ଏମିତି ରେ କହିବା ପାଇଁ ଗଲେ ଭାରତ ରେ ବର୍ତମାନ ସମୟରେ ରେସନ କାର୍ଡ କୁ ଗୋଟିଏ ଅନ୍ୟ ରୂପେ ଦେଖା ଯାଏ । ଏମିତି କହିଲେ ବି ଚଳିବ କି ଏହା ଲୋକ ମାନଙ୍କ ପେଟ ରେ ଦାନା ଦେବା ସହିତ ଲୋକ ମାନଙ୍କ ଭୋରଣ ପୋଷଣ ବି କରି ଥାଏ । ଏମିତି ରେ ଏହି କାର୍ଡ ରେ ଆମ ପରିଚୟ ବି ଜଣା ପଡ଼ି ଥାଏ । ଏମିତି ବେଳେ ଯେଉଁ ବ୍ୟକ୍ତି ଙ୍କ ପାଖେ ଏହି ରେସନ କାର୍ଡ ନ ଥାଏ ସେମାନ ଙ୍କୁ ବହୁତ ଅସୁବିଧା ର ସାମ୍ନା କରିବା ପାଇଁ ପଡ଼ି ଥାଏ । ଏମିତି ବେଳେ ଯେଉଁ ମାନଙ୍କ ପାଖରେ ରହି ଥାଏ ସେମାନଙ୍କ ପାଇଁ ଏଲପିଜି,ପାସପୋର୍ଟ , ତଥା ଅନ୍ୟାନ ବହୁତ ସ୍ଥାନରେ ଦରକାର ହୋଇ ଥାଏ ।
ଏମିତି ରେ ଆମେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଏବେ ଏହି ରେସନ କାଡ ବନେଇବା ବହୁତ ସୁବିଧା ହୋଇ ଜାଇ ଥିବା ବେଳେ ସରକାର ଏବେ ଗୋଟିଏ ଏମିତି ତରିକା ନେଇ ଆସି ଛନ୍ତି ଯେଉଁ ଥିରେ ଆପଣ ମାନଙ୍କୁ ରେସନ କାର୍ଡ ବନାଇବା ପାଇଁ ବେସି କିଛି କରିବା ପାଇଁ ପଡିବ ନାହିଁ ।
ତେବେ ଆସନ୍ତୁ ଆମେ ଜାଣଇ ନେବା କଣ କଣ ସେହି ତରିକା । ବର୍ତମାନ ଆପଣ ମାନେ ମାତ୍ର 5 ଟଙ୍କା ରୁ 45 ଟଙ୍କା ମଧ୍ୟ ରେ ଏହି କାର୍ଡ ବନେଇ ପାରିବେ । ଏହାକୁ ଏପ୍ଲାଇ କରିବା ପାଇଁ ଆପଣ ମାନଙ୍କୁ ବାସ ଗୋଟିଏ ରେସନ କାର୍ଡ ଫର୍ମ ତଥା କଲର ପାସଫୋଟ ଓ ଏହି ଫର୍ମ କୁ ବାସ ପୂର୍ଣ୍ଣ କରିବା ପାଇଁ ପଡି ଥାଏ ।
ଏମିତି ବେଳେ କହିବା ପାଇଁ ଚାହିଁବୁ କି କେବଳ ଗରିବି ସୀମା ରୁ ତଳେ ଯେଉଁ ମାନେ ରହିଛନ୍ତି ସେହି ମାନେ ହିଁ ଏହି କାର୍ଡ ର ଭୁକ୍ତ ହେବେ । ଏବେ ଏହାକୁ ସରକାର ସଂମ୍ପର୍ଣ୍ଣ ଭାବେ କହିଛନ୍ତି । ରେସନ କାର୍ଡ ବନେଇବା ପାଇଁ ଦରକାର ଦସ୍ତାବିଜ ।
ପ୍ରେଥମେ ପାଣି ବିଜୁଳି ବିଲ ,ନିଜର ପ୍ରୋପଟିର କିଛି କାଗଜ ପତ୍ର ,ଗାଁ ର ସରପଞ୍ଚ ହାତର ଲେଖା । ,ତଥା ଏଥି ପାଇଁ ମିଳୁ ଥିବା ଫର୍ମ ଓ କଲର ପାସଫର୍ଟ ଫୋଟ ଇତ୍ୟାଦି । ତେବେ ଏହି ସବୁ ତଥ୍ୟ ନେଇ ନିଜ ବ୍ଳକରେ ଦାଖଲ କଲେ ଆପଣଙ୍କର ରାସନ କାର୍ଡ ବନି ପାରିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।