ହେ ପ୍ରଭୁ, ଓଡିଶାକୁ ପ୍ରଚଣ୍ଡ ବେଗରେ ମାଡି ଆସୁଛି ଭୟଙ୍କର ବର୍ଷା, ଆଜି ଠାରୁ ପ୍ରଳୟ

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା 2 ଦିନ ପ୍ରବଳ ବର୍ଷା 5 ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ତେବେ ଆସନ୍ତୁ ଜାଣିବା କଣ ରହିଛି ପାଣିପାଗ ର ରିପୋର୍ଟ କେଉଁ ସବୁ ଜିଲ୍ଲାକୁ ରହିଛି ଅଧିକ ବର୍ଷା ସମ୍ଭାବନା । ତେବେ ରାଜ୍ୟରେ କୋହଲା ପାଗ ସାଙ୍ଗକୁ କୋହଲା ବର୍ଷା ଆଣ୍ଡାମାନ ସାଗର ରେ ସୃଷ୍ଟି ଲଘୁଚାପ କାରଣ ରୁ ବର୍ଷା ସମ୍ଭାବନା ଏହି ନେଇ 5 ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି ଏହି ୟୋଲ ୱାର୍ଣ୍ଣିଂ ଜାରି ହୋଇଥିବା 5 ଜିଲ୍ଲା ମଧ୍ୟରେ ରହିଛନ୍ତି ଗଞାମ୍, ଗଜପତି , ରାୟଗଡା , କୋରାପୁଟ , ମାଲକାନାଗିରି, ଏହା ସହିତ ଉପକୂଳବର୍ତ୍ତି ଅଞ୍ଚଳ ରେ ପବନ ର ବେଗ 45 ରୁ 55 କିଲୋମିଟର ରହିବ ।

ତେଣୁ ମତ୍ସ୍ୟଜିବି ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ ହୋଇଛି ବୋଲି ପାଣିପାଗ ବିଭାଗ ଉପାଶଙ୍କର ଦାସ କହିଛନ୍ତି । ଗତକାଲି ଦକ୍ଷିଣ ତତସଂଲଗ୍ନ ଥାଇଲାଣ୍ଡ ଉପକୂଳ ରେ ସକ୍ରିୟ ରହିଥିବା ଲଘୁଚାପ ଆଜି ସାମାନ୍ୟ ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରିଛି ଏବଂ ଏହା କେନ୍ଦ୍ରିୟ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି । ଏହା ସହିତ ଯୋଡିତ ଘୂର୍ଣ୍ଣିବଳୟ ଟି 8.7 କିଲୋମିଟର ଯାଏ ବ୍ୟାପିଛି ।

Heavy rain

ଆଗାମୀ 24 ଘଣ୍ଟାରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଏବଂ ଉତ୍ତର ଆଣ୍ଡାମାନ ସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ରେ ପହଁଚିବା ବେଳକୁ ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ରେ ପରିଣତ ହେବ ।

ତେବେ ଏହା ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗର ରୁ ଗତି କରି ପଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗର ରେ ପହଁଚିଲେ ଏହା ଅଧିକ ଘନିଭୂତ ହେବ ଏବଂ ଏହା ପାଇଁ ଉତ୍ତର ଓଡିଶାରେ ଗଞାମ୍, ଗଜପତି , ରାୟଗଡା , କୋରାପୁଟ , ମାଲକାନାଗିରି ଜିଲ୍ଲା ରେ ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *