SBI ର ନୁଆ ନିୟମ । ଆକାଉଣ୍ଟ ଥିଲେ ନିଶ୍ଚୟ ପଢି ନିଅନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନେ ଏକ SBI ଗ୍ରାହକ ଏବଂ ଆପଣ ମାନଙ୍କର SBI ରେ ଏକାଉଣ୍ଟ ରହିଛି ତେବେ ଗ୍ରାହାକ ମାନଙ୍କୁ SBI ର ବଡ ଝଟ୍କା ଏଣିକି ଏବେ ଆହୁରି ମହଙ୍ଗା ହେବା ପାଇଁ ଯାଉଛି SBI ର ବ୍ୟଙ୍କ୍ ସେବା । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିନବା । ଏଣିକି SBI ର କ୍ରେଡିଟକାର୍ଡ ସେବା ଅଧିକ ମହଙ୍ଗା ହେବା ପାଇଁ ଯାଉଛି ।

ଆସନ୍ତା ଡିସେମ୍ବର 1 ତାରିଖ ରୁ EMI ଉପରେ ଅଧିକ ପ୍ରସେସିଂ ଫି ଦେବାକୁ ପଡିବ । SBI ର କାର୍ଡ୍ସ ଏଣ୍ଡ ପେମେଣ୍ଟ ସର୍ଭିସ ଲିମିଟେଡ ପକ୍ଷ ରୁ ମିଳିଥିବା ସୂଚନା ଅନୁସାରେ ଏଣିକି EMI ଲେଣଦେଣ୍ ଉପରେ 99 ଟଙ୍କା ଏବଂ ଟିକସ ର ଅତିରିକ୍ତ ସେବା ଗ୍ରହାକ ଙ୍କୁ ଦେବାକୁ ପଡିବ । ତେବେ ଆସନ୍ତା ଡିସେମ୍ବର ରୁ ଏହି ନିୟମ ଲାଗୁହେବ ବୋଲି କୁହାଜାଉଛି ।

sbi bank

ତେବେ SBI IPCL ପକ୍ଷ ରୁ ମିଳିଥିବା ସୂଚନା ଅନୁସାରେ ଆମାଜନ ଏବଂ ପ୍ଲିପ୍କାକାର୍ଟ ପରି ସାଇଟ ରେ କରାଜାଉଥିବା ପ୍ରତି ଲେଣ ଦେଣ୍ ଉପରେ ଏହି ପ୍ରସେସିଂ ଫି ଲାଗୁ କରାଯିବ । ତେବେ EMI ରେ ନିଆଜାଉଥିବା ସୁଧ ଠାରୁ ଏହି ସୁଧ ଅଲଗା ରହିବ ବୋଲି କୁହାଜାଇଛି । SBI IPCL ପକ୍ଷ ରୁ ସମସ୍ତ ଗ୍ରାହକ ମାନଙ୍କୁ EMAIL ମାଧ୍ୟମ ରେ ସୂଚନା କରେଇ ଦିଆଯିବ ।

ଏହା ସହିତ କୈଣସି ଲେଣଦେଣ୍ କ୍ୟନସେଲ ହେଲେ ସ୍ୱୟଂକ୍ରିୟ ଭାବେ ଏହା ଗ୍ରାହାକ ମାନଙ୍କ ଏକାଉଣ୍ଟ କୁ ଆସିବ ବୋଲି ସୂଚନା ଦିଆଜାଇଛି । ଜାହା ବଡ ନିୟମ କି ଡିସେମ୍ବର 1 ରୁ ଏହି ନିୟମ ଲାଗୁ ହେବା ପାଇଁ ଯାଉଛି । ଏଣିକି EMI ଲେଣଦେଣ୍ ଉପରେ ଅଧିକ ପ୍ରସେସିଂ ଫି ଦେବାକୁ ପଡିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *