ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଆମ ସଂଙ୍ଗୀତ ଜଗତ ଏବଂ ଚଳଚିତ୍ର ଜଗତ ପାଇଁ ବଡ ଦୁଖଃ ଦାୟକ ଖବର ଜାହା ସାମ୍ନା କୁ ଆସୁଛି ପୁଣି ଜଣେ କଣ୍ଠଶୀଳ୍ପି ଙ୍କର ଦୃଘଟଣା ରେ ମୃତ୍ୟୁ ହୋଇଛି । ସେ ଏବେ ଦୁନିଆଁ ଛାଡି ଚାଲିଜାଇଛନ୍ତି । ସୂଚନା ମୁତାବକ ପ୍ଲେନ୍ ରେ ଆସିବା ସମୟ ରେ ପ୍ଲେନ୍ କ୍ରାସ୍ ହୋଇଜାଇଥିବା ବେଳେ , ସେହି ପ୍ଲେନ୍ ରେ ତାଙ୍କର 4 5 ଜଣ ବନ୍ଧୁ ମଧ୍ୟ ରହିଥିଲେ ।
ହେଲେ ସେ ଏବେ ଦୁନିଆଁ ଛାଡି ଚାଲିଜାଇଛନ୍ତି । ଏହି ଖବର ଆସିବା ପରେ ସାରା ବଲିଉଡ ଇଣ୍ଡଷ୍ଟ୍ରୀ ଏବଂ ବ୍ରାଜିଲ ଇଣ୍ଡଷ୍ଟ୍ରୀ ରେ ଶୋକ ର ଛାୟା ଖେଳିଜାଇଛି । ସୂଚନା ମୁତାବକ ମାରିନା ମେଣ୍ଡନାସୀ ଯେ କି ଜଣେ ବ୍ରାଜିଲ ର ଭଲ କଣ୍ଠ ଶୀଳ୍ପି ରହିଥିଲେ ହେଲେ ଏହା ସହିତ ସେ ମଧ୍ୟ ପପ୍ ସିଙ୍ଗର ଏବଂ ପପ୍ ଡେନ୍ସର ମଧ୍ୟ ରହିଥିଲେ ।
ସୂଚନା ମୁତାବକ ସୋମବାର ଦିନ ସେ ଉଡାଜାହାଜ ରେ ଗସ୍ଥ କରୁଥିଲେ ହେଲେ କୈଣସି ଯାନ୍ତ୍ରିକ ତୃଟି କାରଣ ରୁ ଉଡାଜାହାଜ ଟି ଦୃଘଟଣା ଗ୍ରସ୍ଥ ହୋଇଥିଲା । ଏବଂ ତାଙ୍କର ସେହିଥିରେ ମୃତ୍ୟୁ ହୋଇଛି ।
ଏହି ଖବର ଆସିବା ପରେ ସାରା ବଲିଉଡ ଇଣ୍ଡଷ୍ଟ୍ରୀ ଏବଂ ବ୍ରାଜିଲ ଇଣ୍ଡଷ୍ଟ୍ରୀ ରେ ଶୋକ ର ଛାୟା ଖେଳିଜାଇଛି । ଏବଂ ସେ ଫ୍ଲାଇଟ୍ ଚଢିବା ସମୟ ର କିଛି ମୂହୁର୍ତ୍ୱ ର ଭିଡ଼ିଓ ବର୍ତମାନ ସମୟ ରେ ଭାଇରଲ ହେବାରେ ଲାଗିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।