ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମ ସ୍ୱାସ୍ଥ୍ୟ ପାଇଁ ଜାମୁକୂଳି କେତେ ଉପକାରୀ ସେହି ବିଷୟ ରେ ଆସନ୍ତୁ ଜାଣିବା , ତେବେ ବନ୍ଧୁଗଣ ଆପଣ ମାନଙ୍କୁ ପ୍ରଥମେ ଜଣେଇ ଦେବାକୁ ଚାହିଁବୁ କି ଏହି ଜାମୁକୂଳି ମଧୁମେୟ ରୋଗୀ ମାନଙ୍କ ପାଇଁ ରାମ ବାଣ ଔଷଧୀ ଭଳି କାମ କରି ଥାଏ । ସବୁ ପରିମାଣ ର ଫଳ ମାନଙ୍କ ଠାରୁ ଏହି ଜାମୁକୂଳି ରେ ଅଧିକ ପରିମାଣ ରେ ଏଣ୍ଟି ଅକ୍ସି ଡେଣ୍ଟ ରହି ଥାଏ , ତଥା ଜାମୁକୂଳି କ୍ୟଲସିୟମ୍ , ଆଇରନ ,ଫସଫରସ୍ , ଭିଟାବିନ୍ A ଏବଂ ଭିଟାବିନ୍ C ପ୍ରଚୁର ପରିମାଣ ରେ ରହି ଥାଏ , ଚର୍ମ ଏବଂ ମତ୍ସିକ ପାଇଁ ଏହି ଜାମୁକୂଳି ବହୁତ ପରିମାଣ ରେ ଉପକାରୀ ହୋଇ ଥାଏ ,
ଏହାର ପତ୍ର କୁ ଆପଣ ମାନେ ଚା ଭାବେ ବ୍ୟବହାର କରିଲେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଉପକାରୀତା ମିଳିବ ,କମ୍ ଦୃଷ୍ଟି ଶକ୍ତି ରହି ଥିବା ମତିଆ ବିନ୍ଦୁ ରୋଗୀ ମାନଙ୍କ ପାଇଁ ଏହି ଜାମୁକୂଳି ଖାଇବା ଆବଶ୍ୟକ ଅଟେ । ଏହି ଜାମୁକୂଳି ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ପାଏ , ଏହି ଜାମୁକୂଳି ହୃଦ ରୋଗୀ ମାନଙ୍କ ପାଇଁ ବହୁତ ଉପକାରୀ ଅଟେ, ଏହି ଜାମୁକୂଳି ରେ ଅଧିକ ପରିମାଣ ରେ ଏଣ୍ଟି ଅକ୍ସି ଡେଣ୍ଟ ରହି ଥିବାରୁ ଏହା କର୍କଟ ରୋଗୀ ମାନଙ୍କ ପାଇଁ ବହୁତ ଉପକାରୀ ହୋଇ ଥାଏ ।
ଏହା ଥଣ୍ଡା ଶ୍ୱାସ ରୋଗ ଏବଂ ଥଣ୍ଡା ପାଇଁ ବହୁତ ଉପକାରୀ ଅଟେ । ଶରୀର ଓଜନ ହ୍ରାସ , ଖାଦ୍ୟ ହଜମ ପକ୍ରିଆ ରେ ମଧ୍ୟ ଏହି ଜାମୁକୂଳି ର ବିସେଷ ଭୂମିକା ରହିଛି , ଆପଣ ମାନେ ଏହି ଜାମୁକୂଳି କୁ ଖାଇବା ଦ୍ୱାରା ଆଲସର ରୋଗ ରୁ ମୁକ୍ତି ମିଳେ , ଏହି ଜାମୁକୂଳି ର ଜୁସ୍ ଅର୍ସ ରୋଗ ଭଲ କରିବା ପାଇଁ ବହୁତ ଉପକାରୀ ଅଟେ ଶରୀର ହିମୋଗ୍ଲୋବିନ୍ ମାତ୍ରା କୁ ସଠିକ୍ ରଖିବା ପାଇଁ ଏହି ଜାମୁକୂଳି ବିଶେଷ ଭୂମିକା ରହିଛି ,
ଏହା ମଣିଷ ର ରକ୍ତ ହୀନତା କୁ ଦୂର କରେ . ଗର୍ଭବତୀ ମହିଳା ତଥା ସ୍ତନ ପାନ କରାଉ ଥିବା ମହିଳା ଏହି ଜାମୁକୂଳି କୁ ଖାଇବା ଆଦୁ ଉଚିତ୍ ନୁହେଁ , ଜାମୁକୂଳି ଖାଇ ସାରିବା ପରେ କ୍ଷୀର ର ସେବନ କରିବା ମନା ଅଟେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷେତି କାରକ ହୋଇ ଥାଏ ତେବେ ବନ୍ଧୁଗଣ ଆପଣ ମାନେ ଜାଣି ପାରିଲେ ତ ଏହି ଜାମୁକୂଳି ଖାଇଲେ ଆପଣ ମାନଙ୍କୁ କେଉଁ ସବୁ ଫାଇଦା ମିଳେ ଏବଂ କେଉଁ ସବୁ କ୍ଷେତି ହୁଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।