ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ଷ 2022 ରେ ଘରକୁ ନେଇ ଆସନ୍ତୁ ଏହି 5ଟି ଜିନିଷ ବର୍ଷ ସାରା ଘରେ କେବେ ହେବନି ଧନର ଅଭାବ । ଯେମିତିକି ଆପଣ ମାନେ ଜାଣିଛନ୍ତି କି କିଛିଦିନ ପରେ ନୂଆ ବର୍ଷ ହେବାକୁ ଯାଉଛି ଯେତେବେଳେ ନୂଆ ବର୍ଷ ଆରମ୍ଭ ହୋଇଥାଏ ସେତେବେଳେ ଭଗବାନଙ୍କ ନିକଟରେ ଆମର ପ୍ରାଥନା ରହିଥାଏ କି ନୂଆ ବର୍ଷ ସମସ୍ତଙ୍କ ପାଇଁ ଖୁସି ନେଇ ଆସେ । ପୂର୍ବ ବର୍ଷରେ ଆମେ ଯେଉଁ ଭଳି ସମସ୍ୟା ର ସମୂଖିନ ହୋଇ ଆସିଛୁ ସେହିଭଳି ଅସୁବିଧା ର ସମୂଖିନ ବର୍ତମାନ ଆମେ ନହେଉ ଶ୍ରୀ ଗଣେଷ ମାତା ଲକ୍ଷ୍ମୀ ଏବଂ କୁବେର ଦେବଙ୍କ ଦୃଷ୍ଟି ମଧ୍ୟ ଆମ ଉପରେ ସର୍ବଦା ରହୁ ।
ତେବେ ଆଜି ଆମେ 5ଟି ବିଶେଷ ବସ୍ତୁ ମାନଙ୍କ ବଷୟରେ କହିବାକୁ ଯାଉଛୁ ଯଦି ଆପଣ ଏହି ବସ୍ତୁ ଗୋଡିକୁ ନୂଆ ବର୍ଷରେ କିଣି ଆଣିବେ ତ ମାତା ଲକ୍ଷ୍ମୀ କୁବେର ଦେବ ଓ ଭଗବାନ ଗଣେଷ ଙ୍କର ଆଶ୍ରୀବାଦ ମଧ୍ୟ ଆପଣଙ୍କ ଉପରେ ରହିବ । ତେବେ ଚାଲନ୍ତୁ ଜାଣିନେବା ସେହି 5ଟି ଜିନିଷ ବଷୟରେ ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ ।
ନମ୍ବର 1- ଖଣ୍ଡ ହଳଦୀ ନୂଆ ବର୍ଷ ଦିନ ଖଣ୍ଡ ହଳଦୀ କୁ ଘରକୁ ନିଶ୍ଚୟ ଆଣନ୍ତୁ ମାତା ଲକ୍ଷ୍ମୀଙ୍କର ହଳଦୀ ଅତ୍ୟନ୍ତ ପ୍ରିୟ ଅଟେ ଏହାକୁ ଧ୍ୟାନରେ ରଖି ଶାସ୍ତ୍ର ଅନୁସାରେ କୁହା ଯାଇଛି କି ଯଦି ଖଣ୍ଡ ହଳଦୀ କିଣି ଘରକୁ ଆଣନ୍ତି ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବାର ସୂଚନା ମିଳିଥାଏ ତେଣୁ ଆପଣ ନିଶ୍ଚୟ ଭାବରେ ନୂଆ ବର୍ଷରେ ଖଣ୍ଡ ହଳଦୀ ଘରକୁ ଆଣନ୍ତୁ ।
ନମ୍ବର 2- ଶ୍ରୀ ଗଣେଷ ଙ୍କର ଫୋଟ ଭଗବାନ ଗଣେଷ ଆମ ସମସ୍ଥଙ୍କ କଷ୍ଟ ନିବାରଣ କରନ୍ତି ତା ସହିତ ସେ ସମସ୍ତ ପ୍ରକାର ମଙ୍ଗଳ ମଧ୍ୟ କରିଥାନ୍ତି ଯଦି ଆପଣ ଗଣେଷ ଙ୍କ ଫୋଟ ରଖିଛନ୍ତି ତ ସମ୍ପୂର୍ଣ୍ଣ ଘରେ ଭଗବାନ ଗଣେଷଙ୍କର ଆଶ୍ରୀବାଦ ଆଉ କୃପା ଆପଣଙ୍କ ଉପରେ ବର୍ଷିବ ।
ନମ୍ବର 3- ଚାନ୍ଦିର ବସ୍ତୁ ଶାସ୍ତ୍ର ଅନୁସାରେ ମାନ୍ୟତା ରହିଛି କି ଚାନ୍ଦିର କୌଣସି ବସ୍ତୁକୁ ନୂଆ ବର୍ଷ ଦିନ ଘରକୁ ଆଣିଲେ ତାହା ଦୂର ହୋଇତାଏ ଚାନ୍ଦିକୁ ଶୁଭର ପ୍ରତିକ ବୋଲି ମାନଯାଏ ନୂଆ ବର୍ଷ ଦିନ ଯଦି ଚାନ୍ଦିର କିଛି ଜିନିଷ ଘରକୁ ଆଣୁଛନ୍ତି ତ ଏହା ଆପଣଙ୍କ ଘରକୁ ସୁଖ ପ୍ରଦାନ କରିଥାଏ ।
ନମ୍ବର 4- ପଦ୍ମ ଫୁଲର ମଞ୍ଜି ଏହାକୁ ସାଖ୍ୟାତ ମାତା ଲକ୍ଷ୍ମୀ ବୋଲି ମାନାଯାଇଥାଏ ଯଦି ଆପଣ ନୂଆ ବର୍ଷ ଦିନ 11ଟି ପଦ୍ମ ଫୁଲର ମଞ୍ଜି ଆଣି ତାକୁ ଗଙ୍ଗା ଜଳ ଧୋଇ ଟଙ୍କା ରଖୁଥିବା ସ୍ଥାନରେ ରଖିବେ ତେବେ ମାତା ଲକ୍ଷ୍ମୀଙ୍କର ଆଶ୍ରୀବାଦ ଆପଣଙ୍କ ଉପରେ ବନି ରହିବ ।
ନମ୍ବର 5- ତୁଳସୀ ଗଛ ଯେଉଁ ବ୍ୟକ୍ତି ତୁଳସୀ ଗଛକୁ ନିଜ ଘର ଅଗଣାରେ ଲଗାଇ ପୂଜା କରେ ସେହିଠାରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେଠାରେ ଭଗବାନ ବିଷ୍ଣୁ ରହିଥାନ୍ତି ତେଣୁ ନୂଆ ବର୍ଷ ଦିନ ଘରେ ତୁଳସୀ ଗଛ ଲଗାଇ ପୂଜା କରନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।