ପାକିସ୍ତାନୀ ବିଧାୟକ ଙ୍କ ଅ-ଶି-ଳ୍ଲ ଭି-ଡ଼ି-ଓ ଭାଇରଲ , ଅଭିଯୋଗ ପରେ ହେଲା କିଛି ଏମିତି ।

video

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆପଣ ମାନେ ମିଠୁ କ୍ୟାମ୍ପେର୍ ସଂମ୍ପର୍କ ରେ ନିଶ୍ଚିତ ଭାବେ ଜାଣିଥିବେ ଏହାକୁ କିଛି ଦିନ ତଳେ ଏକ ହଲିଉଡ ଅଭିନେତ୍ରୀ ଆଇଶା ନିଜର ଯୈନ ଉତ୍ପୀଡନ ପାଇଁ ହିଁ ସ୍ୱର ଉତ୍ତଳନ କରିଥିଲେ । ତେବେ ଆଇଶା ଙ୍କ ଲକ୍ଷ୍ୟ ରହିଥିବା କି ଏହି କେମ୍ପର ଦ୍ୱାରା ଦୁନିଆଁ ସାରା ସେଲିବ୍ରେଟି ମାନେ ଯେଉଁ ମାନେ ଏମିତି ଭାବେ ଯୈନ ଶୋଷଣ ର ଶୀକାର ହେଉଛନ୍ତି ସେମାନେ ନିଜର ବିଷୟ ରେ ସ୍ୱର ଉଠେଇ ପାରନ୍ତୁ ।

ତେବେ ଏହା ପରେ ଏହି ମିଠୁ କ୍ୟାମ୍ପେର୍ନ ରେ ଆସି ମହିଳାମାନେ ନିଜ ର ଯୌନ ଶୋଷଣ ସମ୍ପର୍କ ରେ ଲୋକଙ୍କୁ କହିଥିଲେ । ତେବେ ବର୍ତମାନ ସମୟ ରେ ଏକ ଆଶ୍ଚର୍ଯ୍ୟ ଜନକ କଥା ହେଲା କି ବର୍ତମାନ ସମୟ ରେ ପାକିସ୍ତାନର ଏକ ମହିଳା ନେତା ଙ୍କ ବିଷୟ ରେ ଆପଣ ମାନେ ସୁଣିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ପାକିସ୍ତାନି ମହିଳା ନେତା ଙ୍କ ନାମ ହେଲା ଆଇଶା ଗୁଲଇ ଅଟେ । ସେ ତାହରିକ ଏ ଇନ୍ସାଫ ର ମୁଖ୍ୟ ଓ ପୂର୍ବ କ୍ରିକେଟର ଇମ୍ରାନ ଖାଁ ଙ୍କ ର ବିରୋଧ ରେ ଯୌନ ଶୋଷଣ ର ଆରୋପ ଆଣିଥିଲେ ।

Pak

ସେ କହୁଛନ୍ତି କି ବର୍ତମାନ ସମୟ ରେ ଇମ୍ରାନ ଖାନ ତାଙ୍କୁ ବହୁତ ହଇରାଣ କରୁଛନ୍ତି । ଏବଂ ଆଇଶା ପୂର୍ବରୁ ବି ଏମିତି ଭାବେ ବହୁତ ସମୟ ରେ ଇମ୍ରାନ ଙ୍କ ନାମ ରେ ଦୋଷ ଆଣିଛନ୍ତି କି ସେ ତାଙ୍କୁ ବିଭିନ୍ନ ପ୍ରକାରର ଅଶିଳ୍ଲ ମେଜେସ୍ ସରୁଛନ୍ତି ବୋଲି । ସବୁ ସମୟ ରେ ଇମ୍ରାନ କରୁଥିବା ପାର୍ଟି ରେ କେହି ବି ମହିଳା ସୁରକ୍ଷିତ ନୁହଁନ୍ତି ବୋଲି ସେ କହିଛନ୍ତି । ତେବେ ସିଆଇଶା ଙ୍କ କହିବା ଅନୁସାରେ ମହିଳା ନେତା ଙ୍କ ରୂପରେ ପ୍ରଥମ ଥର ପାଇଁ ତାଙ୍କୁ ସେ-କ୍ସ କରିବା ପାଇଁ ପଡିଥିଲା ।

ତାଙ୍କୁ ରାଜନୀତି ରେ ପସିବା ପୂର୍ବରୁ ଯୈନ ଶୋଷଣ ର ଶୀକାର ହେବାକୁ ପଡିଥିଲା । ହେଲେ ପରେ 2012 ରେ ଇମ୍ରାନ ଙ୍କ କେନ୍ଦ୍ରିୟ ସହମତି କରି କାମ କରିବା ପରେ ଏବେ ସେ ନିଜର ଯୈନ ଶୋଷଣ ବିଷୟ ରେ ମାମଲା ରୁଜୁ କରିଛନ୍ତି । ତେବେ ଏମାନଙ୍କ ବିରୋଧ ରେ ଏକ ଅଶିଳ୍ଲ ଭିଡ଼ିଓ ବି ସୋସିଆଲ ମିଡିଆ ରେ ଭାଇରଲ ହେଉଥିବା ବେଳେ ଏହା ନେଇ ସବୁ ଆଡେ ଚର୍ଚ୍ଚା ଲାଗିରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *