ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 2021 ରେ ପ୍ରଥମ ସୂର୍ଯ୍ୟ ପରାଗ ଜୁନ୍ 10 ରେ ହୋଇଥିଲା । ଏବଂ ଏବେ 19 ନଭେମ୍ବର କୁ ଚନ୍ଦ୍ରଗ୍ରହଣ ଲାଗି ସାରିଛି ଏହା ପରେ 4 ଡିସେମ୍ବର କୁ ଏହି ବର୍ଷର ଅନ୍ତିମ ସୂର୍ଯ୍ୟ ପରାଗ ଲାଗିବା ପାଇଁ ଯାଉଛି । ସୂର୍ଯ୍ୟ ପରାଗ ପର ଦିନ ଅର୍ଥାତ 5 ଡିସେମ୍ବର କୁ ମଙ୍ଗଳ ଗ୍ରହ ବୃଷ ରାଶିରେ ପ୍ରବେଶ କରିବେ । ଏହି ସମୟ ରେ ରାହୁ ଏବଂ କେତୁ ବକ୍ରିୟ ସ୍ଥିତି ରେ ରହିବେ ଜାହାଫଳ ରେ ତୁଳା ରାଶିରେ ମଙ୍ଗଳ ଗ୍ରହ ରହିବେ ଏହା ଫଳ ରେ କିଛି ରାଶି ମାନଙ୍କର ଭାଗ୍ୟ ପରିବର୍ତନ ହେବା ପାଇଁ ଜାଉଛି ।
ଏହି ସୂର୍ଯ୍ୟ ପରାଗ 4 ତାରିଖ ରେ ଲାଗୁ ଥିବାରୁ ଏହାକୁ ଖଣ୍ଡ ଗ୍ରାସ ସୂର୍ଯ୍ୟ ପରାଗ ଏବଂ ଏହି ପରି ସୂର୍ଯ୍ୟ ପରାଗ ବହୁତ କମ୍ ପରିମାଣ ରେ ଦେଖିବା ପାଇଁ ମିଳେ । ତେବେ ଆମେ ଆଜି ଆପଣ ମାନଙ୍କୁ ଏହି ସୂର୍ଯ୍ୟ ପରାଗ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ସହିତ କେବେ ଆରମ୍ଭ ହେବ ଏବଂ କେବେ ସେଷ ହେବ ଏହାର ସମୟ ସୀମା ବିଷୟରେ କହିବୁ ।
ବନ୍ଧୁଗଣ ସାଧାରଣତଃ ସୂର୍ଯ୍ୟ ପରାଗ ଲାଗିବାର 12 ଘଣ୍ଟା ଏବଂ ଗ୍ରହଣ ଲାଗିବାର 9 ଘଣ୍ଟା ପୂର୍ବ ରୁ ପାକ ନିଶେଧ ହୋଇ ଥାଏ ଏବଂ ଏହି ସମୟ କୁ ସୂତକ ସମୟ ବି କୁହାଯାଏ । ଏହି ପରାଗ ଲାଗିବା ସମୟ ରେ ଖାଦ୍ୟ ଗ୍ରହଣ ପାଇଁ ନିଷେଧ କରା ଜାଇଛି । ଏହା ହେଉଛି ବର୍ଷ ଅନ୍ତିମ ଖଣ୍ଡ ଗ୍ରାସ ସୂର୍ଯ୍ୟ ପରାଗ ଶେଷ ସୂର୍ଯ୍ୟ ପରାଗ ଟି ଡିସେମ୍ବର 4 ରେ ହୋଇ ଥିବା ବେଳେ ତାହା ବଳୟ ଯୁକ୍ତ ରହି ଥିବା ବେଳେ । ଏହି ଚୀନ୍ ଏବଂ ଆର୍ଜେଣ୍ଟିନା ର କିଛି ଭାଗ ରେ ଦୃଶ୍ୟ ମାନ ହେବ ।
ସେମିତି ରେ ସୂର୍ଯ୍ୟ ପରାଗ ସମୟ ରେ ସୂର୍ଯ୍ୟ ଚନ୍ଦ୍ର ର ଛାଇ ଦ୍ୱାରା ସଂମ୍ପର୍ଣ୍ଣ ଭାବେ ଆଚ୍ଛାଦିତ ହୋଇ ଥାନ୍ତି । ସେମିତି ରେ ଏହା ଦକ୍ଷିଣ ଆଫ୍ରୀକା ରେ ଆଶିଂକ ପ୍ରଭାବ ଦେଖିବା ପାଇଁ ମିଳିବ ।
ଏହା ସକାଳ 10.56 ରୁ ଆରମ୍ଭ ହେବା ସହିତ ଏହା ପୂର୍ବହ୍ନ 03 .07 ରେ ସେଷ ହେବ ତେବେ ଆପଣ ମାନଙ୍କୁ କେହି ଦେବୁ କି ଏହା ଭାରତ ର ଦିନ ର ଏହି ପରାଗ ହେବ ନାହିଁ ପ୍ରଥମ ସୂର୍ଯ୍ୟ ପରାଗ ଟି ଜୁନ 10 ରେ ହୋଇ ଥିବା ବେଳେ ସାରା ବିଶ୍ୱ ବାସୀ ମାନେ ପ୍ରଥମ ସୂର୍ଯ୍ୟ ପରାଗ ଦେଖି ଥିଲେ ହେଲେ ବର୍ତମାନ ସମୟ ରେ ଦ୍ୱତୀୟ ସୂର୍ଯ୍ୟ ପରାଗ ହେବାକୁ ଜାଉଛି ଏହା ପ୍ରାୟ 5 ଘଣ୍ଟା 18 ମନିଟ୍ ଯାଏ ଦୃଶ୍ୟ ମାନ ହେବ ।
ଏହି ପରାଗ ଭାରତ ରେ ସୂର୍ଯ୍ୟସ୍ତ ପରେ ଲାଗୁ ଥିବାରୁ ଏହା ଭାରତ ଏବଂ ଓଡ଼ିଶା ଦୃଶ୍ୟ ହେବ ନାହିଁ , ଏହି ସମୟ ସୀମା ମଧ୍ୟ ରେ ଗର୍ଭବତୀ ସ୍ତ୍ରୀ ମାନଙ୍କୁ ବାହାର କୁ ବାହାରିବା ପାଇଁ ପରାମର୍ଶ ଦିଆ ଜାଇଛି ସେହି ପରି ଏହି ସମୟ ରେ କୈଣସି ଜିନିଷ କାଟିବା ଏବଂ ସିଲେଇ ଆଦି କରିବା କଥା ନୁହେଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।