ବନ୍ଧୁଗଣ ଯଦି ଆପଣ ମାନଙ୍କର SBI ରେ ଏକାଉଣ୍ଟୁ ରହିଛି ତେବେ ଜାଣି ରଖନ୍ତୁ ଗ୍ରାହକ କୁ SBI ର ବଡ଼ ଝଟ୍କା । ଏମିକି ଆହୁରି ମହଙ୍ଗା ହେବାକୁ ଯାଉଛି SBI ର ବ୍ୟାଙ୍କ ସେବା ତେବେ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ନଜର ପକାଇବା ସେଥିପାଇଁ ଆପଣ ମାନେ ଆମ ପୋଷ୍ଟକୁ ଶେଷ ଯାଏ ନିସ୍ଚୟ ପଢନ୍ତୁ ।
ଏଣିକି SBI ର କ୍ରେଡିଟ୍ କାର୍ଡ ସେବା ଅଧିକ ମହଙ୍ଗା ହେବାକୁ ଯାଉଛି ଆସନ୍ତା ଡିସେମ୍ବର 1 ତାରିଖରୁ EMI ଉପରେ ଅଧିକ ପ୍ରସେସିଂ ଫି ପ୍ରଦାନ କରିବାକୁ ପଡିବ ।SBI କାର୍ଡ ସିର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ ପକ୍ଷ୍ୟ ରୁ ମିଳିଥିବା ସୂଚନା ଅନୁସାରେ ଏଣିକି EMI ଲେଣ୍ ଦେଣ୍ ଉପରେ 99 ଟଙ୍କା ଏବଂ ଟିକସ୍ ର ଅତିରିକ୍ତ ବୋଝ ଗ୍ରାହକ ମାନଙ୍କ ଉପରେ ପଡିବ ।
ତେବେ ଆସନ୍ତା 1 ଡିସେମ୍ବର ରୁ ଏହି ନିୟମ ଲାଗୁହେବ ବୋଲି କୁହାଜାଇଛି । ତେବେ SBI ପ୍ରିସିଆଲ ପକ୍ଷ୍ୟ ରୁ ମିଳିଥିବା ସୂଚନା ଅନୁସାରେ ଆମାଜନ ଏବଂ ପ୍ଲିପ୍କାର୍ଡ ପରି ସାଇଟ୍ ରେ କରାଜାଉଥିବା ପ୍ରତି ଲେଣ୍ ଦେଣ୍ ଉପରେ ଏହି ପ୍ରସେସିଂ ଫି ଲାଗୁ ହେବ ତେବେ EMI ରେ ନିଆଜାଉଥିବା ଶୁଳ୍କ ଠାରୁ ଏହି ଅର୍ଥ ଅଲଗା ରହିବ ବୋଲି କୁହାଜାଇଛି SBI ପ୍ରିସିଆଲ ପକ୍ଷ୍ୟ ରୁ EMAIL ମାଧ୍ୟମରେ ଗ୍ରାହକ ମାନଙ୍କୁ ସୂଚନା ପ୍ରଦାନ କରାଜାଇଛି ।
ଏହା ସହିତ କୈଣସି ଲେଣ୍ ଦେଣ୍ କେନେସଲ ହେଲେ ସ୍ୱୟଂକ୍ରିୟ ଭାବେ କଟିଥିବା ଅର୍ଥ ଗ୍ରାହକ ଙ୍କ ଖାତା କୁ ପଠାଯିବ । ତେବେ ଆପଣ ମାନଙ୍କର SBI ରେ ଏକାଉଣ୍ଟ ରହିଛି କି ନାହିଁ ଆପଣ ମାନେ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।