ଓଡିଆ ଧାରାବାହିକର ହିରୋଇନମାନଙ୍କ ଶିକ୍ଷାଗତ ଯୋଗ୍ୟତା, କୁଆଁରୀ ବୋହୁ ଶ୍ରଦ୍ଧା, ଦୂର୍ଗା, ତାରିଣୀ

heroin

ଆପଣ ମାନଙ୍କୁ ଆମର ପୋର୍ଟଲ କୁ କରୁଛୁ । ବନ୍ଧୁଗଣ ଓଡିଆ ଟିଭି ସିରିଏଲ ଜଗତରେ ଅଭିନୟ କରୁଥିବା କଳାକାରମାନେ ନିଜର ଅଭିନୟ ମାଧ୍ୟମରେ କୋଟି କୋଟି ଦର୍ଶକମାନଙ୍କ ହୃଦୟ ଜିତିଛନ୍ତି । ଏମାନେ କେବଳ ଅଭିନୟ କ୍ଷେତ୍ରରେ ସଫଳତା ହାସଲ କରି ନାହାନ୍ତି ଏହା ଛଡା ଏମାନଙ୍କର ମଧ୍ୟ ଶିକ୍ଷାଗତ ଯୋଗ୍ୟତା ବି ବହୁତ ଭଲ ରହିଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଓଡିଆ ସିରିଏଲ ର କିଛି ଅଭିନେତ୍ରୀ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ କହିବାକୁ ଯାଉଛୁ ସେଥିପାଇଁ ଆପଣ ମାନେ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ ।

ନମ୍ବର 1 – ଲିପ୍ସା ମିଶ୍ର । ତେବେ ବନ୍ଧୁଗଣ ଲିପ୍ସା ମିଶ୍ର ତୁଳସୀ ସିରିଏଲ ରେ ଅଭିନେତ୍ରୀ ରୂପରେ ନଜର ଆସିଥିଲେ ଏବଂ ସେ ଏହା ପୂର୍ବରୁ ବହୁତ ସାରା ଓଡିଆ ଫିଲ୍ମ ରେ ମଧ୍ୟ କାମ କର ସାରିଛନ୍ତି । ତେବେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ବିଷୟରେ କହିବାକୁ ଗଲେ ସେ 10 ମ ପାସ କରିଛନ୍ତି ।

lipsa

ନମ୍ବର 2 – ନିହାରିକା । ତେବେ ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା କାଳିଯାଇ ସିରିଏଲର ଅଭିନେତ୍ରୀ ନିହାରିକ । ସେ ଜଣେ ଇଂରାଜୀ ମିଡିୟମର ଛାତ୍ରୀ ଅଟନ୍ତି କିନ୍ତୁ, ପରବର୍ତ୍ତୀ ସମୟରେ ସେ ଅଭିନୟ କ୍ୟାରିୟର କୁ ଆପଣାଇ ଥିଲେ ।

ନମ୍ବର 3 – ପ୍ରିୟଙ୍କା । ତେବେ ବନ୍ଧୁଗଣ ଆପଣ ମାନେ ପ୍ରିୟଙ୍କା ଙ୍କୁ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା କୁଆଁରୀ ବୋହୁ ସିରିଏଲ ରେ ଶ୍ରଦ୍ଧା ରୂପରେ ନିଶ୍ଚୟ ଭାବେ ଜାଣି ଥିବେ । ପ୍ରିୟଙ୍କା ହେଉଛନ୍ତି ଜଣେ ଆର୍ଟସ ଛାତ୍ରୀ ଅଟନ୍ତି ଏବଂ ଏହା ପରେ ସେ +3 ଡିଗ୍ରୀ ହାସଲ କରିବା ସହ ପିଜି ମଧ୍ୟ କରିଛନ୍ତି ।

ନମ୍ବର 4 – ଅର୍ପିତା କର । ତେବେ ଅର୍ପିତା କରଙ୍କୁ ଆପଣ ମାନେ ଦୂର୍ଗା ସିରିଏଲ ରେ ନିଶ୍ଚୟ ଭାବେ ଦେଖିଥିବେ । ଏହି ସିରିଏଲ ବି ତରଙ୍ଗ ଟିଭିରେ ପ୍ରସାରିତ ହେଉଥିଲା । ତେବେ ବନ୍ଧୁଗଣ ର୍ପିତା କର ହେଉଛନ୍ତି ଜଣେ ଆର୍ଟସ ଛାତ୍ରୀ ଏବଂ ସେ +3 ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ତେବେ ଅର୍ପିତା କର ବର୍ତ୍ତମାନ ସମୟରେ ବିବାହ ମଧ୍ୟ କରିସାରିଛନ୍ତି ।

Arpita Kar

ନମ୍ବର 5 – ଭୂମି । ତେବେ ବନ୍ଧୁଗଣ ଭୂମି ଙ୍କୁ ତୋ ପାଇଁ ମୁଁ ସିରିଏଲ ରେ ନିଶ୍ଚୟ ଭାବେ ଦେଖିଥିବେ । ଏହି ସିରିଏଲ ଟି ଜୀ ସାର୍ଥକରେ ପ୍ରସାରିତ ହେଉଥିଲା । ତେବେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ବଷୟରେ କହିବାକୁ ଗଲେ ସେ ପଲଟିକାଲ ସାଇନସ୍ ରେ ଡିଗ୍ରୀ ହାସଲ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *