ପୁଣି ଜିବନ ଯୁଦ୍ଧ ରେ ହାରିଗଲେ ଓଡିଆ ପୁଅ ଅମ୍ରିତ ପ୍ରଧାନ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କୋରନା ଆକ୍ରାନ୍ତ ହୋଇ ଚେନ୍ନାଇ ରେ କମୋ ଚିକିତ୍ସା ଧୀନ ରହିଥିବା ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳ ର ଅମ୍ରିତ ପ୍ରଧାନ ଙ୍କ ଦେହାନ୍ତ ହୋଇଜାଇଛି । ଚେନ୍ନାଇ ର ଏକ ଘୋରଇ ହସ୍ପିଟାଲ ରେ ଦିର୍ଘଦିନ ଧରି ଚିକିତ୍ସିତ ରହିଥିଲେ ଏବଂ କିଛି ଦିନ ତଳେ ତାଙ୍କର ଫୁସଫୁସ୍ ମଧ୍ୟ ପ୍ରତିରୋପଣ କରାଜାଇଥିଲା । ହେଲେ ଅମ୍ରିତ ପ୍ରଧାନ ଙ୍କ କରାଜାଇଥିବା ଇମୋକ ଚିକିତ୍ସା ରେ ସଂମ୍ପର୍ଣ୍ଣ ସୁସ୍ଥ ନ ହେବାରୁ ଫୁସଫୁସ ଟ୍ରାନ୍ସପ୍ଲାଣ୍ଟ୍ କରିବା ପାଇଁ ଡାକ୍ତର କହିଥିଲେ ।

ପରିବାର ଲୋକଙ୍କ ସିକୃତି ପରେ ପକ୍ରିଆ ଆରମ୍ଭ ହୋଇଥିଲା । କୋରନା ରେ ଆକ୍ରାନ୍ତ ହୋଇଥିବା ଅମ୍ରିତ ଙ୍କ ଜିବନ ବଞ୍ଚେଇବା ପାଇଁ ଦେଶ ବ୍ୟାପି ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ପାଣ୍ଠୀ ମଧ୍ୟ ସଂଙ୍ଗ୍ରହ କରାଜାଇଥିଲା । ଏହି ନେଇ ତାଙ୍କର ଭଉଣୀ ପ୍ରକୃତି ଜେନା କୋହଭରା କଣ୍ଠରେ କହିଛନ୍ତି ଯେ ଆମେ ସାତ ମାସ ଧରି ଚିକିତ୍ସା କରିଥିଲୁ ଭାଈ ବଞ୍ଚିଯିବ ବୋଲି ଓଡିଶା ବାସୀ ମାନେ ମଧ୍ୟ ବହୁତ ପାର୍ଥନା କରିଥିଲେ ।

amrit

ହେଲେ ତାହା ହେଲା ନାହିଁ ଆମ ସମସ୍ତ ଙ୍କୁ ଛାଡି ସେ ଚାଲିଗଲା ସେ । କିଛି ଦିନ ତଳେ ବହୁତ ଜଲ୍ଦି ସୁସ୍ଥ ହୋଇ ଫେରିବ ବୋଲି ଡାକ୍ତର ଟିମ୍ କହିଥିଲେ । ହେଲେ ହଠାତ୍ ମାତ୍ରେ ଏମିତି ଏକ ଖବର ଆସିବ ବୋଲି କେହି ଭାବିବି ନଥିଲେ । ଫୁସଫୁସ ସଂଞ୍ଚାଳନ କରୁଥିଲେ ମଧ୍ୟ ଭାଈର ଅନ୍ୟ ଅଙ୍ଗ ମାନେ ହାର୍ଟ ଅକାମୀ ହେବାରେ ଲାଗିଥିଲା । ଡାକ୍ତରୀ ଟିମ୍ ମାନେ କହିଥିଲେ କି ଜୁନ୍ 3 ରେ ତାଙ୍କୁ ଚେନ୍ନାଇ ନେଇ ଆସିବା ପାଇଁ ପରେ ଭୁବନେଶ୍ୱର ରୁ ଚେନ୍ନାଇ ଏୟାର ଲିଫ୍ଟ କରି ନିଆଜାଇଥିଲା ଅମ୍ରିତ ପ୍ରଧାନ ଙ୍କୁ।

ତେବେ ଭୁବନେଶ୍ୱର ଏମ୍ସ ରେ ଚିକିତ୍ସିତ ହେଉଥିବା ଅମ୍ରିତ ପ୍ରଧାନ ଙ୍କୁ ଚେନ୍ନାଇର ଆପୋଲ କୁ ସ୍ଥାନାନ୍ତରଣ କରାଜାଇଥିବା ବେଳେ ଇମୋକ ଚିକିତ୍ସା ସଂମ୍ପର୍ଣ୍ଣ ସୁସ୍ଥ ନହେବାରୁ ତାଙ୍କର ଟ୍ରାନ୍ସପ୍ଲାଣ୍ଟ କରିବା ଲାଗି ଡାକ୍ତର ମାନେ ପରାମର୍ଶ ଦେଇଥିଲେ । ପରେ ପରିବାର ଲୋକଙ୍କ ସିକୃତି କ୍ରମେ ପକ୍ରିଆ ଆରମ୍ଭ ହୋଇଥିଲା । ହେଲେ ଏମିତି ସ୍ୱତେ ବି ଅମ୍ରିତ୍ ପ୍ରଧାନ ଙ୍କୁ ବଞ୍ଚେଇବା ସମ୍ଭବ ହୋଇ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *