୨ ଥର ପିଅନ୍ତୁ,ହାତ ଗୋଡ,ଅଣ୍ଟା ବିନ୍ଧା,ରକ୍ତର ଅଭାବ,ମୋଟାପଣ ଚର୍ବି ୯୦ ବର୍ଷ ପର୍ଯ୍ୟନ୍ତ ହେବା ନାହିଁ ।।

pain

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ଙ୍କ ଆଣ୍ଠୁ ଗଣ୍ଠି ରେ କଷ୍ଟ ବା ଯନ୍ତ୍ରଣା ଅନୁଭବ କରୁଥାନ୍ତି ଅଣ୍ଟା ଏବଂ ବେକ ରେ ଯଦି କଷ୍ଟ ରହୁଛି ଯଦି ଏହି ପ୍ରକାର ହାଡ ସମ୍ବନ୍ଧିତ ଯଦି କଷ୍ଟ ରହୁଥାଏ ଅବା ମୁଣ୍ଡ ବିନ୍ଧା ହେଉଛି ତେବେ ଆମେ ଆପଣ ମାନଙ୍କୁ ଆଜି ଏମିତି କିଛି ଜିନଷ ବନାଇବୁ ଶିଖାଇବୁ ଯାହାର ସେବନ କରିବା ଦ୍ୱାରା ଆପଣ ଙ୍କୁ ବହୁତ ଆରାମ ମିଳିବ ,

ଅନେକ ଥର ଆମ ଆଣ୍ଠୁ ଗଣ୍ଠି ରେ କଷ୍ଠ ଅନୁଭତ ହୋଇଥାଏ ମାଂସ ପେଶୀ ଖାଞ୍ଚି ହୋଇ ରହେ ଶିର ରେ କଷ୍ଟ ହୋଇଥାଏ ଏବଂ ଅନେକ ଥର ବିନା କାରଣ ରେ ଆମ ମୁଣ୍ଡ ବିନ୍ଧିଥାଏ ଏମିତି ହେବା ଦ୍ୱାରା ଆମେ ବୁଝି ପାରି ନଥାଉ ଆମକୁ ହେଲା କଣ ଏହା କ୍ୟାଲସିୟମ ର ଅଭାବ କାରଣ ରୁ ହୋଇ ପାରେ , କ୍ୟାଲସିୟମ ର ଅଭାବ କାରଣ ରୁ ଆମ ଅଣ୍ଟା ଏବଂ ବେକ ରେ କଷ୍ଟ ଅନୁଭୁତ ହୋଇଥାଏ ।

pain

ତେଣୁ ଆଜି ଆମେ ଆପଣ ମାନଙ୍କ ପାଇଁ ଯେଉଁ ଉପାୟ ନେଇ ଆସିଛୁ ଏହା ର ସେବନ କେବଳ ଏକ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ ଆପଣ ଙ୍କୁ ବହୁତ ଆରାମ ମିଳିବ । ଏଥି ପାଇଁ ଆମକୁ ପ୍ରଥମ ସାମଗ୍ରୀ ଆବଶ୍ୟକ ତାହା ଅଟେ ଶୁଣ୍ଠି ପାଉଡର , ଶୁଣ୍ଠି ଶୁଖିଲା ଅଦା କୁ କୁହାଯାଏ ଏହା ଆପଣ ଙ୍କୁ କୌଣସି ବି ଦୋକାନ ରୁ ମିଳିଯିବ ଏହାକୁ ଆଣି ଆପଣ ଏହି ପରି ଭାବେ ଗୁଣ୍ଡ କରି ଦିଅନ୍ତୁ 100 ରୋଗ ର ଗୋଟିଏ ଔଷଧ ଅଟେ ଏହା ବହୁତ ବହୁତ ଅଧିକ ପାୱାର ଫୁଲ ଅଟେ ଯାହାକି ଆମକୁ ଥଣ୍ଡା କାଶ ଏବଂ ଜୋର ରୁ ବଞ୍ଚାଇଥାଏ ।

 

ଆମର ହିମ୍ୟୁନିଟି ବା ରୋଗ ପ୍ରତିଶେଧକ କ୍ଷମତା କୁ ବଢାଇଥାଏ ଅଦା ଶୁଣ୍ଠି ପାଉଡର ପ୍ରୟୋଗ କରିବା ଦ୍ୱାରା ଆପଣ ଅନେକ ପ୍ରକାର ଇନଫେକସନ ରୁ ବଞ୍ଚିକି ରହିବେ ଆପଣ ଙ୍କ ପାଖ ରେ ଯଦି ଶୁଣ୍ଠି ପାଉଡର ନାହିଁ ତେବେ ଆପଣ ଅଦା ର ପ୍ରୟୋଗ ଏଥିରେ କରି ପାରିବେ ।

ginger Powder

ଦ୍ୱିତୀୟ ରେ ପାନ ମହୁରୀ , ପାନ ମହୁରୀ ଆମ ଶରୀର ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ ଆମ ଶରୀର କୁ ଥଣ୍ଡା ପହଞ୍ଚାଇଥାଏ ଏବଂ ଏହା ସହିତ ଆମ ଶରୀର ର ଡାିଜେସଟିଭ କୁ ଭଲ କରିଥାଏ ଏହା ମଧ୍ୟ ଆମ ଶରୀର ର ରୋଗ ପ୍ରତିରଧକ ଶକ୍ତି କୁ ମଧ୍ୟ ବଢାଇଥାଏ ଏବଂ ଏହା ଗ୍ୟାସ ର ସମସ୍ୟା କୁ ମଧ୍ୟ ଦୂର କରିଥାଏ । ଏବଂ ଏହା ପରେ ଆପଣ ମିଠା ଲାଗିବା ପାଇଁ ମିଶ୍ରି କୁ ବ୍ୟବହାର କରି ,

Panmahuri

ପାରିବେ ଏବେ ଆପଣ ଏକ ପାତ୍ର ରେ କ୍ଷୀର ନିଅନ୍ତୁ ଏବଂ ଏହାକୁ ଗରମ କରନ୍ତୁ ଏହା ଗରମ ହେବା ପରେ ସେଥିରେ ପାନ ମହୁରୀ ଏବଂ ଶୁଣ୍ଠି ପାଉଡର ଏବଂ ମିଠା ପାଇଁ ତାଳ ମିଶ୍ରି ପକାଇ ଭଲ ଭାବରେ ମିଶାନ୍ତୁ ଏବଂ ଏହାକୁ ଆପଣ ଶୋଇବା ସମୟ ରେ ବ୍ୟବହାର କରନ୍ତୁ ଏହା ନିୟମିତ ଭାବେ ଏକ ମାସ ପର୍ଯ୍ୟନ୍ତ ସେବନ କରିବା ପରେ ଆପଣ ଙ୍କ ର ହାତ ଗୋଡ,ଅଣ୍ଟା ବିନ୍ଧା,ରକ୍ତର ଅଭାବ,ମୋଟାପଣ ଚର୍ବି ଠିକ ହୋଇଯିବ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *