ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ମାସକୁ କେବଳ 500 ଟଙ୍କା ଦେଇ କୋଟିପତି ହୋଇପାରିବେ । ଆପଣ ମାନଙ୍କୁ ନିଜର ଘର ପାଖରେ ରହିଥିବା ପୋଷ୍ଟ ଅଫିସ୍ ରେ ଏମିତି ସୁଯୋଗ ଦିଆଜାଉଛି । ନିଜର କଷ୍ଟ ଅର୍ଜିତ ଧନ ରୁ ବହୁତ ଲାଭ ବାହାର କରିବା ପାଇଁ ଚାହୁଁଥିଲେ ଆପଣ ମାନଙ୍କ ସାମ୍ନା ଆଜିର ଦିନରେ ବହୁତ ବିକଳ୍ପ ରହିଥାଏ । କିନ୍ତୁ ସେହିଥିରେ ଆପଣ ମାନଙ୍କ ଟଙ୍କା ମଧ୍ୟ ବୁଡି ପାରେ । ଏହି କାରଣ ରୁ କେହି ଯେପରି ବିପଦ ରେ ନ ପଡିବେ ସେଥିପାଇଁ କରାଯାଇଛି ଏକ ଭଲ ଯୋଜନା ।
ଯଦି ଆପଣ ମାନେ ଏବେ ଟଙ୍କା ସଞ୍ଚୟ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ମାନଙ୍କୁ ଏହି ସୁବିଧା ଦେଉଛି ପୋଷ୍ଟ ଅଫିସ ର ସେଭିଂ ସ୍କିମ୍ । ଏହିଥିରେ ଆପଣ ମାନେ ପାଞ୍ଚଟି ସ୍କିମ୍ ରେ ଟଙ୍କା ସଞ୍ଚୟ କରିପାରିବେ ଏବଂ ଲାଭ ମଧ୍ୟ ଉଠେଇ ପାରିବେ । ତେବେ ଏହି ମଧ୍ୟ ରୁ ପ୍ରଥମେ ହେଲା ସୁକନ୍ୟା ଯୋଜନା ଏହିଥିରେ ଆପଣ ମାନେ ପ୍ରତ୍ୟୋକ ମାସରେ 250 ଟଙ୍କା ଦେଇ ଆପଣ ମାନେ ବର୍ଷ କୁ 1 ଲକ୍ଷ 50 ହଜାର ଟଙ୍କା ସଞ୍ଚୟ କରିପାରିବେ।
ଏହିଥିରେ ଆପଣ ମାନେ 7.6 % ଶୁଦ୍ଧ ପାଇଁ ପାରିବେ । ଯଦି ଆପଣ ମାନେ ଏଥରେ 250 ଟଙ୍କା ଦେଇପାରୁନାହାଁନ୍ତି ତେବେ ଆପଣ ମାନେ କେବଳ ପଚାସ ଟଙ୍କା ମଧ୍ୟ ରଖି ପାରିବେ ଜାହା ଦ୍ୱାରା ଆପଣ ମାନଙ୍କୁ ଏହିଥିରେ 9 ବର୍ଷ ଜମା କରିବା ପରେ ଆପଣ ମାନଙ୍କୁ 2 ଗୁଣା ପଇସା ମିଳି ପାରିବ । ଦୁଇରେ ହେଲା ସିନିୟର ସିଟିଜେନ ଶେଭିଂ ସ୍କିମ । ଏହି ସ୍କିମ୍ ଟି କେବଳ ସିନିୟର ସିଟିଜେନ୍ ମାନଙ୍କ ପାଇଁ ଉପଲବ୍ଧ ଅଟେ ।
ଏହଥରେ ଆପଣ ମାନଙ୍କୁ ପ୍ରତ୍ୟୋକ ମାସ 1500 ଟଙ୍କା ଜମା କରିବା ପାଇଁ ପଡିବ ପରେ ଆପଣ ମାନଙ୍କୁ 7.4 ପ୍ରତିଶତ ସୁଦ୍ଧ ସହିତ ବାର୍ଷିକ ଆପଣ ମାନେ 31 ଲକ୍ଷ ଟଙ୍କା ଯାଏ ଫେରସ୍ତ ପାଇପାରିବେ । ତିନି ନମ୍ବର ରେ ରହିଛି ପବ୍ଲିକ୍ ପ୍ରଭିଡେଣ୍ଟ ଫଣ୍ଡ୍ ଏହିଥିରେ ଆପଣ ମାନେ ମାସ କୁ 500 ରୁ 1 ଲକ୍ଷ 50 ହଜାର ଟଙ୍କା ଯାଏ ନିବେଶ ରି ପାରିବେ। କେବଳ 1.5 ବର୍ଷ ରେ ଆପଣ ମାନେ 7.1 ପ୍ରତିଶତ ସୁଦ୍ଧ ମିଳିବ ।
ଚାରି ନମ୍ବରେ ରହିଛି କିଶାନ ବିକାଶ ପତ୍ର । ଏଥିରେ ଆପଣ ମାନେ 100 ଟଙ୍କା ରୁ 1 ହଜାର ଯାଏ ସେଭିଂ କରିଲେ ଆପଣ ମାନଙ୍କୁ 6.9 ପ୍ରତିଶତ ଶୁଦ୍ଧ ମିଳିବ । ଶେଷ ରେ ହେଉଛି ନେସନାଲ ଶେଭିଂଗ୍ସ ସାର୍ଟିଫିକେଟ ସ୍କିମ ଏଥିରେ ଆପଣ ମାନଙ୍କୁ ମାସକୁ 1 ହଜାର ଟଙ୍କା ସେଭିଂ କରିଲେ ଆପଣ ମାନେ 68 ପ୍ରତିଶତ ଶୁଦ୍ଧ ପାଇପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।