ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗତ ଦିନ ମାନଙ୍କର ନୂଆବହୁ ଓ କୁଆରି ବହୁ ଆପଣ ମାନଙ୍କ ପ୍ରିୟ ଧାରାବାହିକ ଶେଷ ହୋଇଯାଇଛି ଆଉ ଏହି ଶିରିଏଲ ସରିବା ପରେ ଶିରିଏଲ ର ନିଡ୍ ନାଇକା ବର୍ତମାନ ସମୟରେ କେଉଁ ଭଳି ରହିଛନ୍ତି ବା ଶିରିଏଲର ନିଡ୍ ନାଇକା ଦୁଇ ଜଣ ବର୍ତମାନ ସମୟରେ କଣ କରୁଛନ୍ତି ଜାଣିବା ପାଇଁ ହେଲେ ଆମ ପୋଷ୍ଟ କୁ ଶେଷ ଯାଏ ପଢ଼ନ୍ତୁ ।
ତାହାଲେ ବନ୍ଧୁଗଣ ଆପଣ ମାନେ ନୂଆବହୁ ଶିରିଏଲ ନିଶ୍ଚିତ ଭାବରେ ଦେଖିଥିବେ ଏହି ଶିରିଏଲ ରେ ନିଡ୍ ନାଇକା ଭାବେ ଆପଣ ମାନେ ରାଧିକା ଙ୍କୁ ଅଭିନୟ କରୁଥିବା ଦେଖିଥିବେ । ତେବେ ରଧିକା ବର୍ତମାନ ସମୟରେ ଶିରିଏଲ କୁ ଛାଡିବା ପରେ ଗୋଟିଏ ଓଡ଼ିଆ ଫିଲ୍ମୀ ରେ ଅଭିନୟ କରୁଥିଲେ ଯାହାକି ଦ୍ରଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା।
ଏବଂ ଦିତୀୟ ରେ ଆସୁଛନ୍ତି ଶ୍ରଦ୍ଧା ତାହାଲେ ଆପଣ ମାନେ ଶ୍ରଦ୍ଧା ବେଶ ଭଲ ଭାବରେ ଜାଣିଥିବେ ତେବେ ଶ୍ରଦ୍ଧା କୁଆରି ବହୁ ଶିରିଏଲ ରେ ନିଡ୍ ନାଇକା ଅଟନ୍ତି, ତ ଆଉ ବର୍ତମାନ ସମୟରେ ଶ୍ରଦ୍ଧା ଆଉ କୌଣସି ଶିରିଏଲ ରେ ଅଭିନୟ କରୁ ନାହାନ୍ତି ।
ତେବେ ବର୍ତମାନ ସମୟରେ ଶ୍ରଦ୍ଧା ତାଙ୍କ ଘରେ ରହୁଛନ୍ତି ତେବେ ଆଗାମୀ ଦିନରେ ଆଶା କରାଯାଉଛି ଗୋଟିଏ ନୂଈ ଶିରିଏଲ ଅଭିନୟ କରୁଥିବାର ଦେଖିବା ପାଇଁ ମିଳିବ । ତାହାଲେ ଆପଣଙ୍କୁ ଶ୍ରଦ୍ଧା ଓ ରାଧିକା ମଧ୍ୟରେ କିଏ ଆପଣ ଙ୍କୁ ଭଲ ଲାଗନ୍ତି ଆମକୁ କମେଣ୍ଟ୍ କରି ଜଣାଇବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।