ଏଣିକି ବେକାର ଯୁବକ ଯୁବତୀ ମାନଙ୍କୁ ମିଳିବ 3800 ଟଙ୍କା ଭତ୍ତା ଜାଣନ୍ତୁ କେମିତି ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବେକାର ଯୁବକ ଯୁବତୀ ମାନଙ୍କୁ କେନ୍ଦ୍ର ଦେବ 3800 ଟଙ୍କା ମାସକୁ । ତେବେ କଣ ରହିଛି ସଂମ୍ପର୍ଣ୍ଣ ଖବର ଏହି ଖବରଟି ମିଛ କି ସତ ଏହି ବିଷୟ ରେ ସଂମ୍ପର୍ଣ୍ଣ ବିବରଣି ନେବା ଆସନ୍ତୁ । ବେକାର ଯୁବକ ଯୁବତୀ ମାନଙ୍କୁ କେନ୍ଦ୍ର ଦେବ 3800 ଟଙ୍କା ମାସକୁ ତେବେ ବର୍ତମାନ ସମୟ ରେ ବେକାର ସଂଖ୍ୟା ବଢୁଥିବାରୁ ମୋଦି ସରକାର ଏମିତି କିଛି ନିଷ୍ପତି ନେଇଛନ୍ତି ।

ଜାହା ବର୍ତମାନ ସମୟ ରେ ସୋସଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ଭାଇରଲ ହେବାରେ ଲାଗିଛି । ଏହାକୁ ନେଇ ବର୍ତମାନ ସମୟ ରେ ବହୁତ ଜୋର ରେ ଚର୍ଚ୍ଚା ବି ଲାଗି ରହିଛି । ଏବଂ ଯେଉଁଠାରେ ଏହା ଭାଇରଲ ହେଉଛି ସେଠାରେ ପ୍ରଧାନ ମନ୍ତ୍ରୀ ଙ୍କ ଏକ ଫୋଟ ସହିତ ତଳେ ଏକ ଲିଙ୍କ୍ ଦିଆଜାଇଥିବା ବେଳେ ସେହିଥିରେ କ୍ଲିକ୍ କରିବା ପାଇଁ କୁହାଜାଉଛି ।

modi

ତେବେ ଏହା ସଂମ୍ପର୍ଣ୍ଣ ରୂପେ ଫେକ୍ ଅଟେ । ଏବଂ ଏହି ଫେକ୍ ଲିଙ୍କ୍ ପେଷ୍ଟ କରିଥିବା ଲୋକ ବହୁତ ଭଲ ପଇସା ଇନକମ୍ କରିପାରିବ । ହେଲେ ଏଠାରେ ଏହି ଖରାପ ପ୍ରକୃତି ର ଲୋକ ମାନଙ୍କୁ ଅପରାଧୀ ବୋଲି ବିବେଚନା କରାଯାଏ । ତେବେ ଏଠାରେ ସାଇବର ବିଶେଷଜ୍ଞ୍ୟ ମାନେ କହିଛନ୍ତି କି HTTP ରୁ ଆରମ୍ଭ ହୋଇଥିବା ଯେ କୌଣସି URL ଅସୁରକ୍ଷିତ ହୋଇଥାଏ ।

ଯଦି ଆପଣ ମାନେ ଏହି ପରି ୱେବସାଇଟ କୁ ଜାଆନ୍ତି ତେବେ ପରେ ଆପଣ ମାନଙ୍କର ବ୍ୟକ୍ତିଗତ ତଥ୍ୟ କୁ ନେଇ ସେମାନେ ଛେଡଛାଡ କରିଥାନ୍ତି । ଏଭଂ ଏମିତି ଭାବେ ଆପଣ ମାନଙ୍କର ସଂମ୍ପର୍ଣ୍ଣ ସୂଚନା ମାଧ୍ୟମରେ ଆପଣ ମାନଙ୍କର ଇ-ମେଲ କୁ ସେମାନେ ବ୍ୟଙ୍କି ଏବଂ ଏମିତି ପଇସା ସମ୍ମନ୍ଧିୟ ବିଭିନ୍ନ EMAIL କରିଥାନ୍ତି । ପରେ ଆପଣ ମାନେ କ୍ଲିକ୍ କରିଲେ ଆପଣ ମାନଙ୍କର ବ୍ୟଙ୍କ୍ ଏକାଉଣ୍ଟ ତଥ୍ୟ ସହିତ ମୋବାଇଲ ନମ୍ବର ଏବଂ ଏକାଉଣ୍ଟ ରୁ ପଇସା ଗାୟେବ୍ ହେବାର ମଧ୍ୟ ଚାନ୍ସ ରହିଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *