ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଖୋଲିବ । ଏହି ତାରିଖରୁ ମିଳିଲା ସୁଚନା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଖୋଲିବା ନେଇ ସରକାର ଙ୍କର ଆଉ କିଛି ବଡ ଘୋଷଣା ରାଜ୍ୟ ରେ ପ୍ରଥମେ ପ୍ରଥମ ଏବଂ ପରେ ଅଷ୍ଟମଶ୍ରେଣୀ ପାଠପଢା ଶ୍ରେଣୀ ଗୃହରେ ହୋଇଥିବା ବେଳେ ଷଷ୍ଟ ଏବଂ ସପ୍ତମ ଶ୍ରେଣୀ ଆସନ୍ତା ନଭେମ୍ବର 15 ରୁ ଖୋଲିବା ନେଇ ସରକାର ଘୋଷଣା କରିଛନ୍ତି ।

schools

ଏହି ମଧ୍ୟରେ ବାକି ରହିଛି ମାତ୍ର ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପାଠପଢା କେବେ ଆରମ୍ଭ ହେବ । ତେବେ ଆସନ୍ତୁ ଜାଣିନେବା ସଂମ୍ପର୍ଣ୍ଣ ଅପଡେଟ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପାଠ ପଢା ଆରମ୍ଭ ହେଉନଥିବାରୁ ଅନଲାଇନ ଶିକ୍ଷା ରୁ ପିଲା ମାନେ ଗୁଣାନ୍ମତକ ଶିକ୍ଷା ପାଇପାରୁନାହାଁନ୍ତି । ଏହିଥି ପାଇଁ 60 ପ୍ରତିଶତ ପିଲା ମାନେ ପାଠପଢା ରୁ ବଞ୍ଚିତ ହେଉଥିବା ଜଣା ପଡିଛି ।

ତେବେ ମିଳିଥିବା ସୂଚନା ଅନୁସାରେ ତେବେ ରିପୋର୍ଟ ଅନୁସାରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ର ଛାତ୍ରଛାତ୍ରୀ ଙ୍କ ସଂଖ୍ୟା ହେଲା 3771249 ତେବେ ଏହି ଛାତ୍ରଛାତ୍ରୀ ଙ୍କ ଶିକ୍ଷା କୁ ନେଇ ଗଣଶିକ୍ଷା ବିଭାଗ ଚିନ୍ତିତ ରହିଛି ବୋଲି ମନ୍ତ୍ରୀ ସମ୍ୟରଂଞନ ଦାସ ସୂଚନା ଦେଇଛନ୍ତି ।

school open

ତେଣୁ ଏହି ପିଲା ମାନଙ୍କ ପାଠ ପଢା ଲାଗି ବିକଳ୍ପ ବ୍ୟବସ୍ଥା କରାଜାଉଛି । ଏବଂ ଆହୁରୀ ଗୁଣାନ୍ମକ କରିବା ପାଇଁ ମନ୍ତ୍ରୀ ପକ୍ଷ୍ୟ ରୁ ଚେଷ୍ଟା ହେଉଛି । ତେବେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ କ୍ଲାସ ପାଠ ପଢା ଜାନୁଆରୀ ପରେ କରିବା ପାଇଁ ନିସ୍ପତି ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *