ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡ ଦୁନିଆଁ ରେ ଏମିତି କିଛି ସେଲିବ୍ରେଟି ରହିଛନ୍ତି ଯେଉଁମାନେ ସବୁ ବେଳେ ଲାଇମ୍ ଲାଇଟ ରେ ରହିଥାନ୍ତି । ସମସ୍ତ ଙ୍କ ଆଖି ସେମାନଙ୍କ ଉପରେ ରହିଥାଏ । ଲୋକମାନେ ସେମାନଙ୍କ ଷ୍ଟାଇଲ ଏବଂ ଫ୍ୟସନ କୁ ପସନ୍ଦ କରନ୍ତି । ଆଉ କାହାର ଡ୍ରେସ୍ କୁ ନେଇ ଟ୍ରୋଲ କରିଥାନ୍ତି । ବର୍ତମାନ ସମୟ ରେ ଅଭିନେତ୍ରୀ ଶିଳ୍ପା ସେଠୀ ଙ୍କ ସହିତ ସମାନ ହୋଇଛି ।
ତେବେ ମିଳିଥିବା ସୂଚନା ଅନୁସାରେ ଶିଳ୍ପା ନିଜର ପୁଅକୁ ନେଇ ମୁମ୍ବାଇର ରାସ୍ତା ରେ ଜାଉଥିବାର ନଜର ଆସିଥିଲେ ସେହି ସମୟ ରେ ତାଙ୍କର ଡ୍ରେସିଂ ସେନ୍ସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଜାଇଥିଲେ ।
କାରଣ ଶିଳ୍ପା ପ୍ୟଣ୍ଟ ନପିନ୍ଧି ରାସ୍ତାରେ ଜାଉଥିଲେ ଜାହା ଲୋକ ମାନଙ୍କୁ ପସନ୍ଦ ଆସିନଥିଲା । ଯେଉଁଥି ପାଇଁ ତାଙ୍କୁ ଖୁବ୍ ଟ୍ରୋଲ କରାଯାଉଛି। ୟୁଜର୍ସ ତାଙ୍କୁ ବିଭିନ୍ନ କମେଣ୍ଟ ଦେଉଛନ୍ତି।
ତେବେ ଜଣେ ଇୟୁଜର ଲେଖିଛନ୍ତି କି ବୋଧ ହୁଏ ମ୍ୟଡମ୍ ତରବରେ ରେ ରହିଥିଲେ , ଆଉ ଜଣେ ଲେଖିଛନ୍ତି ମ୍ୟଡମ୍ ସାଲୱାର ପିନ୍ଧିବାକୁ ଭୁଲିଗଲେ ଏବେ ତାଙ୍କର ଭିଡ଼ିଓ ବହୁତ ଜୋର ଭାଇରଲ ହେଉଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।