ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗ୍ରହଣ ର ପ୍ରଭାବ କେମିତି ରହିଥିଲା ଏହାତ ଆମେ ସମସ୍ତେ ଦେଖିଛନ୍ତି । ଆପଣ ମାନଙ୍କୁ ଏଠାରେ କହିଦେବୁ କି 2021 ର ପ୍ରଥମ ସୂର୍ଯ୍ୟ ପରାଗ 10 ଜୁନ୍ କୁ ଥିଲା ଏବଂ ଏବେ 13 ନଭେମ୍ବର କୁ ଚନ୍ଦ୍ର ଗ୍ରହଣ ଲାଗଲା । ଏହା ପରେ 4 ଡିସେମ୍ବର କୁ ଏହି ବର୍ଷର ଶେଷ ସୂର୍ଯ୍ୟ ପରାଗ ଲାଗିବା ପାଇଁ ଜାଉଛି । ସୂର୍ଯ୍ୟ ପରାଗ ପର ଦିନ ମାନେ 5 ଡିସେମ୍ବର କୁ ମଙ୍ଗଳ ଗ୍ରହ ବୃଷ ରାଶିରେ ଗୋଚର ହେବେ ।
ତେବେ ଏହି ଗ୍ରହଣ ରେ 5 ଗୋଟି ରାଶି ହେବେ ମାଲା ମାଲ ଆସନ୍ତୁ ସେମାନଙ୍କ ବିଷୟ ରେ ଜାଣିନେବା । ପ୍ରଥମେ ରହିଛି ମିଥୁନ ରାଶି ଏହି ରାଶି ଉପରେ ସୂର୍ଯ୍ୟ ପରାଗ ବହୁତ ଭଲ ରେ କିଟବ ଏବଂ ଏହି ଦିନ ରେ ଏମାନଙ୍କୁ କୈଣସି ଏକ ନୂତନ ବାଟ ର ସୁଭାରମ୍ଭ ହେବ । ଏହା ପରେ ରହିଛି କର୍କଟ ରାଶି । ଏହି ରାଶି ର ଜାତକ ରେ ସୂର୍ଯ୍ୟ ପରାଗ ତୃତୀୟ ଭାଗ ରେ ପଡୁଛି । ଜାହା କିଛି ପରିମାଣ ରେ ଏମାନଙ୍କୁ ସାକାରାତ୍ମକ ପରିଣାମ ଦେଇ ପାରେ । ଏହି ସାକାରାତ୍ମକ ପରିଣାମ ବଢେଇବା ପାଇଁ ଓଁ ଦୁମ୍ ଦୂର୍ଗାୟ ମନଃ ଜପ କରିବା ପାଇଁ ପଡିବ ।
କନ୍ୟା ରାଶି । ଏହି ସୂର୍ଯ୍ୟ ପରାଗ ଆପଣ ମାନଙ୍କ ଭାଗ୍ୟ କୁ ପ୍ରଭାବିତ କରିବ । ତେବେ ଆପଣ ମାନେ ଏହାର ପ୍ରଭାବ କମେଇବା ପାଇଁ ନଜର ଇଷ୍ଟ ଦେବ ଙ୍କୁ ପୂଜା କରନ୍ତୁ । କୁମ୍ଭ ରାଶି । ଏହି ରାଶି ଉପରେ ସୂର୍ଯ୍ୟ ପରାଗ ର ପ୍ରଭାବ ବହୁତ ଅଶୁଭ ପଡିବ । ତେବେ ଆପଣ ମାନେ ସୂର୍ଯ୍ୟ ପରାଗ ଆରମ୍ଭ ହେବା ପୂର୍ବ ରୁ ହିଁ ଗଣେଷ ଙ୍କୁ ସିନ୍ଧୁର ଅର୍ପଣ କରିବା ପାଇଁ ପଡିବ ।
ମାନେ ମଙ୍ଗଳ ଗ୍ରହ ନିଜର ରାଶି ପରିବର୍ତନ କରିବେ । ଏହି ସମୟ ରେ ରାହୁ ଏବଂ କେତୁ ବକ୍ରିୟ ସ୍ଥିତି ରେ ରହିବେ । ଏହି ସମୟ ରେ ତୁଳା ରେ ମଙ୍ଗଳ ରହିବ । ଚନ୍ଦ୍ରମା , ବୁଧ ଏବଂ ସୂର୍ଯ୍ୟ ଧନୁ ରାଶିରେ ରହିବେ । ମକର ଏବଂ କୁମ୍ଭ ରାଶିରେ ଶନିରହିବେ । ଏମିତି ରେ କିଛି ରାଶି ପାଇଁ ଶୁଭ ରହିବ କିିଛି ରାଶି ଏହି ଥର ମାଲାମାଲ ହେବାପାଇଁ ଯାଉଛନ୍ତି ।
ଏହି ଗ୍ରହଣ ଉପଛାୟା ଗ୍ରହଣ ହୋଇଥିବାରୁ ଏହାର ପ୍ରଭାବ ସବୁ ରାଶି ଉପରେ ପଡିବ ନାହିଁ । ସୂତକ କାଳ ମନାଯିବ ନାହିଁ କିନ୍ତୁ ପୂଜା ପାଠ କରି ପାରିବେ ନାହିଁ । ତେବେ ଏହି ଗ୍ରହଣ 4 ଡିସେମ୍ବର ସକାଳ 10 ଟା ବାଜି 59 ମିନିଟ୍ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା 3ଟା ବାଜି 7 ମିନିଟ୍ ପର୍ଯ୍ୟନ୍ତ ରହିବ । ହେଲେ ସୂତକ ସମୟ ପୂର୍ବଦିନ ରାତି 10.59 ମନିଟ ରୁ ଆରମ୍ଭ ହେବ ।
ତୁଳା ରାଶି ର ଲୋକ ମନଙ୍କ ପାଇଁ ପଞ୍ଚମ ଭାଗ ରେ ଲାଗି ରହି ଥିବା ବେଳେ ଏମାନଙ୍କ ପାଇଁ ଏହା ଶୁଭ ରହିବ । କନ୍ୟା ରାଶି । ଏହା ସୂର୍ଯ୍ୟ ପରାଗ ର ଷଷ୍ଠ ଭାଗ ରେ ରହିବ । ଆପଣଙ୍କ ପାଇଁ ସୂର୍ଯ୍ୟ ପରାଗ ବହୁତ ମାମଲା ରେ ଶୁଭ ପରିଣାମ ଦେବ । ସେହି ପରି ତୁଳା ରାଶି ର ସୂର୍ଯ୍ୟ ପରାଗ ସପ୍ତମ ଭାଗ ରେ ଲାଗିବ । ଜାହା ସେମାନଙ୍କ ବୈବାହିକ ଜିବନ ରେ ପ୍ରତିକୂଳ ପ୍ରଭାବ ପକେଇବ । ତେବେ ଏହି ସମୟ ରେ ଓଁ ନମଃ ଭଗବତେ ବାସୁ ଦେବାୟ ନମଃ ଜପ କରନ୍ତୁ ଶୁଭ ଫଳ ମିଳିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।