ରାଜଧାନୀ ଭୁବନେଶ୍ୱର ରେ ଚାଲିଛି ଜିଗୋଲ ବୟ ଙ୍କ ଖେଳ – ଅନ୍ଧାର ରାତିରେ ଭୋକ ମେଣ୍ଟାଉଛନ୍ତି ବଡ ଲୋକିଆଙ୍କ ସ୍ତ୍ରୀ ଙ୍କର । ଅନ୍ଧାର ରାତିର କଥା ଜାଣିରଖନ୍ତୁ

boy

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ତ ଜାଣିଥିବେ ଆମ ସମାଜରେ ଏବେ ଦିନକୁ ଦିନ ଅପରାଧ ମୂଳକ କାର୍ଯ୍କଳାପ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଲୋକମାନଙ୍କ ଅପରାଧ ମୂଳକ କାଯ୍ୟକଳାପ କୁ ରୋକିବା ପାଇଁ ଯେତେ ପ୍ରୟାସ କରାଗଲେ ମଧ୍ୟ ସେମାନେ ନୂଆ ନୂଆଢଙ୍ଗରେ ଅପରାଧ ବଢାଇ ଚାଲିଛନ୍ତି । ଆପଣମାନେ ଜାଣିଥିବେ ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ଅନୈତିକ କାର୍ଯ୍ୟ ବଢ଼ି ଚାଲିଛି।

କରୋନା ମହାମାରୀ ସମୟରେ ଲକଡାଉନରେ ମଧ୍ୟ ଏଠାରେ ବେଧଡକ୍ ଭାବରେ ଦେହ ବ୍ୟାପାର ଚାଲିଛି । ଆଗରୁ ତ ଭୁବନେଶ୍ୱରରେ କେବଳ ମହିଳା ଦେହ ଜୀବୀ ଦେଖିବାକୁ ମିଳୁଥିଲେ କିନ୍ତୁ ଏବେ ପୁରୁଷ ବେଶ୍ୟା ଅଥବା ଜିଗୋଲୋ ମାନେ ମଧ୍ୟ ମାତିଛନ୍ତି । ସେଥିପାଇଁ ବର୍ତ୍ତମାନ ସମୟରେ ଲକଡାଉନ ଚାଲିଛି , ସେଥିପାଇଁ ଏହି ଜିଗୋଲୋ-ମାନେ ନିଜର ଦେହ ବ୍ୟବସାୟ କରିବା ପାଇଁ ଏକ ଭିନ୍ନ ଉପାୟ ବାଛିଛନ୍ତି । ଯାହାଫଳରେ ସେମାନଙ୍କୁ କେହି ସନ୍ଦେହ କରୁନାହାନ୍ତି ଓ ସେମାନେ ରାଜଧାନୀର ମହି-ଳାଙ୍କ ଦେ-ହର ଭୋ-କ ମେଣ୍ଟାଉଛନ୍ତି ଅନଲାଇନ୍ ପ୍ଲେବୟ।

love

ପ୍ଲେବୟ ଚାହୁଁଥିବା ମହିଳାମାନେ ପ୍ରଥମେ ମୋବାଇଲରେ ଜରିଆରେ ସେମାନଙ୍କ ସହିତ କଥା ହେଉଛନ୍ତି ତା ପରେ ସେମାନଙ୍କୁ ତାଙ୍କର ଲୋକେସନ ସେୟାର କରୁଛନ୍ତି । ଧନୀ ଶ୍ରେଣୀର ମହିଳାମାନେ ନିଜର ଶାରିରୀକ ସୁଖ ମେଣ୍ଟାଇବା ପାଇଁ ସୁନ୍ଦର ପୁରୁଷ ମାନଙ୍କୁ ଟଙ୍କା ଦେଇ ସେମାନଙ୍କ ସହ ଶାରୀରିକ ସଂଭୋଗ କରିଥାନ୍ତି। ବର୍ତ୍ତମାନ ଏହି ସଂସ୍ଥା ହୋମ ଡେଲିଭରୀ ଦେବାରେ ଲାଗିଲାଣି।ଏହା ସହିତ ସୁନ୍ଦର ଦେଖାଯାଉଥିବା କଲେଜ ପିଲାମାନେ ଅଧିକ ଅର୍ଥ ଉପାର୍ଜନ କରିବା ସହିତ ଶାରିରୀକ ସୁଖ ଭୋଗ କରିବା ପାଇଁ ଏହି ବୃତିକୁ ଆପଣାଇ ନେଲେଣି।

ଏହା ସହିତ ସେମାନେ ଗୋଟିଏ ରାତି ପାଇଁ 5 ରୁ 7 ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ନେଇଥାନ୍ତି। ଭୁବନେଶ୍ୱର ସ୍ମାର୍ଟ ସିଟି ହେବାପରେ ଏହାର ରୂପରେଖ ବଦଳି ଯାଇଛି। ଏଥି ସହିତ ପୂର୍ବରୁ ଏଭଳି କାର୍ଯ୍ୟ କରିବା ପାଇଁ କୌଣସି ବ୍ୟକ୍ତି ରାଜି ହେଉନଥିଲା। ପୂର୍ବରୁ ସେମାନଙ୍କୁ ଏହି କାର୍ଯ୍ୟ କରିବା ପାଇଁ ଲଜ୍ୟା ଲାଗୁଥିଲା କିନ୍ତୁ ବର୍ତ୍ତମାନ ସେମାନେ ଏହି କାର୍ଯ୍ୟ କରିବା ଆରମ୍ଭ କରିଦେଲେଣି।ତେବେ ସୋସିଆଲ ମିଡିଆରେ ଏହି ସଂସ୍ଥା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ସକ୍ରିୟ ହୋଇ ରହିଛି।

ତେବେ ମହିଳା ମାନେ ଏହି ବୁକ୍ କରିବା ପାଇଁ ଏକ ହୋଟେଲ ବା ଗୁପ୍ତ ସ୍ଥାନର ସାହାରା ନେଉଛନ୍ତି । ତେବେ ବର୍ତମାନ ସମୟ ରେ ଯୁବପୀଢି ମାନେ ଖରାପ ରାସ୍ତା ରେ ଜାଉଛନ୍ତି ତେବେ ଆପଣ ମାନଙ୍କର ମତାମତ କଣ ରହିବ କମେଣ୍ଟ କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *