ସକାଳୁ ଉଠି ଏହି ଜିନିଷ ଶୁଣିଲେ ଟଙ୍କା ବର୍ଷା ହୁଏ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ସକାଳୁ ଉଠିଲା ମାତ୍ରେ କେଉଁ ସବୁ ଜିନିଷ କୁ ଦେଖିବା ବା ସୁଣିବା ଦ୍ୱାରା ଆପଣଙ୍କର ସମ୍ପୂର୍ଣ୍ଣ ଦିନଟି ମଙ୍ଗଳ ମୟ ଏବଂ ଶୁଭ ମୟ ହୋଇଥାଏ । ଯଦି ଆପଣ ସକାଳୁ ଉଠିଲା ମାତ୍ରେ କୌଣସି ସକାରତ୍ମକ ଜିନଷର ଶ୍ୱର ସୁଣନ୍ତି ବା ଦେଖନ୍ତି ତେବେ ଆପଣଙ୍କର ସମ୍ପୂର୍ଣ୍ଣ ଦିନଟି ଶୁଭମୟ ହୋଇଥାଏ । ତେବେ ବନ୍ଧୁଗଣ ସେହି ସାକାରତ୍ମକ ଜିନିଷ ଗୋଡିକ ହେଉଛି ସକାଳେ ଉଠୁ ଉଠୁ ଯଦି ଆପଣ ସଙ୍ଖ ଘଣ୍ଟି ଭକ୍ତି ସଙ୍ଗୀତ ଆଦିର ଶ୍ୱର ସୁଣିବାକୁ ମିଳେ ତେବେ ତାହାଲେ ଆପଣଙ୍କର ଦିନ ଟି ଅତ୍ୟନ୍ତ ଶୁଭ ହୋଇଥାଏ ।

morning

ଯଦି ଆଖି ଖଲୁ ଖଲୁ ସର୍ବ ପ୍ରଥମେ ଦହି କିମ୍ବା କ୍ଷୀର ଭର୍ତୀ ପାତ୍ର ଉପରେ ନଜର ପଡେ ତାହାଲେ ମଧ୍ୟ ଶୁଭ ହୋଇଥାଏ ସମ୍ପୂର୍ଣ୍ଣ ଦିନ ଯାକ ଖୁବ୍ ଶୁଭ ମୟ ହୋଇଥାଏ, ଆଉ ଯଦି ସେହି ଦିନ କିଛି ମଙ୍ଗଳ ମୟ କାର୍ଯ୍ୟ କରିବାକୁ ଯାଉଛନ୍ତି ବା ଶୁଭ କାର୍ଯ୍ୟ କରିବାକୁ ଯାଉଛନ୍ତି ତେବେ ସେହି କାର୍ଯ୍ୟଟି ମଧ୍ୟ ଶୁଭଫଳ ଆଣି ଦେଇଥାଏ । ତେବେ ବନ୍ଧୁଗଣ ଆମେ ଆଜି ଏହି ବଷୟରେ କହିବାକୁ ଯଛାଉଛୁ ଯେ ସକାଳୁ ଉଠିଲା ପରେ କେଉଁ ସବୁ ଜିନିଷକୁ ଦେଖିବା ଦ୍ୱାରା ବା ସୁଣିବା ଦ୍ୱାରା ଆପଣଙ୍କ ଦିନଟି ମଙ୍ଗଳ ମୟ ଏବଂ ଶୁଭ ହୋଇଥାଏ ।

ତେବେ ଚାଲନ୍ତୁ ଜାଣିନେବା କଣ ସେହି ଜିନିଷ ସେଥିପାଇଁ ଆମ ପୋଷ୍ଟକୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ । ପ୍ରଥମେ ହେଉଛି ଯଦି ସକାଳୁ କୌଣସି ଭିକାରୀ ଭିକ ମାଗିବା କୁ ଆସେ ତ ବୁଝି ଯାଆନ୍ତି କି ଆପଣ କୌଣସି ଲୋକକୁ ଉଧାର ଦେଇଥିବା ଧନ ଖୁବ୍ ଶିଘ୍ର ଫେରି ପାଇବେ ତେବେ ଭିକାରି କୁ ଦେଖି କେବେବି ଅସ୍ତ ବ୍ୟସ୍ତ ହୁଅନ୍ତୁ ନାହିଁ ଏମିତି କି ତାଙ୍କ ଉପରେ ରାଗନ୍ତୁ ନାହିଁ ଏହା ଆପଣଙ୍କୁ ଶୁଭଫଳ ଦେଇଥାଏ ଏବଂ ଆପଣଙ୍କର ଦିନଟି ଖୁବ୍ ମଙ୍ଗଳ ମୟ କରିଥାଏ ତେଣୁ ଆପଣ ସକାଳୁ ଉଠି ଭିକାରୀ କୁ ସାମ୍ନାରେ ପାଇଲେ ଆପଣ ଖୁସି ହୋଇ ଯାଆନ୍ତୁ ।

Beggar

ଦିତୀୟ ରେ ହେଉଛି ଯଦି ଘରୁ କୌଣସି କାର୍ଷ୍ୟରେ ବାହାରକୁ ଯିବା ବେଳେ ଆପଣଙ୍କ ସାମ୍ନାରେ ଗାଈ ଆସିଯାନ୍ତି ତେବେ କାର୍ଯ୍ୟରେ ସମ୍ପୂର୍ଣ୍ଣ ସଫଳତା ମିଳିଥାଏ । ତୃତୀୟ ରେ ଯଦି ଆପଣଙ୍କ ସାମ୍ନାରେ କୌଣସି ବ୍ୟକ୍ତି ଗୁଡ ନେଇ ଯାଉ ଥିବାର ଦେଖିବେ ତେବେ ଆପଣ ବିଝି ଯାଆନ୍ତୁ ଯେ ଆପଣ ଙ୍କର କାର୍ଯ୍ୟଟି ବା ଆପଣଙ୍କର ଦିନଟି ବହୁତ ଅଧିକ ଲାଭ ଦାୟକ ହେବ ଯାହାକି ଆପଣଙ୍କୁ ଅନେକ ସଫଳତାର ରାସ୍ତା ଦେଖାଇବ ଏବଂ ଆପଣଙ୍କର ସବୁ କାର୍ଯ୍ୟ ସଫଳ ମଧ୍ୟ ହେବା ସହିତ ଶୁଭଫଳ ଆଣିଦେଇ ଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *