ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ପେଟ୍ରୋଲ ଏବଂ ଡିଜେଲର ର ସର୍ବନିମ୍ନ ସ୍ଥର ପ୍ରକାଶ କରିଛି IOCl ଆଜି ପୁଣି ପେଟ୍ରୋଲ ଏବଂ ଡିଜେଲ ଦରରେ କୈଣସି ପରିବର୍ତନ ହୋଇନାହିଁ । କିନ୍ତୁ ଭାଟ୍ ରିହାତି ଯୋଗୁଁ ପୋର୍ଟ ବ୍ଲେୟାରରେ ଡିଜେଲ ଲିଟର ପିଛା 77.13 ପଇସା ରେ ବୀକ୍ରି ହେଉଛି । ଏଥିସହ ରାଜସ୍ଥାନର ଶ୍ରୀ ଗଙ୍ଗନଗରରେ ଡିଜେଲର ଅତ୍ୟାଧୁନିକ ମୂଲ୍ୟ ଲିଟର ପିଛା 100 ଟଙ୍କାରୁ ଅଧିକ ରହିଛି।
ଇଣ୍ଡିଆନ ଅଏଲ କର୍ପ୍ୟୁରେସନ ଲିମିଟେଡ ୱେବସାଇଟ ଅନୁଯାଇ ବର୍ତମାନ ସମୟ ରେ ଦିଲ୍ଲୀ ରେ ପେଟ୍ରୋଲ ଲିଟର ପିଛା 103.97 ଟଙ୍କା ରହିଥିବା ବେଳେ ଡିଜେଲ ର ମୂଲ୍ୟ 86.64 ଟଙ୍କା ରହିଥିବାର ଦେଖିବା ପାଇଁ ମିଳିଛି । ମୁମ୍ବାଇ ରେ ପେଟ୍ରୋଲ ର ମୂଲ୍ୟ 109.98 ପଇସା ରହିଥିବା ବେଳେ କୋଲିକତା ରେ ପେଟ୍ରୋଲ ର ମୂଲ୍ୟ 104.67 ଟଙ୍କା ରହିଛି ।
ସେହି ପରି ଡିଜେଲ ର ମୂଲ୍ୟ 89. 67 ପଇସା ରହିଛି । ଏହା ସହିତ ବର୍ତମାନ ସମୟ ରେ ଚେନ୍ନାଇ ରେ ପେଟ୍ରୋଲ ଲିଟର ପିଛା 101.40 ପଇସା ରହିଛି । ଡିଜେଲ 91.94 ପଇସା ରହିଛି । ବଏବେ ପଞାବ୍ ର ପେଟ୍ରୋଲ ଉପରେ ଭାଟ 11.72 ପଇସା ହ୍ରାସ ପାଇଥିବା ବେଳେ ଉତ୍ତର ପ୍ରଦେଶ ରେ ଏବେ 6.96 ପଇସା ହ୍ରାସ ପାଇଛି ।
ଗୁଜୁରାଟ ରେ ପେଟ୍ରୋଲ ଲିଟର ପିଛା ଭାଟ 6.82 ପଇସା ହ୍ରାସ ପାଇଛି । ଅନ୍ୟ ପକ୍ଷ୍ୟ ରେ ଓଡିଶା ରେ ବୀକ୍ରି ହେଉଥିବା ଟିକସ୍ ପିଛା 4.55 ଏବଂ ବିହାର ରେ ଲିଟର ପିଛା 3.21 ପଇସା ହ୍ରାସ ପାଇଛି । ଲଦାଖ୍ ରେ ବର୍ତମାନ ସମୟ ରେ ସର୍ବାଧିକ ତୈଳ ଦର ହ୍ରାସ ପାଇଛି । ଲଦାଖ୍ ରେ ଲିଟର ପିଛା ଏକ୍ସାଇଜ୍ ରେ 10 ଟଙ୍କା ହ୍ରାସ ପାଇଥିବା ବେଳେ ଭାଟ୍ ମଧ୍ୟ ଏଠାରେ 10.51 ପଇସା ହ୍ରାସ ପାଇଥିବାର ଦେଖିବା ପାଇଁ ମିଳିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।