ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ବର୍ତମାନ ସମୟ ରେ ମିଳିଥିବା ସୂଚନା ଅନୁସାରେ ଏବେ ଆଉ ଖୋଲିବ ନାହିଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଅଫଲାଇନ କ୍ଲାସ ଏବଂ ପରେ ସ୍ଥିତି ଦେଖି ନିସ୍ପତି ନିଆଯିବ ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।
ତେବେ ଏଠାରେ ମନ୍ତ୍ରୀ ଙ୍କ କହିବା ଅନୁସାରେ ଏବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କୋଭିଡ୍ ର ତୃତୀୟ ଲହରୀ ଯିବା ନେଇ କୈଣସି ପ୍ରକାରର ସୂଚନା ଦେଇ ନଥିବା ବେଳେ ଏବେ ବି ଏହି ତୃତୀୟ ଲହରୀ ରହିଥିବାର ଆଶଂକା ରହିଛି ।
ତେଣୁ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି କି ଏବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନେଇ କୈଣସି ବି ସୂଚନା ଦିଆଜାଇ ନାହିଁ । ଯେହେତୁ ଛୋଟ ପିଲା ମାନେ ସେମାନଙ୍କୁ ସାମାଜିକ ଦୂରତ୍ୱ ର ଅର୍ଥ ଜଣା ନଥାଏ ସେହିଥି ପାଇଁ ସେମାନଙ୍କର କ୍ଲାସ୍ ହେବା ଅତ୍ୟନ୍ତ ଅସମ୍ଭବ ଅଟେ ।
ଏହା ସହିତ ପିଲା ମାନେ ପ୍ରାୟତଃ ଦେଢ ବର୍ଷ ହେଲା ସ୍କୁଲ ଜାଇ ନାହାଁନ୍ତି ସେମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବନେଇ ରଖିବା ଅସମ୍ଭବ ଅଟେ । ସେହି ଦୃଷ୍ଟି କୋଣ ରୁ ବର୍ତମାନ ସମୟ ରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନେଇ କୈଣସି ବି ନିର୍ଦିଷ୍ଟ ଭାବେ ଖୋଲିବା ନେଇ ସୂଚନା ମିଳି ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।