ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚେଇଁ ଶୋଇଥିବ ଯିଏ ତାଙ୍କୁ ଉଠେଇବ କିଏ ଶିକ୍ଷକ ହେଲେ ସମାଜ ର ମେରୁଦଣ୍ଡ ହେଲେ ବର୍ତମାନ ସମୟ ରେ ଶିକ୍ଷକ ଙ୍କ ଅବସ୍ଥା ଏବେ ରାଜରାସ୍ତା ରେ ଏମିତି କେଉଁ ରାଜ୍ୟ ରେ ଘଟୁନାହିଁ କି ଶିକ୍ଷକ ଆସି ରାଜରାସ୍ତା ରେ ବସୁଛନ୍ତି ଏହା ଆମ ଭୁବନେଶ୍ୱରେ ସଂସ୍କୃତ ଶିକ୍ଷକ ମାନଙ୍କ ନିଯୁକ୍ତି ପାଇଁ ସମ୍ମଳନୀ ଅଟେ ।
ତେବେ ଏଠାରେ ଶିକ୍ଷକ ମାନଙ୍କ ମୂଖ୍ୟ ଦାବି ରହିଛି କି ସରକାର ଙ୍କ କହିବା ମୁତାବକ ବିଏଡ୍ କରୁଲୁ ଏବଂ ପରେ ଓଏସଟିଡି କ୍ୱାଲିଫାୟ କରିଲୁ ପୁଣି ସିବିଟି କ୍ୱାଲିପାୟ କରିଲୁ । ତେବେ ସରକାର ଙ୍କ କହିବା ଅନୁସାରେ ଯିଏ ସିବିଟି କ୍ୱାଲିପାୟ କରିବ ତାଙ୍କୁ ନିଯୁକ୍ତି ଦିଆଯିବ ହେଲେ ହେଲେ ବର୍ତମାନ ସମୟ ରେ 1615 ପିଲା କ୍ୱାଲିପାୟ ହୋଇଥିଲେ ମଧ୍ୟ କୈଣସି ପ୍ରକାରର ସହଯୋଗ ଏବଂ ନିଯୁକ୍ତି ଦିଆଯାଉ ନାହିଁ ।
ତେବେ ଏଠାରେ ମୂଖ୍ୟ ଦାବି ରହିଛି । ଏବେ ଏମାନଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଗତି କରୁଛି ବୋଲି ସେମାନଙ୍କ କହିଛନ୍ତି । ତେବେ ପୂର୍ବରୁ ଏହି ବିଷୟ ମାନେ ସଂସ୍କୃତ ବିଷୟ ଉପରେ ନୋଟିଫିକେସନ ବାହାରିଥିବା ବେଳେ ତାହା ବହୁତ କମ୍ ଅଟେ ଏବଂ ସେହି ମଧ୍ୟରେ ଦିର୍ଘ 7 ବର୍ଷ ଧରି କୈଣସି ପ୍ରକାରର ପଦବୀ ବାହାରି ନଥିବା ବେଳେ ଯେଉଁପଦବୀ ବାହାରିଲା ସେହି ମଧ୍ୟରେ ଜେନେରାଲ ର 560 ପଦବୀ ଏବଂ SC/BC ର 41 ଟି ପଦବୀ ବାହାରିଥିଲା ହେଲେ ପିଲା ଦେଖିବା ପାଇଁ ଗଲେ 1615 ପିଲା କ୍ୱାଲିଫାୟ ହୋଇଥିବା ବେଳେ ଏହା କୈଣସି ପକ୍ଷରେ ସନ୍ତୁଷ୍ଟ ଜନକ ନୁହେଁ ।
ଏବେ ବର୍ଷ ପରେ ବାହାରିବା ପରେ ବର୍ତମାନ ପିଲା ମାନଙ୍କ ବୟସ ଅତିକ୍ରମ କରିଜାଉଥିବା ବେଳେ ସେମାନେ ଏମିତି ଭାବେ ନିଯୁକ୍ତି ନପାଉଲେ କଣ କରିବେ ସେମାନଙ୍କ ଭବିଷ୍ୟତ କଣ ଅନ୍ଧାର ଆଡକୁ ଗତି କରୁଛି ବୋଲି ସେମାନେ କହିଛନ୍ତି । ଏବଂ ସେମାନଙ୍କ ଦାବୀ କୁ ପୂରଣ କରାଯାଉ ବୋଲି ସେ କହିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।