କେମିତି କମିବ ବଡ ପେଟ ମାତ୍ର ୨ ଦିନରେ…..।

belly

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆପଣ ମାନେ ଜାଣିଛନ୍ତି ଆଜି୍ର ଦିନ ରେ ମୋଟା ପେଟ ବା ଚର୍ବି ସମସ୍ତ ଙ୍କର ମୁଣ୍ଡ ବିନ୍ଧା ର କାରଣ ହୋଇଛି । ସେମିତି ରେ ଏହି ପେଟ ରେ ଚର୍ବି ହେବା କାରଣ ରୁ ହିଁ ଏମିତି ମୋଟା ପଣ ଆପଣ ମାନଙ୍କୁ ବହୁତ ସମୟ ରେ ଦେଖିବା ପାଇଁ ମିଳେ । ଏହା ଫଳ ରେ ଏହା ଆପଣ ମାନଙ୍କ ସୈନ୍ଧର୍ଯ୍ୟ କୁ ନଷ୍ଟ କରିବା ସହିତ ଆପଣ ମାନଙ୍କ ଦେହ ରେ ବିଭିନ୍ନ ପ୍ରକାରର ରୋଗ କୁ ଜାତ କରି ଥାଏ ।

lose weight

ବହୁତ ଲୋକ ମାନେ ଏହି ପେଟ ର ଚର୍ବି କୁ ବାହାର କରିବା ପାଇଁ ଏସ୍କେସାଇଜ୍ କରନ୍ତି । ଏବଂ ଡାଇଟ୍ ମଧ୍ୟ ସେମାନେ ପାଳନ କରନ୍ତି ହେଲେ ତଥାପି ବି ସେମାନେ ଏହି ମୋଟା ପଣ ରୁ ଦୂରେଇ ପାରନ୍ତି ନାହିଁ । ହେଲେ ସେମିତି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ ସେମିତି ଗୋଟିଏ ଉପାୟ ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ଦେହ ରୁ ଏହି ଚର୍ବି କୁ ବାହାର କରିବାରେ ସଂମ୍ପର୍ଣ୍ଣ ଭାବେ ସହାୟକ ହେବ । ତେବେ ଆସନ୍ତୁ ଏହି ବିଷୟ ରେ ଜାଣିନେବା ।

ସେମିତି ରେ ଦର୍ଶକ ବନ୍ଧୁ ଆପଣ ମାନେ ଦେହ ରେ ଲଗାଉ ଥିବା ନଡ଼ିଆ ତେଲ ଆପଣ ମାନଙ୍କ ଚର୍ବି କୁ ସଂମ୍ପର୍ଣ୍ଣ ଭାବେ ଘଟାଇ ଦିଏ । ତେବେ ଦର୍ଶକ ବନ୍ଧୁ । ଆପଣ ମାନେ ଏହା ପାଇଁ ଗୋଟିଏ ପାତ୍ର ରେ ଅଧା ଚାମଚ ନଡ଼ିଆ ତେଲ ଏବଂ ଅଧା ଚାମଚ ଭିକ୍ସ ଭିପୋରବ୍ ଆଣନ୍ତୁ । ଏବଂ ଏଥିରେ 6 ଟି କର୍ପୂର କୁ ସଂମ୍ପର୍ଣ ଭାବେ ଗୁଣ୍ଡ କରି ଦିଅନ୍ତୁ । ଏବଂ ମିଶାଇ ଦିଅନ୍ତୁ । ଏବଂ ଏହା ପରେ ଆପଣ ମାନେ ଏହାକୁ ସବୁ ଆପଣ ମାନଙ୍କ ଚର୍ବି ହୋଇ ଥିବା ସ୍ଥାନ ରେ ଲଗାଇ ଦିଅନ୍ତୁ । ଆପଣ ମାନଙ୍କ ପେଟ ବଢି ଥିଲେ ତେବେ ଆପଣ ମାନେ ଏହାକୁ ସଂମ୍ପର୍ଣ୍ଣ ପେଟ ରେ ହିଁ ଲଗନ୍ତୁ ତେବେ ଆପଣ ମାନଙ୍କ ପାଇଁ ଏହା ଜରିବାର କାର୍ଯ୍ୟ କରିବ ।

weight

ତଥା ଆପଣ ମାନେ ଜଙ୍ଗ ତଥା ଯେଉଁ ସ୍ଥାନ ରୁ ବି ଆପଣ ମାନେ ଚର୍ବି କୁ ବାହାର କରିବା ପାଇଁ ଚାହାଁନ୍ତି ସେହି ସ୍ଥାନ ରେ ଆପଣ ମାନେ ଏହା କିଛି ଦିନ ପର୍ଯ୍ୟନ୍ତ ଲଗାନ୍ତୁ ତଥା ଲଗାଇବା ପରେ ଆପଣ ମାନେ 6 ସାତ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ଧୁଅନ୍ତୁ ନାହିଁ । ତେବେ ଦେଖିବେ ଆପଣ ମାନଙ୍କୁ ସେହି ସ୍ଥାନ ରେ ବହୁତ ଗରମ ହେବା ସହିତ ଆପଣ ମାନଙ୍କ ଚର୍ବି ରେ ଫରକ ଦେଖିବା ପାିଁ ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *