ପ୍ରେମ ଏମିତି ଏକ ସମ୍ପର୍କ ଯାହାକୁ ଆଜି ର ସମାଜ ଠିକ ରେ ବୁଝି ପାରୁନି। ଆଜିର ଯୁବକ ଯୁବତୀ ମାନେ ଏହି ପ୍ରେମ ଶବ୍ଦ କୁ ଭୁଲି ଗଲେଣି। ସେମାନେ ଅନେକ ସମୟରେ କେବଳ ଶାରୀରିକ ସମ୍ପର୍କ କୁ ଉପଭୋଗ କରିବା ପାଇଁ ପ୍ରେମ କରୁଥିବାର ଦେଖିବାକୁ ମିଳେ। ପ୍ରେମ ର ପ୍ରକୃତ ଅର୍ଥ କୁ ସେମାନେ କଳୁଷିତ କରି ସାରିଲେଣି। ପ୍ରେମ ର ଯେଉଁ ପବିତ୍ରତା ରହିବା କଥା ଆଜି ଆଉ ସେ ନାହିଁ। ପିଲା ମାନେ ଅନେକ ସମୟରେ କେବଳ ଶାରୀରିକ ଆକର୍ଷଣ ରେ ଲିପ୍ତ ହୋଇ ଯାଉଛନ୍ତି।
କଲେଜ ଯାଉଥିବା ଯୁବକ ଯୁବତୀ ମାନେ ଆଜି ପାଠ ପଢିବା ଠାରୁ ଦୂରେଇ ଯାଇଛନ୍ତି। ସେମାନେ କେବଳ ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହୋଇ ଯୌ-ନ ସମ୍ପର୍କ ରେ ଲିପ୍ତ ରହୁଛନ୍ତି । ସେମାନେ ସେମାନଙ୍କ ର ବାପା ମାଆ ଙ୍କର ଇଜ୍ଜତ କୁ ମଧ୍ୟ ତଳେ ପକାଇ ଦେଉଛନ୍ତି। ଏହିପରି ଏକ ଘଟଣା ଯାହାକୁ ଶୁଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ।
ଏକ ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ,ଆପଣ ମାନେ ଜାଣି ଥିବେ ଆଜିର ସମୟ ରେ ପ୍ରେମ ସଂମ୍ପର୍କ କୁ ନେଇ ଲୋକ ମାନେ କିଛି ବି କରିବା ପାଇଁ ପ୍ରସ୍ତୁତ ରହୁଛନ୍ତି । ତେବେ ସବୁ ବେଳେ ଆଜିର ସମୟ ରେ ଏମିତି ବହୁତ ଭାଇରଲ ହେଉଥିବା ଭିଡ଼ିଓ ଏବଂ ଫୋଟ ମଧ୍ୟ ଦେଖିବା ପାଇଁ ମିଳୁଛି । ସେମିତି ବେଳେ ଆପଣ ମାନଙ୍କୁ ଆମେ ଆଜି ସେହି ପରି ଗୋଟିଏ ଘଟଣା ଜାହା ଏହି ନିକଟ ରେ ହୋଇ ଥିବା ଦେଖିବା ପାଇଁ ମିଳିଛି । ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ ମଧ୍ୟ୍ୟପ୍ରଦେଶର ଏମିତି ଏକ ଖବର ଭାଇରାଲ ହେଉ ଥିବାର ଦେଖିବା ପାଇଁ ମିଳିଛି । ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବରଟି କଣ
ସୂଚନା ଦେବୁ କି । ମଧ୍ୟ ପ୍ରଦେଶର ଅଶୋକ ନଗର ଗେଟ୍ ନିକଟ ରେ ରହିଥିବା ଏକ କଲେଜ ମଧ୍ୟ ରୁ ଏହି ଦିନ ରେ ଗୋଟିଏ ଯୁବକ ଏବଂ ଯୁବତୀ ଙ୍କୁ ପ୍ରେମ କରୁ ଥିବାର ଦେଖିବା ପାଇଁ ମିଳି ଥିବା ବେଳେ ସେମାନଙ୍କୁ ସେହି କଲେଜର କିଛି ପିଲା ମାନେ ଧରି ନେଇ ଥିଲେ । ତେବେ ଯୁବକ ଙ୍କୁ ବହୁତ ମାଡ ମାରିବା ସହିତ ତାଙ୍କୁ ସବୁ କଥା ପଚାରିବାରୁ ସେ ସଂମ୍ପର୍ଣ୍ଣ କଥା କହି ଥିଲେ ।
ସେମିତି ବେଳେ ସେମାନେ MPC କଲେଜ୍ ରେ ପାଠ ପଢନ୍ତି ବୋଲି କହି ଛନ୍ତି । ସେମିତି ରେ କଲେଜ ବନ୍ଦ ଥିବା ବେଳେ ଏପରି ଅସଂଗତ ଭାବେ ଆସି ପ୍ରେମ କରିବା କୁ ନେଇ ସେଠାକାର ଲୋକ ମାନେ ପ୍ରତିବାଦ କରିବା ସହିତ ଯୁବକ ଜଣଙ୍କୁ ବହୁତ ମାଡ ମାରିଛନ୍ତି । ତେବେ ଏହି କଥାକୁ ଦୃଷ୍ଟିରେ ରଖି କଲେଜର ପ୍ରିନ୍ସପାଲ ଉଭୟଙ୍କୁ ସସଫେଣ୍ଡ କରି ଦେଇଛନ୍ତି ।
ତେବେ ସବୁବେଳେ ଏହି ଭଳି ଖବର ପ୍ରତିଦିନ ପଢିବା ପାଇଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହାକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚିବାରେ ସାହାର୍ଯ୍ୟ କରନ୍ତୁ