19 Nov -ଭୟଙ୍କର ଚନ୍ଦ୍ରଗ୍ରହଣ ସାରା ଓଡ଼ିଶାରେ ହେବ ହାଣ୍ଡିଛାଡ଼ 6ଟି ରାଶି ହେବେ ମହାକୋଟିପତି |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କିଛି ଦିନ ପରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଗ୍ରହଣର ବୈଜ୍ଞାନିକ ମହତ୍ତ୍ୱ ସହ ଧାର୍ମିକ ଓ ଜ୍ୟୋତିଷ ମହତ୍ତ୍ୱ ମଧ୍ୟ ରହିଛି। ଧାର୍ମିକ ବିଶ୍ୱାସ ଅନୁଯାୟୀ ଗ୍ରହଣକୁ ଅଶୁଭ ବୋଲି ମନାଯାଏ। ଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ। ଏହା ସହିତ 19 ନଭେମ୍ବର 2021 ଅର୍ଥାତ ଶୁକ୍ରବାର ଦିନ କିଛି ଲୋକ ମାନଙ୍କୁ ସାବଧାନାତା ରହିବା ପାଇଁ ପଡିବ । ଏହି ଦିନ 11.30 ମିନିଟ୍ ରେ ଆରମ୍ଭ ହେବାକୁ ଥିବା ବେଳେ ସଂନ୍ଧ୍ୟା 5.33 ମିନିଟ୍ ରେ ଶେଷ ହେବ ।

ସେହି ପରି ସୂତକ କାଳ ବିଷୟ ରେ କହିବା ତେବେ ଏହି ଚନ୍ଦ୍ରଗ୍ରହଣ ଭାରତ ରେ ଆଶିଂକ ଭାବେ ଦେଖାଦେବ ତେଣୁ ଏହି ଚନ୍ଦ୍ରଗ୍ରହଣ ର ସୂତକ ସମୟ ମାନ୍ୟ ହେବ ନାହିଁ । ସେମିତି ରେ ବନ୍ଧୁଗଣ ଏହି କାର୍ତ୍ତିକ ପୂର୍ଣ୍ଣିମାରେ ରେ ଗ୍ରହ ମାନଙ୍କ ସ୍ଥିତି ପରିବର୍ତନ କାରଣ ରୁ ହିଁ କିଛି ରାଶିର ଲୋକ ମାନଙ୍କୁ ଶୁଭଫଳ ପ୍ରାପ୍ତି ହେବାକୁ ଯାଉଛି । ତେବେ ଆମେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି 6 ଗୋଟି ଭାଗ୍ୟଶାଶାଳୀ ରାଶି ମାନଙ୍କ ଭାଗ୍ୟ କେମିତି ଭାବେ ପରିବର୍ତନ ହେବା ପାଇଁ ଯାଉଛି ଆସନ୍ତୁ ଜାଣିନେବ ।

Mother Lakshmi

ଏହି କାର୍ତ୍ତିକ ପୂର୍ଣ୍ଣିମାର ଚନ୍ଦ୍ରଗ୍ରହଣ ରେ ଏମାନଙ୍କ ଜିବନ ରେ ଖୁସୀ ର ସମୟ ଆସିବା ପାଇଁ ଯାଉଛି । ଏହି ରାଶି ମାନଙ୍କ ଉପରେ ମାତା ଲକ୍ଷ୍ମୀ ଧନ ର ବର୍ଷା ବି କରି ପାରନ୍ତି । ସେମିତି ରେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ସେହି ରାଶି ମାନଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ।

ପ୍ରଥମେ ରହିଛି ମେଷ ରାଶି । ଏହି ରାଶି ର ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀ ଙ୍କର ବିଶେଷ କୃପା ପ୍ରାପ୍ତି ହେବ । ସେହି ପରି ବେଳେ କୁଣ୍ଡଳୀ ରେ ଗ୍ରହ ମାନଙ୍କର ଗୋଚର ଯୋଗ ଯୋଗୁଁ । ଏମାନଙ୍କୁ ଚନ୍ଦ୍ରଗ୍ରହଣ ପରେ ଅନେକ ଶୁଭ ଫଳ ମିଳିବ । ଏମାନେ ବ୍ୟବସାୟ ରେ ଲାଭ ହେବା ସହିତ ପାରିବାରିକ କ୍ଷେତ୍ର ରେ ବହୁତ ଶୁଫଳ ପାଇବେ ।

