ବଡ ଦୁଃଖ ଖବର – ଚାଲିଗଲା ଏହି ଫେମୋସ ଅଭିନେତ୍ରୀଙ୍କର ଜୀବନ

Pista dhakad

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଚଳଚିତ୍ର ଜଗତ ରେ ଜାହା ବଡ ଦୁଖଃ ର ଖବର ଆସି ପହଁଚିଛି ବଲିଉଡ ଅଭିନେତ୍ରୀ ପିସ୍ତା ଝକ୍କଡ ଙ୍କର ମୃତ୍ୟୁ ଘଟିଛି , ସେମିତି ରେ ଆପଣ ମାନେ ଫେମସ୍ ରିଆଲିଟି ସୋ ବିଗ୍ ବସ୍ ବିଷୟରେ ନିଶ୍ଚିତ ଭାବେ ଜାଣି ଥିବେ ଏବଂ ଏହି ସୋ ଟି କଲର୍ସ ଟିଭି ରେ ପ୍ରସାରିତ ହେଉ ଥିବା ବେଳେ ଏହି ସୋ ଟି ରେ ହୋଷ୍ଟିଂ ସଲମାନ ଖାନ୍ କରି ଥାନ୍ତି ।

Pista

ଏବଂ ବର୍ତମାନ ସମୟରେ ଜାହା ବଡ ଦୁଖଃର ଖବର ରହିଛି କି ଏହି ବିଗ୍ ବସ୍ 14 ର ଟେଲେଣ୍ଟ ମ୍ୟନେଜର ପିସ୍ତା ଝକ୍କଡ ଙ୍କର ମୃତ୍ୟୁ ଘଟିଛି । ତେବେ ବନ୍ଧୁଗଣ ମିଳି ଥିବା ସୂଚନା ଅନୁସାରେ ଏହି ସୋ ର ବାହାରେ ମାନେ କିଛି ଦୂର ରେ ପିସ୍ତା ଙ୍କର ସ୍କୁଟି ଟି ସ୍ଲିପ୍ ହୋଇ ଯିବା ପରେ ଦୂର ରୁ ଆସୁ ଥିବା ଲୋରି ଆସି ତାଙ୍କୁ ଧକ୍କା ଦେଇ ଥିଲା ଜାହା ପରେ ତାଙ୍କର ଶରୀର ରେ ଅଧିକ କ୍ଷେତି ଘଟିଲା ଏବଂ ଅଧିକ ରକ୍ତ ବହିବା କାରଣ ରୁ ତାଙ୍କର ଘଟଣା ସ୍ଥଳ ରେ ହିଁ ମୃତ୍ୟୁ ଘଟି ଥିଲା ।

ପିସ୍ତା ଙ୍କର ଅଚାନକ ମୃତ୍ୟୁ ବରଣ ଟିଭି ଏବଂ ବଲିଉଡ ଜଗତ ରେ ସୋକ ର ଛାୟା ଖେଳି ଦେଇଛି , ଅଭିନେତା ଅଭିନେତ୍ରୀ ଏବଂ ତାଙ୍କର ସାଙ୍ଗ ମାନେ ବି ନିଜର ପୋଷ୍ଟ ମାଧ୍ୟମ ରେ ଦୁଖଃ ପ୍ରକାସ କରିଛନ୍ତି ।

Pista dhakad

କୁହା ଜାଉଛି କି ପିସ୍ତା ଶୁକ୍ରବାର ଦିନ ନିଜର ସୁଟିଂ ସାରି ଘରକୁ ଫେରୁ ଥିବା ବେଳେ ତାଙ୍କର ସ୍କୁଟି ଟି ସ୍ଲିୁପ୍ ହୋଇ ଯିବାରୁ ଏମିତି କିଛି ଘଟଣା ଘଟି ଥିବାର ଦେଖିବା ପାଇଁ ମିଳି ଥିଲା ସେମିତି ରେ ପିସ୍ତା ବିଗ୍ ବସ୍ ସହିତ ଅନେକ ଅପିସୋର୍ଡ ରେ କାମ କରି ଥିବା ବେଳେ ସେ ବହୁତ ପରିମାଣ ରେ ଏହି ଲାଇନ୍ ରେ ନିଜର ନାମ କରି ସାରି ଥିବା ବେଳେ ଏମିତି ଗୋଟିଏ ଘଟଣା ତାଙ୍କ ସହିତ ଘଟି ଜାଇଛି , ତାଙ୍କର ଆତ୍ମା ର ଶାନ୍ତି ନିମନ୍ତେ ଆମର ଶ୍ରଧାଞଳୀ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *