ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ 23 ତାରିଖ ଠାରୁ ଆଭ୍ୟନ୍ତରଣିୟ ଓଡିଶା ରେ ଶୀତ ବଢିବ । ସେହି ପରି ଝାରସୁଗୁଡା, ବରଗଡ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ 23 ତାରିଖ ଠାରୁ 25 ତାରିଖ ମଧ୍ୟରେ 4 ଡୀଗ୍ରି ତାପମାତ୍ରା ଖସିବ । 27 ତାରିଖ ବେଳକୁ ଭୁବନେଶ୍ୱର ସମତେ ଉପକୂଳ ଓଡିଶାରେ ଶୀତ ଅନୁଭୂତ ହେବ । ରାତି ତାପମାତ୍ରା 2 ଡୀଗ୍ରି ପର୍ଯ୍ୟନ୍ତ କମିବାକୁ ଥିବା ବେଳେ ପାଣିପାଗ ବିଶେଷଜ୍ଞ୍ୟ ସୁରେନ୍ଦ୍ରନାଥ ପଶୁପାଳକ ଏହି ବିଷୟ ରେ କହିଛନ୍ତି ।
ରବିବାର ଠାରୁ ଆଭ୍ୟନ୍ତରଣିୟ ଓଡିଶାର ତାପମାତ୍ରା ସର୍ବନିମ୍ନ ତାପମାତ୍ରା ବଢିବ ହେଲେ 23 ତାରିଖ ଠାରୁ ପୁଣି ବଢିବ । ଅନୁଗୁଳ, ଢେଙ୍କାନାଳ ଓ ସୁନ୍ଦରଗଡ଼ ଜିଲ୍ଲା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ 25 ତାରିଖ ଯାଏ ଏହି ଜାଡ ରହିବ । ସେହି ପରି ଉପକୂଳ ଓଡିଶାରେ ସର୍ବନିମ୍ନ ତାପମାତ୍ରା କମିବ ଆସନ୍ତା 2 ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା 2 ରୁ 3 ଡୀଗ୍ରି କମିବ ।
ଆସନ୍ତା ଦୁଇ ଦିନ ଭିତରେ ରାତି ତାପମାତ୍ରା 4 ଡିଗ୍ରୀ ବଢିବ । 25 ତାରିଖ ଯାଏ ପାଗ ଅପରିବର୍ତ୍ତିତ ରହିବ26 ଓ 27 ତାରିଖ ଦୁଇ ଦିନ ରାତି ତାପମାତ୍ରା 2 ଡିଗ୍ରୀ କମିପାରେ । ପଶ୍ଚିମ କେନ୍ଦ୍ରିୟ ଓଡିଶା ରେ 26 ରୁ 27 ତାରିଖ ଯାଏ 6 ଡୀଗ୍ରି ପର୍ଯ୍ୟନ୍ତ ଶୀତ କମିବ । କନ୍ଧମାଳ ବୌଦ୍ଧ ଓ ବଲାଙ୍ଗୀର ରେ ବହୁତ ଶୀତ ହୋଇପାରେ ବୋଲି ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।
ସେହି ପରି ବର୍ତମାନ ସମୟ ରେ ଦୁଇଟି ତିନି ଡୀଗ୍ରି ରାତିର ତାପମାତ୍ରା ସେଲସିୟସ୍ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜିର ଦିନରେ ଦାରିଙ୍ଗ୍ ବାଡିରେ ସର୍ବନିମ୍ନ ତାପମାତ୍ରା 12.5 ଡୀଗ୍ରି ରହିଥିଲା । ଆଣ୍ଡାମାନ ସାଗରେ ରେ ସୃଷ୍ଟି ହୋଇଥିବା ଲଘୁଚାପ ସୃଷ୍ଟି ହୋଇ ଅବପାତ ହେବା ପରେ ବର୍ତମାନ ସମୟ ରେ ଦୃବଳ ହୋଇଥିବାରୁ ଏବେ ଶୀତ ମାତ୍ରା ବଢିବାରେ ଲାଗିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।