ଆଜି ପୁଣି ଥରେ ଆପଣଙ୍କ ସାମ୍ନାରେ ସ୍ୱାସ୍ଥ୍ୟ ତଥା ରୋଗ ସମ୍ବନ୍ଧୀୟ ଏକ କଥାବସ୍ତୁ କହିବାକୁ ଯାଉଛୁ ଯାହା କି ଆପଣଙ୍କୁ ଜାଣିବା ନିହାତି ଦରକାର ଆଉ ତାହା ବାବଦରେ ଆସନ୍ତୁ ଆମେ ଜାଣିବା । ଆପଣଙ୍କ ଶରୀର ଆପଣଙ୍କ ପାଇଁ ବହୁତ ଅଧିକ ମହତ୍ତ୍ୱପୂର୍ଣ ହେଇଥାଏ । ଏକ ସୁସ୍ଥ ଶରୀର ଆପଣଙ୍କ ସଫଳତା ଦିଗରେ ଅନେକ କିଛି ଲାଭ କରିଥାଏ । ଏକ ଅସୁସ୍ଥ ଶରୀର ସହ ଆମେ ଜୀବନରେ କିଛି କରିବା ଲକ୍ଷ୍ୟରେ ନଥାଉ। ଆଉ ସୁସ୍ଥ ଶରୀର ପାଇଁ ଆମ ଲିଭର ବହୁତ ଅଧିକ ଫାଇଦା ଦେଇଥାଏ।
ତେବେ ଏହାର ଯତ୍ନ କରିବା ନିହାତି ଦରକାର କାରଣ ଏହା ଆମ ସଫଳତା ଦିଗରେ ଆମ ପାଇଁ ସବୁଠୁ ଅଧିକ ଲାଭଦାୟକ ହେଇଥାଏ। ଆପଣ ଜାଣନ୍ତି କି ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚାଆ କରି ସାରିଛୁ। ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ।
ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ, ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆମେ ଆପଣଙ୍କ ପାଖରେ ଆପଣଙ୍କ ଶରୀରର କିଛି ଏପରି ଲକ୍ଷଣ କହିବାକୁ ଯାଉଛୁ ଯାହା କି ଆପଣଙ୍କ ଲିଭର ଖରାପ କରିବାର ସୂଚନା ଦେଇଥାଏ।
ଆଜିର ବ୍ୟସ୍ତବହୁଲ ଜୀବନରେ ଶରୀର ପାଇଁ ତଥା ଲିଭର ପାଇଁ ଆଉ କେହି ଧ୍ୟାନ ଦେଉନାହାନ୍ତି। ଏହି ଲିଭର ଆପଣଙ୍କ ଡେରିରେ ଶୋଇବା ଅଭ୍ୟାସ, ମଦ୍ୟପ ଗ୍ରହଣ କରିବାର ଅଭ୍ୟାସ, ଖରାପ ଖାଦ୍ୟଅଭ୍ୟାସ ତଥା ଆପଣଙ୍କ ଅଧିକ ଚିନ୍ତା କରିବାର ଅଭ୍ୟାସ ଦ୍ୱାରା ଦୂଷିତ ହେଇ ଯାଉଛି। ଏହାକୁ ସଫା କରିବାର ଅଳ୍ପ କିଛି ଉପାୟ ହି ଅଛି। ଆସନ୍ତୁ ଆଜି ଆମେ ଏପରି କିଛି ଲକ୍ଷଣ ଜାଣିବା ଯାହା କି ଆପଣଙ୍କ ଲିଭର ଖରାପ ହେବାର ସୂଚନା ପ୍ରଦାନ କରିଥାଏ।
ଆପଣ ଯଦି ନିଜର ଭୋକ ହରାଇ ଦେଉଛନ୍ତି ଅଥବା ଆପଣଙ୍କୁ ଭୋକ ହି ଲାଗୁନାହିଁ ତାହେଲେ ଏହା ଆପଣଙ୍କ ଲିଭର ଖରାପ କରିବାର ସବୁଠୁ ବଡ଼ ଲକ୍ଷଣ ହେଇଥାଏ। ଏହାର ଅର୍ଥ କି ଆପଣଙ୍କ ଲିଭର ଆପଣଙ୍କ ଶରୀରରୁ ଖାଦ୍ୟପଦାର୍ଥ ସଫା କରିବାରେ ଆଉ ସକ୍ଷମ ହି ନାହିଁ।
ଆପଣଙ୍କ ନିଦ ଯଦି ଠିକ ଭାବେ ହେଉନାହିଁ ତାହେଲେ ଏହା ଆପଣଙ୍କ ଲିଭର ଖରାପ ହେବାର ସବୁଠୁ ବଡ଼ ଚିହ୍ନ ହେଇପାରେ। କାରଣ ଠିକ ଭାବେ ଭୋକ ନ ଲାଗିବା ଆପଣଙ୍କ ନିଦ ଠିକ ନ ଆସିବାର ଲକ୍ଷଣ।
ଯଦି ଆପଣଙ୍କ ଲାଗୁଛି କି ଆପଣ ନିଜର ମେମୋରୀ ଧୀରେ ଧୀରେ ହରେଇବାରେ ଲାଗିଛନ୍ତି ତାହେଲେ ତାହା ଆପଣଙ୍କ ଲିଭର ଖରାପ ହେବାର ଚିହ୍ନ ହେଇପାରେ। କାରଣ ଲିଭର ଖରାପ ହେବା ଆପଣଙ୍କ ଦୀମାଗ ସହ ସମ୍ପର୍କିତ ଥାଏ। ଆପଣ ଯଦି ଛୋଟ ଛୋଟ ଜିନିଷ ଭୁଲି ଯାଉଛନ୍ତି ତାହେଲେ ଏହା ଠିକ ଅଟେ ମାତ୍ର ବଡ଼ ବଡ଼ ଜିନିଷ ଜଲଦି ଭୁଲିବା ଆପଣଙ୍କ ପାଇଁ ଭୟଙ୍କର ହେଇ ଥାଇପାରେ।