ସେହି ପରି ଅଚାନକ ଭାବେ ଗୁପ୍ତ ପ୍ରାପ୍ତି ହେବାର ସମ୍ଭାବନା ରହିଛି । ଏହାପରେ ରହିଛି ତୁଳା ରାଶି । ଏହି ରାଶି ର ବ୍ୟକ୍ତି ଚନ୍ଦ୍ରଗ୍ରହଣ ପରେ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ଅଦ୍ଭୁତ କୃପା ଦେଖିିବା ପାଇଁ ମିିଳିବ । ଏହା ସହିତ ଏମାନଙ୍କ ଭାଗ୍ୟ ଏହି ଦିନ ରେ ଖୋଲିବା ପାଇଁ । ଯାଉଛି କିନ୍ତୁ ଆପଣ ମାନେ ପରିଶ୍ରମ ଏହି ଦିନ ରେ ଜାରୀ ରଖନ୍ତୁ । ଆପଣ ମାନଙ୍କୁ ଉତ୍ତମ ଫଳ ପ୍ରାପ୍ତି ହେ୍ବ । ଆପଣ ମାନଙ୍କ ମାନସମ୍ମାନ ବଢିବ ।

astrolog

ତୁଳା ରାଶି ଏହି ରାଶି ର ଲୋକ ମାନଙ୍କର ଚନ୍ଦ୍ରଗ୍ରହଣ ପରେ ନୂତନ ଯୋଜନା କରିବା ସମ୍ଭାବନା ରହିଛି । ଏହା ସହିତ ଏମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କର ବିଷେଶ କୃପା ଦେଖିବା ପାଇଁ ମିଳିବ । ଏବଂ ଏମାନଙ୍କ ଭାଗ୍ୟ ଆଜି ଠାରୁ ପରିବର୍ତନ ହେବାକୁ ଯାଉଛି । ଏମାନଙ୍କୁ ଏହି ଦିନ ରେ ଗୁପ୍ତ ଧନ ମିଳିବା ପାଇଁ ଯାଉଛି ।

କନ୍ୟା ରାଶି । ଏହି ରାଶି ର କୁଣ୍ଡଳୀ ରେ ଚନ୍ଦ୍ରଗ୍ରହଣ ପରେ ପରେ ମହାସଂଯୋଗ ଦେଖିବା ପାଇଁ ମିଳିବ । ଏବଂ ଗ୍ରହ ମାନଙ୍କ ଭଲ ଅବସ୍ଥାନ ଫଳ ରେ ଏମାନଙ୍କୁ ଶୁଭ ଫଳ ମିଳିବ । ଆପଣ ମାନଙ୍କ ସ୍ୱାସ୍ଥ୍ୟ ରେ ଉନ୍ନତି ପରିଲକ୍ଷିତ ହେବ ।

rasi

ବୃଷ ରାଶି ସେହି ପରି ଭାବେ ମାତା ଲକ୍ଷ୍ମୀ ଙ୍କ କୃପା ରୁ ସମସ୍ତ କାର୍ଯ୍ୟ ସଫଳ ହେବ । ଅଚାନକ ଭାବେ ଆପଣ ମାନେ ଏକ ବଡ ଧରଣ ର ଖୁସୀ ଖବର ପ୍ରାପ୍ତି କରିବେ ।

କୁମ୍ଭ ରାଶି ଏହି ରାଶି ମାନଙ୍କ ଜୀବନ ରେ ବହୁତ ବଡ଼ ପରିବର୍ତ୍ତନ ହେବ ଏବଂ ଖୁସି ଖବର ମିଳିବ । ସେମାନଙ୍କ ଉପରେ ଧନର ବର୍ଷା ହେବାକୁ ଯାଉଛି ସେହି ରାଶି ମାନଙ୍କ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଯାଉଛି । ଏବଂ ଏହା ସହିତ ନୂତନ କାର୍ଯ୍ୟ ମଧ୍ୟ ଏମାନେ ଆରମ୍ଭ କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *