ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ବଲିଉଡ ରୁ ଆସିଲା ଦୁଖଃଦ ଖବର କ୍ୟନସର ର ଚତୁର୍ଥ ଷ୍ଟେଜ୍ ରେ ଅଭିନେତା ସଞ୍ଜୟ ଦତ୍ତ । ବର୍ତମାନ ସମୟ ରେ ସଞ୍ଜୟ ଦତ୍ତ ସଂମ୍ପର୍ଣ୍ଣ ଅସୁସ୍ଥ ହୋଇ ପଡିଛନ୍ତି । ସଞୟ ଦତ୍ତ ଙ୍କୁ ଫୁସଫୁସ କର୍କଟ ବା କ୍ୟନସର ହୋଇ ଥିବା ବେଳେ ତାଙ୍କର ଏହି ରୋଗ ଚତୁର୍ଥ ପର୍ଯ୍ୟାୟ ରେ ରହିଛି ବୋଲି ଜଣା ପଡିଛି । ଏବଂ ଏହି ସମୟ ରେ ମିଳି ଥିବା ସୂଚନା ଅନୁସାରେ ଏହି ଗମ୍ଭୀର ରୋଗ ର ଚିକିତ୍ସା ପାଇଁ ସେ ବିଦେଶ ଜାଇଛନ୍ତି ।
ସେ ଆମେରିକା କିମ୍ବା ସିଙ୍ଘାପୋର ଜାଇ ପାରନ୍ତି । ତେବେ ଏହି ବିଷୟ ରେ ଗତ କାଲି ସଞ୍ଜୟ ଦତ୍ତ ନିଜେ ଟୁଇଟ୍ କରି ନିଜର ପ୍ରଶଂଶକ ଙ୍କୁ ବ୍ୟସ୍ତ ନ ହେବା ପାଇଁ କହି ଥିଲେ । ଏବଂ ସ୍ୱାସ୍ଥ୍ୟ ଅସୁସ୍ଥତା ରହି ଥିବା ନେଇ ଖବର ଦେଇ ଥିଲେ । ଏବଂ ଏହା ପରେ ପରେ ପ୍ରଶଂଶକ ଙ୍କ ଚିନ୍ତା ବଢି ଜାଇ ଥିଲା। ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ସଞ୍ଜୟ ଦତ୍ତ ଙ୍କ ଏହି କ୍ୟନସର ରୋଗ ବିଷୟ ରେ ସୁଣି ତାଙ୍କର ଫେନ୍ ବା ପ୍ରଶଂସକ ମାନେ ସଂମ୍ପର୍ଣ୍ଣ ଭାବେ ଚକିତ ହୋଇ ପଡିଛନ୍ତି ।
ସେହି ପରି ସମାଜିକ ଗଣ ମାଧ୍ୟମ ରେ ତାଙ୍କର ଆରୋଗ୍ୟ କାମନା ବି କରିଛନ୍ତି । ତେବେ 61 ବର୍ଷ ର ସଞୟ ଦତ୍ତ ଗତ 8 ତାରିଖ ରେ ସ୍ୱାସ କ୍ରିୟା ରେ ସମସ୍ୟା ଯୋଗୁଁ ଲୀଳା ବତୀ ହସ୍ପିଟାଲ ରେ ଭର୍ତି ହୋଇ ଥିଲେ । ସେଠାରେ ତାଙ୍କର କୋରନା ଟେଷ୍ଟ ହୋଇ ଥିଲା କୋରନା ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ଡାକ୍ତର ଖାନା ରୁ ଡିସ୍ଚାର୍ଜ ହୋଇ ଥିଲେ। ଏବଂ ଗତ କାଲି ରାତି ରେ ହିଁ ଜଣା ପଡି ଥିଲା କି ସଞ୍ଜୟ ଦତ୍ତ ଫୁସଫୁସ କର୍କଟ ର ଶୀକାର ହୋଇଛନ୍ତି ।
ଏବଂ ଏହି ସୂଚନା ପାଇବା ମାତ୍ରେ ବଲିଉଡ ର ଅମିତାଭ୍ ବଚ୍ଚନ , ଅଭିସେକ୍ ବଚ୍ଚନ ଏବଂ ସଲମାନ ଙ୍କ ପରି ଅଭିନେତା ମାନେ ଫୋନ୍ କରି ଥିଲେ ହେଲେ ଏହି ସମୟ ରେ ସେ କାହା ସହିତ ବି କଥା ହୋଇ ନ ଥିବା ଜଣା ପଡିଛି । ସେହି ପରି ଭାବେ ସଞ୍ଜୟ ଦତ୍ତ ଙ୍କ ପତ୍ନୀ ଏବଂ ତାଙ୍କର ଦୁଇ ପିଲା ଏବେ ଦୁବାଇ ରେ ରହିଛନ୍ତି ସୂଚନା ପାଇବା ପରେ ସେମାନେ ତୁରନ୍ତ ବାସଭବନ କୁ ଫେରି ଆସିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।