ଆଧାର କାର୍ଡ ଥିଲେ ଦେଖନ୍ତୁ ନୂଆ ନିୟମ | ନଜାଣିଲେ ପସ୍ତେଇ ପାରନ୍ତି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କ ପାଖରେ ନିଶ୍ଚିତ ଭାବେ ଆଧାର କାର୍ଡ ରହିଥିବ ଏବଂ ଏହି ଆଧାର କାର୍ଡ ରେ କିଛି ନୂଆ ନିୟମ ଜାରି ହୋଇଛି । ଜାହା ଆପଣ ମାନେ ସମସ୍ତେ ଜାଣି ରଖିବା ନିହାତି ଆବଶ୍ୟକ ଅଟେ । କାରଣ ଭାରତ ରେ ଆଧାର କାର୍ଡ ରଖିବା କେତେ ଆବଶ୍ୟକ ଆପଣ ମାନେ ଏହି ବିଷୟ ରେ ନିଶ୍ଚିତ ଭାବେ ଜାଣିଥିବେ । ଆଉ ଏହି ଆଧାର କାର୍ଡ ପାଇଁ ଆଜି ବି ଦେଶ ରେ ପ୍ରତି କାମ କରାଜାଉଛି । ତେବେ ଏହିଥିରେ ଆପଣ ମାନଙ୍କର କୈଣସି ବି ସୂଚନା ଭୁଲ ରହିଥିଲେ ଆପଣ ମାନଙ୍କର କାମ ଅଧୁରା ରହିଯିବ ।

ତେବେ ଜାଣି ରଖନ୍ତୁ ଏହି ଆଧାର କାର୍ଡ ଭେରିଫିକେସନ କୁ ନେଇ ଜାରି ହୋଇଛି ନୂଆ ନିୟମ । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଟି କଣ ଜାଣିନେବା । ବନ୍ଧୁଗଣ ଭାରତ ସରକାର ଆଧାର କାର୍ଡ ଭେରିଫିକେସନ କୁ ନେଇ କିଛି ନୂଆ ନିୟମ ଜାରି କରିଛନ୍ତି । ତେବେ ଏହି ନିୟମ ପାଇଁ ଆପଣ ମାନଙ୍କୁ ଏହା ଭେରିଫିକେସନ ପାଇଁ ଡିଜିଟାଲ ହସ୍ତାକ୍ଷର ଦେବାକୁ ହେବ ।

Aadhaar card

ତେବେ ଏହି ଡକ୍ୟୁମେଣ୍ଟ କୁ ଇୟୁନିକ୍ ଆଇଡେଣ୍ଟିକେସନ ଅଫ ଇଣ୍ଡିଆ ଜାହାକି UIDAI ରୁ ତିଆରି କରାଜାଇ ପାରିବ । ତେବେ ଏହି ଡିଜିଟାଲ ହସ୍ତାକ୍ଷର ର ବଡ କଥା ହେଲା ଏହି ଉପରେ ଆପଣ ମାନଙ୍କର ଆଧାର ଶେଷ ଚାରି ଅଙ୍କ ଲେଖା ରହିଥିବ । ତେବେ ସରକାର ଙ୍କ ଦ୍ୱାରା ଜାରି ଏହି ନୂଆ ନିୟମ ଅନୁସାରେ ଆଧାର ହୋଲ୍ଡର ଙ୍କ ପାଖରେ ରହିଥିବା ସୂଚନା କୁ ଦେବା ପରେ ସରକାର ଙ୍କ ପାଖରେ ରହିଥିବା ଡାଟାବେଶ ସହିତ ମିଳା ଯାଏ ।

ଏହା ମେଚ୍ କରିଲେ ଆପଣଙ୍କ କାର୍ଯ୍ୟ କୁ ଆଗକୁ ବଢାଯାଏ । ଏଣିକି ନୂଆ ନିୟମ ଅନୁସାରେ ଆପଣ ମାନେ ଅଫଲାଇନ ମାଧ୍ୟମ ରେ ଆଧାର ଆପଡେଟ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *