ଜେଲ ଯିବେ ସୁର ରାଉତରାୟ । କରିଛନ୍ତି ଏହି ସାଙ୍ଘାତିକ ଅପରାଧ ।

sura r.

ରାଜଧାନୀର ଲୋକସେବା ଭବନ ନିକଟରେ ଆଜି ହଠାତ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଗୋଟିଏ ଦିନ ପୂର୍ବରୁ ଖବର ଆସିଥିଲା ଯେ, ସୁର କରୋନା ପଜିଟିଭ ଅଛନ୍ତି । ଆଉ ହଠାତ ଗୋଟିଏ ଦିନ ପରେ ସୁର ସିଧା ବାହାରେ ବୁଲିବା ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏ ବିଷୟରେ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲା, ସେ କହିଥିଲେ ଯେ, ଲକ୍ଷେ ୨୨ହଜାର ଟଙ୍କାର ତାଙ୍କୁ ଇଞ୍ଜେକସନ ଦିଆଯାଇଛି ।

ଚର୍ଚ୍ଚିତ ଜଟଣି ବିଧାୟକ ସୁର ରାଉତରାୟ । ମୁଣ୍ଡରେ ଧଳା ଗାମୁଛା ବାନ୍ଧି, ଜୟଦେବ ଭବନ ନିକଟରେ ସୁର ରାଉତରାୟ ବସିବା କିଛି ନୂଆ କଥା ନୁହେଁ, କିନ୍ତୁ ଦିନକ ପୂର୍ବରୁ ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ପତ୍ନୀ ବି ପଜିଟିଭ ଆସିଛନ୍ତି । କିନ୍ତୁ ପଜିଟିଭ ସତ୍ୱେ ସୁର ବାହାରେ ବୁଲିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୋସିଆଲ ମିଡିଆରେ ସୁରଙ୍କ ଏହି ଗାମୁଛା ଘୋଡା ଭିଜୁଆଲ ଖୁବ ଭାଇରାଲ ହେଉଛି । ବିଏମସି ସାଧାରଣ ଲୋକଙ୍କୁ କରୋନା ନିୟମ ମାନିବା ପାଇଁ କହୁଥିବା ବେଳେ ସୁରଙ୍କୁ କାହିଁକି କୁହାଯାଉ ନାହିଁ ବୋଲି ସୋସିଆଲ ମିଡିଆରେ ଅନେକ ମତ ପ୍ରକାଶ ପାଇଛି ।

Sura

ବିଶେଷଜ୍ଞ୍ୟ ମାନେ କହିଛନ୍ତି ଦୁଇଟି ଡୋଜ୍ ଟୀକା ନେବା ପରେ ବି ବ୍ୟକ୍ତିଙ୍କ ରୋଗପ୍ରତିରୋଧକ ଶକ୍ତି କମିଯାଉଛି । ଆଉ ସୁର ବରିଷ୍ଟ ନାଗରିକ ହୋଇବି ଏତେ ଅମାନିଆ ନିଜ ଜିବନ କୁ ଖାତିର ନାହିଁ କି ସାଧାରଣ ଲୋକଙ୍କ କଥା ଚିନ୍ତା ବି ନାହିଁ । ଟଙ୍କାବଳ ରେ ସବୁ କରିହୁଏ ହୁଏତ ସୁର ଙ୍କୁ ଏହି ନିଶା ଘାରିଛି ।

ହେଲେ ଟଙ୍କା ଜିବନ ବଞ୍ଚାଇ ପାରିବ ନାହିଁ ସେହି କଥା ବୋଧେ ଜାଣି ନାହାଁନ୍ତି ସୁର ବାବୁ । ସେହି ପରି କିଛି ଡାକ୍ତର ମାନଙ୍କ କହିବା କଥା ଅନୁସାରେ ଜଣେ ଜନପ୍ରତିନିଧି ଭାବେ ସାଧାରଣ ଲୋକଙ୍କ ସହିତ ମିଶି ଅନ୍ୟଙ୍କୁ ସଂଙ୍କ୍ରମଣ କରିବା ନିଶ୍ଚିତ ଭାବେ ସରକାର ତାଙ୍କର ବିରୋଧ ରେ କଡା କାର୍ଯ୍ୟାନୁଷ୍ଟାନ ନେବା କଥା ବୋଲି କହିଛନ୍ତି ।

ତେବେ ସୁର ଜଣ ଭଲ ଲୋକ ହୋଇଥିଲେ ମଧ୍ୟ ତାଙ୍କର ଏପରି ବେପାରୁଆ ଢଙ୍ଗ ପାଇଁ ତାଙ୍କୁ କଠୋର ଶାସ୍ତି ଦେବା ପାଇଁ ବିଭିନ୍ନ ମହଲରେ ଚର୍ଚା ଜୋର ଧରିଲାଣି । ତେବେ ଯଦି ଏମିତି ଚାଲେ ସୁର ଖୁବ ଶିଘ୍ର କାଠ ଗଡାର ଦ୍ୱାରରେ ଥିବେ ବୋଲି ଏହା ଆକଳନ କରାଯାଇପାରେ ।

ତେବେ ଏହାକୁ ନେଇ ଆପଣ ମାନଙ୍କର ମତାମତ କଣ କମେଣ୍ଟ କରିବେ । କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହର ବେଳେ କଂଗ୍ରେସର ଏହି ଫାୟାର ବ୍ରାଣ୍ଡ ନେତା ବର୍ତ୍ତିଯାଇଥିଲେ । କିନ୍ତୁ ଏବେ ସେ ସଂକ୍ରମିତ ହୋଇଛନ୍ତି । ଆଶା କରୁଛୁ ସେ ଓ ତାଙ୍କ ପତ୍ନୀ ଖୁବଶୀଘ୍ର ଆରୋଗ୍ୟ ହେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *