LPG ଗ୍ୟାସ ସିଲିଣ୍ଡର ଉପରେ ମିଳିବ 300 ଟଙ୍କା ସବ୍‌ସିଡି । ତେବେ ଜଲ୍ଦି କରି ଦିଅନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LPG ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ଏବେ ସାଧାରଣ ଲୋକ ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ପେଟ୍ରୋଲ , ଡିଜେଲ ଦର ହ୍ରାସ ଯୋଗୁଁ ଟିକିଏ ଆଶ୍ୱସ୍ତି ମିଳିଥିବା ବେଳେ ରୋଷେଇ ଗ୍ୟାସ୍ ଦର ବୃଦ୍ଧି ନେଇ ଏବେ ଚିନ୍ତା ବଢିଛି ।

ଏପରି ମଧ୍ୟ ରେ ଉଫଭୋକ୍ତା ଙ୍କ ପାଇଁ ଟିକିଏ ଆଶ୍ୱସ୍ତିର ଖବର ମିଳିଛି । ତେବେ ଗ୍ୟାସ୍‌ ସିଲିଣ୍ଡର ଉପରେ ମିଳୁଥିବା ସବସିଡି ପୁଣି ଥରେ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନିଆଜାଇଛି । ସବସିଟି ରେ ଗ୍ୟାସ୍ ନେଉଥିବା ଲୋକ ମାନେ ଏବେ 300 ଟଙ୍କା ବଞ୍ଚେଇ ପାରିବେ । ସେମିତି ରେ କିଛି ଦିନ ପୂର୍ବରୁ ସିଲିଣ୍ଡର ପାଇଁ 594 ଟଙ୍କା ଦେବାକୁ ପଡୁଥିଲା ।

କିଛି ଦିନ ମଧ୍ୟ ରେ ଏହି ଦାମ୍ ବଢିକରି 884 ଟଙ୍କା ରେ ପହଁଚିଥିଲା । ଏବେ ପୁଣି ଥରେ ସବସିଟି ବୃଦ୍ଧି ହେବାକୁ ଜାଉଥିବାରୁ । ଆପଣ ମାନେ ଏହି ସବସିଟି ପାଇବା ପାଇଁ ବ୍ୟଙ୍କ ଖାତା ସହିତ ନିଜର ଆଧାର କାର୍ଡ ସଂଯୋଗ କରିବାକୁ ହେବ । ସାଧରଣ ଲୋକଙ୍କ ଅସୁବିଧା ଦେଖି ଏବେ କେନ୍ଦ୍ର ସରକାର ବଡ ନିସ୍ପତି ନେଇଛନ୍ତି । କିଛି ଦିନ ହେଲା ସିଲିଣ୍ଡର କ୍ରୟ ଉପରେ 20 ରୁ 30 ଟଙ୍କା ସବସିଡି ମିଳୁଥିବା ବେଳେ ପୁଣି ଏହି ରାଶିକୁ ବଢେଇ 300 ଟଙ୍କା କରାଜାଇଛି ।

ଯେଉଁ ମାନେ ଉଜ୍ୱଳା ଯୋଜନା ର ସିଲିଣ୍ଡର ନେଉଛନ୍ତି ସେମାନଙ୍କୁ 174.86 ଟଙ୍କା ସବସିଟି ମିଳୁଥିଲା ହେଲେ ଏବେ 312.48 ଟଙ୍କା କରିଦିଆଜାଇଛି । ସେହି ପରି ଘୋରଇ ଗ୍ୟାସ ସିଲିଣ୍ଡର ର କ୍ରୟ ରାଶି ଉପରେ ମିଳୁଥିବା ସବସିଟି 153.98 ଟଙ୍କା କୁ ବଢେଇ କରି 291.45 ଟଙ୍କା କରେଇ ଦିଆଜାଇଛି । ତେବେ ଆପଣ ମାନେ ବି ସବସିଟି ପାଇବା ପାଇଁ ଥିଲେ ନିଶ୍ଚିତ ଆଧାର କୁ ବ୍ୟଙ୍କ୍ ଏକାଉଣ୍ଟ ସହିତ ଲିଙ୍କ୍ କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *