ଆପଣମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ ଜଣାଉଛୁ | ବନ୍ଧୁଗଣ ଆପଣମାନେ ଜାଣିଥିବେ ଏବେ ଲୋକଙ୍କ ପରିସ୍ଥିତି କେମିତି ଅଛି, ଲୋକମାନଙ୍କ ମନରେ ଖୁସିର କାୟ ବିସ୍ତାର କରିଛି, ପେଟ୍ରୋଲ,ଡିଜେଲ ଦର କାମିନୀ ଯେ ଲୋକମାନେ ଭାବୁଛନ୍ତି ସୁନା ଦର କମିଯାଇଛି ବୋଲି,ଲୋକମାନ ପେଟ୍ରୋଲ ଟାଙ୍କି ପାଖରେ ଏତେ ମାତ୍ରରେ ଭିଡ଼ ଜମେଇଛନ୍ତି ଯେ ସେଠାରେ ରାସ୍ତା ମଧ୍ୟ ଦେଖାଯାଉନି,ଏହି ଘଟଣାରେ ଯାହା ଜଣାପଡିଛି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭ୍ୟାଟ କମାଇଛନ୍ତି,
ଏହା କୁ ଜାଣିବା ପରେ ବିଭିନ୍ନ ରାଜ୍ୟର ରାଜ୍ୟ ସରକାର ମଧ୍ୟ ଭ୍ୟାଟ କମାଇଛନ୍ତି,ଯାହାକୁ ଜାଣିବା ପରେ ଗରିବ ଲୋକମାନଙ୍କ ମନରେ ଖୁସିରେ ଭରିଯାଇଛି,ଏହାର ମୁଖ୍ୟ ହେଉଛି ପଞ୍ଜାବ ସରକାର ଏହାର ଭ୍ୟାଟ କମାଇଛନ୍ତି,କଂଗ୍ରେସ ଏବଂ ଅନ୍ୟ ଦଳ ଶାସନ କରୁଥିବା ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇନାହିଁ ।
ପଞ୍ଜାବ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭ୍ୟାଟ ହ୍ରାସ କରିବା ପରେ,ସେଠାରେ ଏବେ ପେଟ୍ରୋଲ ଲିଟର ପିଛା 21 ଟଙ୍କା ଏବଂ ଡିଜେଲ ପିଛା 17 ଟଙ୍କା ଶସ୍ତାରେ ମିଳୁଛି |ପଞ୍ଜାବରେ ପେଟ୍ରୋଲ ଦର ଏତେ ମାତ୍ରାରେ କମିଯାଇଛି ଯେ ରାଜସ୍ଥାନର ଲୋକେ ପଞ୍ଜାବ ଯାଏ ଚାଲିଆସୁଛନ୍ତି,ରାଜସ୍ଥାନରେ ପେଟ୍ରୋଲ ଓ ଡିଜେଲ ଦର ନ କମିଥିବାରୁ ସେଠାରେ ତୈଳ ଦର ହ୍ରାସ ପାଇଁ ନାହିଁ,ସେଠାକାର ଲୋକମାନେ ଅସୁବିଧାରେ ବି ପଡୁଛନ୍ତି,କଂଗ୍ରେସ ଶାସିତ ରାଜ୍ୟ ମାନଙ୍କ ମଧ୍ୟରୁ କେହି ବି ପେଟ୍ରୋଲ ଓ ଡିଜେଲ ଉପରୁ ଭ୍ୟାଟ କମାଇନାହାନ୍ତି,
ହେଲେ ବିଜେପି ଶାସିତ ରାଜ୍ୟ ଗୁଡାକ ତେଲର ଦରକୁ ହ୍ରାସ କରିଛନ୍ତି କେବଳ କଂଗ୍ରେସ ଦଳର ଲୋକମାନଙ୍କୁ ଭୁଆ ବୁଲାଇବାକୁ, ହେଲେ ସେମାନେ ଏ ପର୍ଯ୍ୟନ୍ତ ବୁଝିପାରୁନାହାନ୍ତି, ୨ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ବିଟ୍ କରି କେନ୍ଦ୍ର ସରକାର ଆହୁରି ଭ୍ୟାଟ୍ କମାନ୍ତୁ ବୋଲି ଦାବି କରିଥିଲେ,ମଧ୍ୟ ପ୍ରଦେଶ, ଗୁଜୁରାଟ, ଉତ୍ତର ପ୍ରଦେଶ ବିଜେପି ଶାସିତ ଅଞ୍ଚଳ ଗୁଡିକ ତେଲ ଦର କୁ ହ୍ରାସ କରିଥିବାରୁ, ଓଡିଶା ସରକାର ମଧ୍ୟ ତେଲ ଦରକୁ ହ୍ରାସ କରିଛନ୍ତି,
କଂଗ୍ରେସ ଶାସିତ ଅଂଚଳରେ ଲୋକମାନଙ୍କ ପ୍ରତି ବହୁତ ଅନ୍ୟାୟ ବଢିଚାଲିଛି ଯାହାକି ଲୋକମାନେ ସେ ଏହାକୁ ସହି ନ ପାରି ବିଜେପି ଶାସିତ ଲୋକମାନଙ୍କୁ ସପଟ କରୁଛନ୍ତି, ଆପଣମାନେ କେବେ ହେଲେ କେଉଁ ଭୁଲ ଦଳକୁ ସପୋର୍ଟ କରନ୍ତୁ ନାହିଁ, ଯେଉଁ ଦଳ ଲୋକମାନଙ୍କୁ ସାହାଯ୍ୟ କରିବା ସହିତ ସବୁ ସମସ୍ୟାର ସମାଧାନ କରିପାରୁଥିବେ ତାଙ୍କୁ ହିଁ ସପୋର୍ଟ କରନ୍ତୁ ଓ ତାଙ୍କ ହିସାବରେ ଚଳନ୍ତୁ |
ଏହି ପୋଷ୍ଟ ଟି କୁ ପଢି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଆପଣଙ୍କ ଫ୍ରେଣ୍ଡ ମାନଙ୍କୁ ସେୟାର କରିଦେବେ |