ଜାନ ବାହନ ପାଇଁ ଲାଗୁ ହେଲା ନୁଆ ନିୟମ । ଘରେ ଗାଡିଥିଲେ ନିଶ୍ଚୟ ପଢି ନିଅନ୍ତୁ ଏହି ଖବର

New rules

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନେ ଛୋଟ ପିଲାଙ୍କୁ ବାଇକ୍ ରେ ବସେଇ ଜାଉଥାନ୍ତି ତେବେ ଏବେଠୁ ସାବଧାନ ହୋଇଜାଆନ୍ତୁ । କାରଣ 9 ମାସରୁ 4 ବର୍ଷ ର ଶିଶୁ ମାନଙ୍କ ପାଇଁ ସରକାର ଯେଉଁ ନିୟମ ଜାରି କରିଛନ୍ତି । ଜାହା ଆପଣ ମାନେ ଜାଣି ରଖିବା ନିହାତି ଜରୁରୀ ଅଟେ ।

ବର୍ତମାନ ସମୟ ରେ ସୁରକ୍ଷା କୁ ଅଧିକ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ରସରକାର । ଖାସ୍ କରି 4 ବର୍ଷ ରୁ କମ୍ ପିଲା ମାନଙ୍କୁ ବାଇକ୍ ରେ ନେଲେ କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ ମୋଟରଯାନ ଅଧିନିୟମ ଧାରା 129 ରେ ସଂଶୋଧନ କରିବା ସହ ଏକ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବ କୁ ନେଇ ଚର୍ଚ୍ଚା ଜୋର ଧରିଛି ତେବେ କେନ୍ଦ୍ର ସରକାର ଙଅକ ନିୟମ ଅନୁସାରେ ଯଦି ଆପଣ ମାନେ 4 ବର୍ଷ ରୁ କମ୍ ବୟସ ର ପିଲା ମାନଙ୍କୁ ନେଇ 40 ସ୍ପ୍ରଡ୍ ରେ ଯାଉଛନ୍ତି ତେବେ ଠିକ୍ ଅଟେ ହେଲେ ଅଧିକ ଗଲେ ତଣ୍ଡ ଭରିବାକୁ ହେବ ।

New rules

ଏହା ଅଧିକ ସ୍ପ୍ରିଡ୍ ଗାଡି ଚଳେଇବା ନିୟମ ଉଲଙ୍ଘନ ବୋଲି ଧରାଯାଏ । ବନ୍ଧୁଗଣ କେବଳ ଏତିକି ନୁହେଁ ଏହି ପ୍ରସ୍ତାବରେ କୁହାଯାଇଛି ଯେ, ପିଲା ମାନଙ୍କୁ ବାଇକରେ ନେଇ ଯାଉଥିଲେ ହେଲମେଟ ଲଗାଇବା ବାଧ୍ୟତା ମୂଳକ ଅଟେ । ଯଦି ଆପଣ ହେଲମେଟ ଲଗାଇ ନଥିବେ ତା ହେଲେ ଆପଣଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ନିୟମ ପ୍ରସ୍ତୁତ କରିଛି । ସେହି ପରି ଭାବେ ମଟର ବାଇକ୍ ଚଳାଉଥିବା ବ୍ୟକ୍ତି ପିଲା ମାନଙ୍କୁ ବସିବା ପାଇଁ ନିଜେ ସହିତ ପିଲାଙ୍କୁ ବି ହେଲମେଟ୍ ପିନ୍ଧେଇବା ଜରୁରୀ ଅଟେ । ଏହି ସବୁ ନିୟମ କୁ ଆପଣ ମାନେ ମାନିଲେ ବିଶେଷ କିଛି ଦୂର୍ଘଟଣା ରେ କ୍ଷେତି ହେବ ନାହିଁ ।

ପ୍ରତ୍ୟୋକ ବର୍ଷ 1 ଲକ୍ଷ ଲୋକଙ୍କର ଏମିତି ଭାବେ ଦୂର୍ଘଟଣା ହେଉଥିବାର ଆମେ ମାନେ ଦେଖିଥାନ୍ତି । ହେଲେ ଏବେ ସଚେତନ ହେବାର ସମୟ ଆସିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *