ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଅଧିକାଶଂ ଏକ୍ସିଡେଣ୍ଟ କେସ୍ ଦେଖିବା ପାଇଁ ମିଳୁଛି । ଏହାର କାରଣ ହେଲା ଲୋକ ମାନେ ରାସ୍ତା ରେ ନିଜର ମନ ଇଚ୍ଛା ରେ ଗାଡି ସ୍ପିଡ୍ ରେ ଚଲାଉଛନ୍ତି । ଆଜିର ସମୟ ରେ 70 ପ୍ରତିଶତ ଅକ୍ସିଡେଣ୍ଟ କେସ୍ ଏମିତି ଭାବେ ବି ହିଁ ଦେଖିବା ପାଇଁ ମିଳୁଛି । ଏହି ପରି ବି କିଛି ଆକ୍ସିଡେଣ୍ଟ ରେ ଦେଖିବା ପାଇଁ ମିଳେ କି ଯେଉଁଥିରେ ବାଇକ ସ୍ପୀଡ଼ ଚଳାଇବା ଦ୍ୱାରା ଆକ୍ସିଡେଣ୍ଟ ହୋଇ ଗୁରୁତ୍ୱର ଅବସ୍ଥା ରେ ଲୋକମାନେ ସମ୍ପୂର୍ଣ୍ଣ ଜୀବନ ପାଇଁ ଅଚଳ ପାଲଟି ଯାଆନ୍ତି ।
ହେଲେ ବର୍ତମାନ ସମୟ ରେ ଏମିତି କିଛି ହେବ ନାହିଁ କାରଣ ପରିବହନ ପ୍ରାଧିକରଣ ଏହା ସମାଧାନ ନିମନ୍ତେ ଜାରି କରିଛନ୍ତି ଏକ ନୂଆ ନିୟମ ତେବେ ଏହି ନିୟମ କଣ ଅଟେ ସେହି ବିଷୟ ରେ ବିସ୍ତାର ଭାବେ ବୁଝିବା । ଏଣିକି ଆପଣ ମାନେ ଆଉ ମନଇଚ୍ଛା ଗାଡି ଚଲେଇ ପାରିବେ ନାହିଁ । ଜାତୀୟ ରାଜପଥ, ରାଜ ରାଜପଥ ଏବଂ ମୁନ୍ସିପାଲଟି ଓ ଏନ୍ସିସି ଅଞ୍ଚଳ ରେ କେତେ ବେଗରେ ଯିବ ଯାନବାହନ ଏହି ସମ୍ବନ୍ଧରେ ରାଜ୍ୟ ପରିବହନ ବିଭାଗ ବିଜ୍ଞପ୍ତି ଜାରି କରିଛି ।
ଚାଇଲେନ ଜାତୀୟ ରଜପଥ ରେ ସର୍ବାଧୀକ 60 କିଲୋମିଟର ପ୍ରତି ଘଣ୍ଟା ମୁନ୍ସୀପାଲଟି ଓ ଏନ୍ସିସି ରେ 40 କିଲୋମିଟର ରହିବ । ସେହି ପରି ଅନ୍ୟ ଜାତୀୟ ରାଜପଥରେ ବେଗ 50 କିଲୋମିଟର ରହିବ । ଉଭୟ ଯାତ୍ରୀବାହୀ , ମାଲବାହୀ , ତିନି ଚକିଆ ଯାନର 30 ଚାରି ଲେନ୍ ସର୍ବାଧିକ 40 ରୁ ଉର୍ଦ୍ଧ ଟପିବ ନାହିଁ । ଯେଉଁ ବ୍ୟକ୍ତି ଏହା ବିରୋଧ ରେ ଜାଇ ଅଧୁିକ ସ୍ପିର୍ଡ ରେ ଗାଡି ଚଳେଇବ ଉକ୍ତ ବ୍ୟକ୍ତି ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ।
ତେବେ ଏହି ନୂତନ ନିୟମ ସମ୍ବନ୍ଧରେ ଲୋକମାନେ ମଧ୍ୟ ନିଜର ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । କିଛି ବ୍ୟକ୍ତି ମାନଙ୍କୁ ଏହି ନୂଆ ନିୟମ ପସନ୍ଦ ଆସୁଛି ତ ଆଉ କିଛି ବ୍ୟକ୍ତି ମାନଙ୍କୁ ଏହି ନିୟମ ପସନ୍ଦ ଆସୁନାହିଁ । କିଛି ଲୋକ ମାନେ ଏମିତି କହୁଛନ୍ତି କି ଆଗକୁ ଇଲେକ୍ସନ ରହିଛି ସେଥି ପାଇଁ ଏହି ନିୟମ ଲାଗୁ ହୋଇଛି । ଜାହା ଆଗାମୀ ଦିନ ମାନଙ୍କରେ ଲାଗୁ ହୋଇପାରିବ ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।