ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନଙ୍କୁ ଯଦି ଅଧ ରାତ୍ରୀ ରେ ପରିଶ୍ରା ଲାଗୁଛି ତେବେ ଜାଣି ନିଅନ୍ତୁ ଆପଣ ମାନଙ୍କ ସହିତ କଣ କଣ ସବୁ ହୋଇ ପାରେ । ଯଦି ଆପଣ ମାନଙ୍କୁ ଅଧ ରାତ୍ରୀ ରେ ପରିଶ୍ରା ଲାଗିଛି ତେବେ ଆପଣ ମାନେ କିଛି ସାବଧାନତା ଅବଲମ୍ଭନ କରନ୍ତୁ । ଆପଣ ମାନେ ଜାଣିଛନ୍ତି ପ୍ରତ୍ୟେକ ମନୁଶ୍ୟ ପ୍ରଚୁର ପରିମାଣ ରେ ପାଣି ପିଇବା ବହୁତ ଆବଶ୍ୟକ ଅଟେ । ଏବଂ ଆମେ ମାନେ ଏହି କଥା କୁ ସଂମ୍ପର୍ଣ୍ଣ ଭାବେ ଜାଣିଛେ କି ଏହି ପାଣି କୁ ଅଧିକ ମାତ୍ରା ରେ ପିଇବା ଦ୍ୱାରା ଆମର ସ୍ୱାସ୍ଥ୍ୟ ରେ ସୁଧାର ଆସେ ।
ଏହା ସହିତ ପରିଶ୍ରା କରିବା ଆମର ଦେହ ପାଇଁ ବହୁତ ଭଲ କାର୍ଯ୍ୟ ହୋଇ ଥାଏ । ସେମିତି ରେ ଆମେ ଅଧ ରାତ୍ରୀ ରେ ପରିଶ୍ରା କଣ ପାଇଁ ଉଠି ଥାନ୍ତି ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଆମର ଆଖି ଅଧ ରାତି ରେ ଖୋଲୁ ଖୋଲୁ ଆମର ଇମ୍ୟୁନିଟି ସିଷ୍ଟମ୍ କୁ ଏହି କଥା ଜଣା ପଡ଼ି ଥାଏ ଏବଂ ତୁରନ୍ତ ହିଁ ପରିଶ୍ରା ବା ଝାଡା ଲାଗି ଥାଏ । ହେଲେ ଅତ୍ୟଧିକ ପରିଶ୍ରା ବି ଆପଣ ମାନଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ।
ସେମିତି ରେ ଡାକ୍ତର ଙ୍କ ପରାମର୍ଶ ଅନୁସାରେ ଆମ ଶରୀରର ରେ ରହି ଥିବା ବିଶାକ୍ତ ପଦାର୍ଥ ଏବଂ ହାନୀକାରକ ପଦାର୍ଥ ସବୁ ପରିଶ୍ରା ସାହାଯ୍ୟ ରେ ବାହାର କୁ ଆସି ଥାଏ । ଯାହା ଦ୍ୱାରା ଆମର ଶରୀର ସୁସ୍ଥ ରହି ଥାଏ । ସେମିତି ରେ ଗୋଟିଏ ବ୍ୟକ୍ତି ଯଦି ଶୋଇବା ସମୟ ରେ ଅଧିକ ପାଣି ବା ବହୁତ ଅଧିକା ତରଳ ପଦାର୍ଥ ର ସେବନ କରେ ତେବେ ସେହି ପରି କ୍ଷେତ୍ର ରେ ଆମକୁ ଅଧ ରାତି ରେ ପରିଶ୍ରା ଲାଗେ ।
ସେମତି ରେ ଯଦି ଆପଣ ମାନେ ଶୋଇଛନ୍ତି ଏବଂ ହଠାତ୍ ମାତ୍ରେ ଆପଣ ମାନେ ଉଠି ପରିଶ୍ରା କରନ୍ତି ତେବେ ଆପଣ ମାନଙ୍କ ଦେହ ରେ ରକ୍ତ ର ପ୍ରଭାବ ଅଧିକ ହୋଇ ଯାଏ । ସେମିତି ରେ ଯେଉଁ ସମୟ ରେ ଆପଣ ମାନେ ଅଧ ରାତି ରେ ପରିଶ୍ରା କରି ଥାନ୍ତି ତେବେ କିଛି ରକ୍ତ ର କଣିକା ଆମର ବ୍ରେନ୍ କୁ ଉଠି ଥାଏ । ଏବଂ ଏହା ପରେ ସଠିକ୍ ଭାବେ ସଞ୍ଚାଳନ ନ ହେବା ଦ୍ୱାରା ଆମ ମାନଙ୍କୁ ବ୍ରେନ୍ ଷ୍ଟୋକ୍ ଭଳି ସମସ୍ୟା ହୋଇ ଥାଏ ।
ଯେଉଁ ମାନେ ରାତି ରେ ଏମିତି ପରିଶ୍ରା କରିବା ପାଇଁ ଉଠନ୍ତି ସେମାନେ ବହୁତ ଚିଡଚିଡା ସ୍ୱାଭାବ ର ହୋଇ ଥାନ୍ତି । ସେମିତି ରେ ଆପଣ ମାନଙ୍କୁ ଯଦି ପରିଶ୍ରା ଲାଗୁଛି ରାତି ରେ ତେବେ ଆପଣ ମାନେ ସେତେ ପର୍ଯ୍ୟନ୍ତ ଅପେକ୍ଷା କରନ୍ତି ଯେତେ ପର୍ଯ୍ୟନ୍ତ ଆପଣ ସତେଜ ଅନୁଭବ କରି ନାହାଁନ୍ତି । ପରେ ପରିଶ୍ରା କରନ୍ତୁ ।