୀ ଜଣଙ୍କ କେମିତି ଭାବେ କାନ୍ଦିବାରେ ଲାଗିଥିଲେ ।

ତେବେ ବନ୍ଧୁଗଣ ଆପଣ ମାନେ ବି ଏହି ଭିଡ଼ିଓ ଦେଖିବା ପରେ ନିଶ୍ଚିତ ଭାବେ ଜାଣି ପାରୁଥିବେ କି ଆଜିର ସମୟ ରେ ଶାଳୀ ଭେଣେଇ ଙ୍କ ସଂମ୍ପର୍କ ଏତେ ତଳକୁ ଖସିଗଲାଣୀ ବୋଲି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *