ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଗୋଟିଏ ପତ୍ର ର ରସ ଆପଣ ମାନଙ୍କୁ 80 ବର୍ଷ ପର୍ଯ୍ୟନ୍ତ ରୋଗ ଦାୟୁ ରୁ ବଞ୍ଚି କରି ରଖି ଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ରୋଗ ଦାୟୁ ରୁ ରକ୍ଷା କରୁ ଥିବା ପତ୍ର ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ଆପଣ ମାନେ ଅମୃତ ଭଣ୍ଡା ର ନିଶ୍ଚିତ ଭାବେ ଖାଇ ଥିବେ । ଏହି ଅମୃତ ଭଣ୍ଡା ସହିତ ଏହା ପତ୍ର ବି ବହୁତ ଫାଇଦା ମନ୍ଦ ହୋଇ ଥାଏ । ଏହି ପତ୍ର ର ଜୁସ୍ କୁ ଯଦି ଆପଣ ମାନେ ସେବନ କରିବେ ତେବେ ଆପଣ ମାନଙ୍କ ଦେହ ରୁ ଅନେକ ରୋଗ ଗାୟେବ୍ ହୋଇ ଯିବ ।
ସେମିତି ରେ ଏହାର ପତ୍ର ସବୁ ସମୟ ରେ ଔଷଧୀୟ ଗୁଣ ରେ ଭରି କରି ରହି ଥାଏ । ସେମିତି ରେ ଏହି ପତ୍ର ରେ ଆପଣ ମାନଙ୍କୁ ଭିଟାବିନ୍ B , C , D , B6, ଏବଂ କ୍ୟଲସିୟମ୍ ର ମାତ୍ରା ବହୁତ ପରିମାଣ ରେ ଦେଖିବା ପାଇଁ ମିଳେ । ଏହା ଖାଇବା ଦ୍ୱାରା ଆପଣ ମାନଙ୍କ ରୋଗ ପ୍ରତିରୋଧିକ ଶକ୍ତି କୁ ବଢେଇ ଥାଏ ।
ଏବଂ ଏହି ପତ୍ର ରେ କ୍ୟନସର୍ କୁ ରୋକିବା ରେ ସାହାଯ୍ୟ କରେ । ଆପଣ ମାନଙ୍କ ଇମ୍ୟୁନିଟି ସିଷ୍ଚଟମ୍ କୁ ଠିକ୍ କରି ଥାଏ । ଏହି ପତ୍ର ଆପଣ ମାନଙ୍କ ବ୍ଲଡ୍ କୁ ପିୟୁରି ଫାଇ କରିବା ସହିତ ଆପଣ ମାନଙ୍କ ଥଣ୍ଡା କାସ କୁ ମଧ୍ୟ ରୋକି ଥାଏ । ସେମିତି କ୍ଷେତ୍ର ରେ ଏହି ଥିବା ଗଣ ଆପଣ ମାନଙ୍କୁ ଡେଙ୍ଗୁ ପରି ରୋଗ ଦାୟୁ ରୁ ସହଜ ରେ ଭଲ କରିବାରେ ସହାୟକ ହୋଇ ଥାଏ ।
ସେମିତି ରେ ଆପଣ ମାନଙ୍କୁ ଯଦି ଭୋକ ଲାଗୁ ନାହିଁ । ତେବେ ଏହି ପତ୍ର ର ସେବନ କରନ୍ତୁ ଆପଣ ମାନଙ୍କୁ ନର୍ମାଲ ଭୋକ ଲାଗିବ ଏବଂ ଆପଣ ମାନଙ୍କ ସ୍ୱାସ୍ଥ୍ୟ ସଠିକ୍ ରହିବ । ତେବେ ସେହି ପରି କ୍ଷେତ୍ର ରେ ଗୋଟିଏ ରିସର୍ଚ୍ଚ ରୁ ସଂମ୍ପର୍ଣ୍ଣ ଭାବେ ଜାଣା ପଡିଛି କି ଯଦି ଆପଣ ମାନେ ଏହି ପତ୍ର କୁ ପ୍ରତ୍ୟେକ ଦିନ ଏମିତି ହିଁ ସେବନ କରନ୍ତି ତେବେ ଆପଣ ମାନଙ୍କୁ 80 ବର୍ଷ ପର୍ୟ୍ୟନ୍ତ କୌଣସି ବି ରୋଗ ଧରିବ ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।