ପୁଣି ଭାଇରଲ ହେଲା ଜାନେମେରି ଜାନେମନ ଗୀତରେ ଏମିତି ଡ୍ୟାନ୍ସ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଲା ଏହି ଭିଡ଼ିଓ ।

video

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କୁନି ପିଲା ମାନଙ୍କ ନାଚ ବା ଡେନ୍ସ ଦେଖିବା ପାଇଁ ଲୋକ ମାନେ ବହୁତ ପରିମାଣ ରେ ପସନ୍ଦ କରନ୍ତି । ଏବଂ ଆଜିର ଦିନରେ ଆପଣ ମାନେ ଏହାକୁ ଦେଖି ବହୁତ ଖୁସୀ ମଧ୍ୟ ହେଉଥିବେ । ଯଦି କୁନି ପିଲା ମାନଙ୍କ ସହିତ ଯୋଡିତ ହୋଇଥାଏ ତେବେ ଏହା ବହୁତ ଖୁସୀ ଲାଗେ । ଏବଂ ଏହା ଦ୍ୱାରା ସେମାନଙ୍କୁ ହସିବାର ସୁଖ ମିଳେ ସୋସିଆଲ ମିଡିଆ ରେ ଏହି ଭଳି ଭିଡ଼ିଓ ପ୍ରତିଦିନ ଭାଇରଲ ହୋଇଥାଏ ।

ତେବେ ସେହି ମଧ୍ୟ ରୁ ଏମିତି କିଛି ଭିଡ଼ିଓ ରହିଛି ଜାହା ଅନ୍ୟ ଠାରୁ କିଛି ଅଲଗା ପ୍ରକାରର ଅଟେ । ଏହା ବହୁତ ମଜାଳିଆ ଏବଂ କୈତୁକିଆ ହୋଇଥାଏ । ଏହାକୁ ଦେଖି ଆମର ଖୁସୀର ହିସାବ ରହେ ନାହିଁ । ଆମେ ସବୁ ସମୟ ରେ ସ୍ୱଭାବିକ ଭାବେ ଅନେକ ଘଟଣା ମାନ ଦେଖିଥାନ୍ତି । ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ ।

ସେମିତି ରେ ଆମେ ଆଜି ଜାଣିବା ସେମିତି ହିଁ କିଛି ଭାଇରଲ ଭିଡ଼ିଓ ବିଷୟ ରେ । ତେବେ ଏହି ଭାଇରଲ ଭିଡ଼ିଓ ଟି ଦେଖି ନିଶ୍ଚିତ ଭାବେ ଜାଣିପାରିବେ ଏହା କେତେ ମଜାଦାର । ତେବେ ଆପଣ ମାନେ ଏଠାରେ ଦେଖିବା ପାଇଁ ପାଇବେ କି ଏଥିରେ ଏକ କୁନି ଝିଅ କେମିତି ଭାବେ ନୃତ୍ୟ କରୁଛୁ ।

ଝିଅଟି ପୁଣି ନାଚୁଛି ଜାନେ ମେରି ଜାନେମନ ଗୀତରେ । ଯେଉଁ ଗୀତଟି ଏବେ ବହୁତ ଚର୍ଚ୍ଚାରେ ରହିଛି ଓ ସମସ୍ତେ ଏହି ଗୀତ ରେ ଝୁମିବାରେ ଲାଗିଛନ୍ତି । ତେବେ ଏହି ଭିଡ଼ିଓ ଏବେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *