ବିଦେଶ ରେ କୋରନା ଆକ୍ରାନ୍ତ ରେ ଓଡିଆ ପୁଅ ଭାବବିହ୍ୱଳ ମେସେଜ୍ ମୁଁ ଯଦି ବିଦେଶ ରେ ମରିଯାଏ ଯେତେ ଡେରି ହେଲେ ବି ଜନ୍ମ ମାଟିକୁ ଆଣିବ ।

odia

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କୋରନା ମହାମାରୀ ସହିତ ସାରା ବିଶ୍ୱ ଲଢୁଛି । ଏହି ପରି ସ୍ଥିତିରେ ବିଦେଶ ରେ ରହୁଥିବା ଜଣେ ଓଡିଆ ଙ୍କ ଆକ୍ରାନ୍ତ ପରେ । ପରିବାର ଲୋକ ବା ମାଟି ପାଇଁ ଭାଗ ବିହ୍ୱଳ ମେସେଜ୍ ଲେଖିଛନ୍ତି । ତେବେ କହିବା ପାଇଁ ଗଲେ ସିଂହାପୁରରେ ଫୁଡ ଏମ୍ପାୟାର ହୋଲ୍ଡିଂ ଲିମିଟେଡ୍‌ କମ୍ପାନୀର ନିର୍ଦେଶକ ଥିବା ସତ୍ୟ ସୁତାର ବିଦେଶରେ ଥାଇ ମଧ୍ୟ ସବୁବେଳେ ନିଜ ରାଜ୍ୟ ପାଇଁ କିଛି ନା କିଛି କରିବା ପାଇଁ ପ୍ରୟାସ କରିଛନ୍ତି । ଓଡିଆ ଭାଷାର ପ୍ରଚାର ପ୍ରସାର ସହିତ ଦରିଦ୍ର ଅସହାୟ ଙ୍କ ପାଇଁ କିଛି ନା କିଛି ସହାସୟା ଚେଷ୍ଟା କରି ରହିଥାନ୍ତି ।

co

ହେଲେ ଏବେ ସେ କୋରନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ସରକାର ଙ୍କୁ ଅନୁରୋଧ କରି ସେ ଏହା ଲେଖିଛନ୍ତି ଯେ ବେଳେ ବେଳେ ଜିବନ ର ସବୁ ଆଶା ପୂରଣ ହୋଇପାରେ ନାହିଁ । ଏଥି ପାଇଁ ମତେ ବାସ୍ତବ ବାଦୀ ହେବାକୁ ପଡିବ । ତେବେ ଏଠାରେ ସେ ଭାରତ ସରକାର ଙ୍କୁ ଅନୁରୋଧ କରିଛନ୍ତି ଯେ ମୁଁ ଯଦି ବିଦେଶରେ ମରିଯାଏ । ଭାରତ ସରକାରଙ୍କୁ ଅନୁରୋଧ ମୋର ମୃତଦେହର କଫିନକୁ ଓଡିଶା ନିଶ୍ଚତ ଆଣିବେ । କାହିଁକି ନା ସପ୍ତାହ , ମାସ, ବର୍ଷ ସେମିତି ହିଁ କଫିନ୍ ମଧ୍ୟରେ ଅପେକ୍ଷା କରିବି ମୋ ଗାଁ ମୋ ନଦୀ କୂଳର ପୋଡା ହେବ ମୋ ଓଡିଶା ମାଟିରେ ।

 

ସେହି ପରି ପରିବାର ବିଷୟ ରେ ଲେଖିଛନ୍ତି କି ଯେ ବୋଉ ତୁ ତୋ ଜାଣୁ ବିଦେଶ ରେ ଚାକିରୀ କରି କିଛି ପଇସା ସଞ୍ଚୟ କରିଛି । ତୁ ସେହି ସବୁ ଟଙ୍କାର ନୋମିନି ରହିଛୁ , ମୋ ମୃତଦେହ କୁ ଆଣିବାର ଦାୟୁତ୍ୱ ରେ ସେହିଠାରୁ ଫେରେଇଦେବୁ । ଟଙ୍କା ଅଧା ଘର ପାଇଁ ଓ ବାକି ଅଧା ଟଙ୍କାର ବାର୍ଷିକ ସୁଧରେ ପ୍ରତ୍ୟେକ ବର୍ଷ ମ୍ୟାଟ୍ରିକ ଟପରଙ୍କୁ ଉତ୍କଳମଣି ଗୋପବନ୍ଧୁ ଶିକ୍ଷା ସ୍ୱାଭିମାନ ଓ ତ୍ୟାଗ ମେଧାବୃତ୍ତି ବାବଦ ଲକ୍ଷେ ଟଙ୍କା ପୁରସ୍କାର ଦେବୁ। ସେହି ପରି ସେ ଲେଖିଛନ୍ତି କି ଆଖି ଆଗରେ ବହୁତ ମୃତ୍ୟୁ ଦେଖିଛି ।

cor

ଓଡିଶା , ଭାରତ ର ଅଗଣିତ ଲୋକ ମାନେ ପ୍ରତିଦିନ ମୃତ୍ୟୁବରଣ କରୁଛନ୍ତି । ମୋ ପାଳିବି କେତେ ବେଳେ ନଆସିବ କିଏ କହିବ । ଏହା ମାନେ ନୁହେଁ ମୁଁ ମୋ ମୃତ୍ୟୁ କୁ ଡରୁଛି ହେଲେ ମୋ ମନରେ ଯେଉଁ ଓଡିଶା କୁ ବିଦେଶ ପରି ବକଶିତ କରିବାର ଇଚ୍ଛା ଥିଲା । ଓଡିଶା ଲୋକଙ୍କ ଜିବନ ଧାରଣ କୁ ପରିବର୍ତନ କରିବାର ଯେଉଁ ଇଚ୍ଛା ଥିଲା ଏହି ବର୍ଷ ଗୁଡିକ ରେ ଆର୍ଥିକ ସ୍ୱଚ୍ଛଳ ବି ହୋଇଯିବି । ଏବଂ ଓଡିଶା ବିକାଶ ପାଇଁ ବିନିଯୋଗ କରିବି ଯଦି ମୃତ୍ୟୁ ହୁଏ ତେବେ ପୂରଣ ହେବ ନାହିଁ ।

ସେହିଥି ପାଇଁ ବହୁତ ମର୍ମାହତ । ଏହା ସହିତ ସେ ଲେଖିଛନ୍ତି ଯେ ଏବେ ସେ କୋରନା ଆକ୍ରାନ୍ତ ଏବଂ ହସ୍ପିଟାଲ ରେ ରହିଛନ୍ତି । ଆଜି ମୁଁ ବଞ୍ଚିଛି ହେଲେ କାଲି ବଞ୍ଚିବି ମାନେ ନାହିଁ । ତେଣୁ ବହୁତ ଗୁଡିଏ ଆଶା ରହିଗଲା ବୋଲି ସେ ଲେଖିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *