ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କଦଳୀ ର ଉପକାରୀତା ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ଆପଣ ମାନେ ଯଦି ପ୍ରତିଦିନ ଏମିତି ଭାବେ କଦଳୀ ର ସେବନ କରନ୍ତି ତେବେ ଆପଣ ମାନଙ୍କ ସ୍ୱାସ୍ଥ୍ୟ ର କଣ ଫାଇଦା ହୋଇ ଥାଏ ସେହି ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବୁ ।
ସେମିତି ରେ ଆପଣ ମାନେ ବହୁତ ସମୟ ରେ ସୁଣି ଥିବେ କି ପ୍ରିତିଦିନ ଗୋଟିଏ ସେଓ ର ସେବନ ଆପଣ ମାନଙ୍କୁ ବିଭିନ୍ନ ରୋଗ ରୁ ଦୂରେ ରେ ରଖି ଥାଏ । ତେବେ ସେମିତି ରେ କଣ ଆପଣ ମାନେ ଏହି କଥା କୁ କେବେ ଜାଣିଛନ୍ତି କି ଯଦି ଆପଣ ମାନେ ପ୍ରତିଦିନ ଗୋଟିଏ କଦଳୀ ଖାଇବେ ତେବେ ଆପଣ ମାନେ ଜିବନ ସାରା ସଂମ୍ପର୍ଣ୍ଣ ଭାବେ ସୁସ୍ଥ ରହିବେ ।
କଦଳୀ ଖାଇବାର ଏତେ ପରିମାଣ ରେ ଫାଇଦା ଆପଣ ମାନେ କେବେ ବି ଭାବି ନ ଥିବେ । ଆମ ମାନଙ୍କ ଶରୀର ପାଇଁ ଏହି କଦଳୀ ବହୁତ ଉପକାରୀ ହୋଇ ଥାଏ । ଏହି କଦଳୀ ଦ୍ୱାରା ଆମ ଶରୀର ର ତାପମାତ୍ରା ନିୟନ୍ତ୍ରଣ ରେ ରହେ । ଏବଂ ସେହି ପରି ଭାବେ ଏହି କଦଳୀ ରେ ବହୁତ ମାତ୍ରା ରେ ଆଇରନ ରହି ଥିବା ହେତୁ ଏହା ହିମୋଗ୍ଲବିନ୍ ହୋଇ ଥାଏ ।
ଏହି କଦଳୀ ରେ ଏମିନୋ ଏସିଡି ରହେ ଯାହା ସେରୋ ଟେଲେଣ୍ଟ ହୋରମନ ଉତ୍ପନ କରେ । ଏହା ଦ୍ୱାରା ଆପଣ ମାନଙ୍କ ମୋଡ ବହୁତ ଭଲ ରହେ । ଏବଂ ଏହା କ୍ୟନସର ଭଳି ସମସ୍ୟା ପାଇଁ ଲଢି ଥାଏ । ଆପଣ ମାନଙ୍କ ଭାବନା ଶକ୍ତି ଏବଂ ଆପଣ ମାନଙ୍କ ନର୍ଭସ୍ ସିଷ୍ଟମ୍ ବି ବହୁତ ଭଲ ଭାବେ ରହି ଥାଏ ।
ଏହି କଦଳୀ ର ସେବନ ରେ ଆପଣ ମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢେଈବାରେ ବହୁତ ପରିମାଣ ରେ ସାହାଯ୍ୟ କରେ । ଏହି ଥିରେ ଥିବା ଏଣ୍ଟି ଓକ୍ସିଡେଣ୍ଟ ଆପଣ ମାନଙ୍କ ପାଖକୁ ଆସୁ ଥିବା କୈଣସି ରୋଗ ରୁ ସଂମ୍ପର୍ଣ୍ଣ ଭାବେ ମୁକ୍ତି ଦେଇ ଥାଏ । ତଥା ଆମ ଶରୀର ରେ ଲାଗୁ ଥିବା ସମସ୍ତ ପୋଷକ ତତ୍ୱ ଏହି ଥିରେ ଥିବା ହେତୁ ଆପଣ ମାନଙ୍କୁ ବି ସବୁ ଦିନ ଗୋଟିଏ ଲେଖାଁଏ କଦଳୀ ର ସେବନ କରିବା ଉଚିତ୍ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।