ବିନା ATM କାର୍ଡରେ ଏମିତି ଉଠାନ୍ତୁ ଟଙ୍କା । ନୁଆ ନିୟମ

atm

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ପାଖରେ ATM କାର୍ଡ ରହିଥିଲେ ହିଁ ATM ମେସିନ୍ ରୁ ପଇସା ଉଠେଇ ପାରିବେ । ହେଲେ ଆମେ ଆପଣ ମାନଙ୍କୁ ଜଣେଇବୁ କି ଆପଣ ମାନେ ପଇସା ଉଠେଇ ପାରିବେ ବିନା ATM କାର୍ଡ ରେ । ATM କାର୍ଡ ନେଇ ATM ମେସିନ କୁ ଯିବେ ଏବଂ ସେଠାରୁ ପଇସା ଉଠେଇବେ ବିନା କାର୍ଡ ରେ କିପରି ଭାବେ ଆପଣ ମାନେ ଉଠେଇ ପାରିବେ ଜାହା ଆମେ ଆପଣ ମାନଙ୍କୁ ଜଣେଇବୁ ।

atm card

ଜାହାକି କେବଳ SBI ଇୟୁଜର ମାନଙ୍କ ପାଇଁ ତେବେ ଆପଣ ମାନଙ୍କ ପାଖରେ ଷ୍ଟେଟ ବ୍ୟଙ୍କ୍ ଅଫ ଇଣ୍ଡିଆ ର ATM କାର୍ଡ ରହିଛି ତେବେ ଆପଣ ମାନେ ବିନା ATM କାର୍ଡ ରେ ବି ପଇସା ଉଠେଇବେ ତେବେ କେଉଁଭଳି ଉଠେଇବେ ଆସନ୍ତୁ ଜାଣିନେବା । ତେବେ ସେଥିପାଇଁ ଆପଣ ମାନେ ସ୍ମାର୍ଟ ଫୋନ ରେ ଏକ ଆପ୍ଲିକେସନ ଡାଉନଲୋର୍ଡ କରିବେ ଜାହାର ନାମ ହେଲା YONO SBI ତେବେ ଆପଣ ମାନଙ୍କୁ ଏହି ଆପ୍ଲିକେଶନ କୁ ଅପନ କରି ସେଥିରେ କିଛି ରେଜିଷ୍ଟେସନ କରିବାକୁ ପଡିବ ।

ଯେଉଁଥିରେ ନିଜର ATM କାର୍ଡ ନ ଦେଇ ଆପଣ ମାନେ ରେଜିଷ୍ଟେସନ କରି ପାରିବେ । ଆପଣ ମାନଙ୍କୁ ସେଠାରେ YONO CASH ଲେଖଆ ଥିବ ସେଠାରେ କ୍ଲିକ୍ କରିବେ ପରେ ATM ଅଫସନ ଆସିବ ପରେ ନିଜର ଏକାଉଣ୍ଟ ଡିଟେଲ୍ସ ଦେବେ ଏବଂ କେତେ ଟଙ୍କା ଉଇଡ୍ରୋ କରିବେ ତାହା ଦେଇ ଆପଣ ମାନେ ଲଗଇନ ପିନ୍ ଦେବେ ।

money

ଏବଂ ପରେ ଆପଣ ମାନଙ୍କ ପାଖକୁ YONO ତରଫ ରୁ ଏକ ଟ୍ରାଞାକ୍ସନ ପାସୱାଡ ଆସିବ ତାହା ନେଇ ଆପଣ ମାନେ ATM କୁ ଯିବେ ଏବଂ ସେଠାରେ YONO CASH କ୍ଲିକ୍ କରିବେ ଏବଂ ପରେ ନିଜର ସେହି ପିନ୍ କୁ ଏଣ୍ଟର କରିଲେ ଆପଣ ମାନେ ଟଙ୍କା ଉଠେଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *