ଆପଣ ମାନଙ୍କୁ ଆମର ପୋର୍ଟଲ କୁ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ର ଅଭିନେତ୍ରୀ ଲିପ୍ସାମିଶ୍ର ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । କିଛି ଟି ହାତ ଗଣତି ସିରିଏଲ ଏବଂ କିଛି ଚଳଚିତ୍ର ମାଧ୍ୟମରେ ସେ ଲୋକ ମାନଙ୍କ ହୃଦୟ କୁ ବହୁତ ଭଲ ଭାବେ ଛୁଇଁ ପାରିଛନ୍ତି । ପ୍ରଥମ ଥର ପାଇଁ ତରଙ୍ଗ ଟିଭି ରେ ଏଣ୍ଟ୍ରୀ ମାରିଥିଲେ ଏକ ସିରିଏଲ ମାଧ୍ୟମରେ । ଏହା ପରେ ପରେ ସେ ଅନେକ ଚଳଚିତ୍ର ଏବଂ ଅନେକ ସିରିଏଲ ରେ ସେ ହାତ ଦେଇସାରିଛନ୍ତି । ଏବଂ ସବୁଥିରେ ସେ ନିଜର ପାରଙ୍ଗମତା ଦେଖେଇଛନ୍ତି ।
ତେବେ ବର୍ତମାନ ସମୟ ରେ ଲିପ୍ସାମିଶ୍ର ସହିତ ସୁଟିଂ ସେଟ୍ ରେ ଏମିତି କିଛି ଅଘଟଣ ଘଟିଛି ଯେଉଁଥିରେ ସେ ପାଣିରେ ବୁଡିଜାଉଛନ୍ତି । ଜାଣିବାକୁ ହେଲେ କି ଏହାର କାରଣ କଣ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।
ତେବେ ଲିପ୍ସାମିଶ୍ର ଏହା ଗୋଟିଏ ବଡ ପରିଚିତ ନାମ ଅଟେ ଲିପ୍ସାମିଶ୍ର ଆଗରୁ ବହୁତ ଧାରାବାହିକ ରେ କାମ କରିଛନ୍ତି । ସେହିଥି ମଧ୍ୟରୁ ତୁଳସୀ କେରେକ୍ଟରେ ଲିପ୍ସାମିଶ୍ର ଙ୍କୁ ଅଧିକ ଭଲପାଇବା ମିଳିଛି । ତେବେ ଲିପ୍ସାମିଶ୍ର ଏବେ ନିକଟରେ ଜି ସାର୍ଥକ ର ହେ ପ୍ରଭୁ ସିରିଏଲ ରେ କାମ କରୁଛନ୍ତି । ଏବଂ ସେହିଥିରେ ସେ ବହୁତ ସୁନ୍ଦର ଅଭିନୟ କରୁଛନ୍ତି ।
ତେବେ ଏହି ଧାରାବାହିକ ର ସୁଟିଂ ସେଟ୍ ରେ ସେମିତି କିଛି ଅଘଟଣ ଘଟିଜାଇଛି । ଜାହା ସମସ୍ତ ଙ୍କୁ ଆଶ୍ଟର୍ଯ୍ୟ କରିଛି । ତେବେ ଏହି ସିରିଏଲ ର ସୁଟିଂ ରେ ପାଣିରେ କିଛି ସୁଟିଂ ରହିଥିଲା ଯେଉଁଥିରେ ଲିପ୍ସାମିଶ୍ର ସର୍ଟ ଦେବା ବେଳେ ହିଁ ବୁଡିଜାଇଥିଲେ । ଏବଂ ସେଠାରେ ତାଙ୍କୁ ଏକ ସ୍ପର୍ଟ ବୟ ବଞ୍ଚାଇଥିଲେ ବୋଲି ସୂଚନା ମିଳୁଛି ।
ତେବେ ଲିପ୍ସା ମିଶ୍ର ଏବେ ବହୁତ ଭଳ ରହିଥିବା ବେଳେ ସେହି ସର୍ଟ କୁ ବହୁତ ଭଲ ଭାବେ ଦେଇଥିବାର ଦେଖିବା ପାଇଁ ମିଳିଛି । ତେବେ ଆପଣ ମାନଙ୍କୁ ଲିପ୍ସାମିଶ୍ର ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।